କୃଷିଋଣ ଛାଡ଼ ପାଇଁ ରାଜ୍ୟପାଳଙ୍କୁ କଂଗ୍ରେସର ନିବେଦନ
ବୁଗୁଡ଼ା,୨୧ା୫(ଡି.ଏନ୍.ଏ.)- ବୁଗୁଡ଼ା ବ୍ଲକର କୃଷକମାନଙ୍କ କୃଷିଋଣ ଛାଡ଼ ଏବଂ ଋଣ ନବୀକରଣ କୋହଳ କରିବାକୁ ଗୁରୁବାର ସ୍ଥାନୀୟ ବ୍ଲକ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ତନ୍ମୟ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଲକ୍ଡାଉନ ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି।…
ସାବିତ୍ରୀ ଅମାବାସ୍ୟା, ଇଦୁଲଫିତରକୁ ନେଇ ଜିଲାରେ ଉତ୍ସାହ: ମନ୍ଦିର, ମସଜିଦ୍ରେ ୧୪୪ ଧାରା
ଜଗତ୍ସିଂହପୁର ଅଫିସ,୨୧ା୫: ଶୁକ୍ରବାର ହେଉଛି ସାବିତ୍ରୀ ବ୍ରତ। ଏନେଇ ଜଗତ୍ସିଂହପୁର ଜିଲାରେ ଗୁରୁବାର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଜଗତ୍ସିଂହପୁର ସହର ସମେତ ଜିଲାର ବିଭିନ୍ନ ପ୍ରାନ୍ତରେ ବ୍ରତ ସାମଗ୍ରୀ, ଫଳ ଆଦି କିଣିବା ପାଇଁ ଭିଡ ଜମାଇଥିଲେ। ଅନୁରୂପ…
ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ୩ ଦିନରେ ଫସଲ କ୍ଷୟକ୍ଷତି ଆକଳନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଆସନ୍ତା ୩ ଦିନ ମଧ୍ୟରେ ଫସଲ କ୍ଷୟକ୍ଷତିର ଆକଳନ କରିବା ସହିତ ଘରଭଙ୍ଗା ସର୍ଭେ କାର୍ଯ୍ୟ ଆସନ୍ତା ସପ୍ତାହ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ବାତ୍ୟା ଅମ୍ଫନ ଯୋଗୁ ହୋଇ ଥିବା…
ବାତ୍ୟା ଅମ୍ପନ ତାଣ୍ଡବ: ପଶ୍ଚିମବଙ୍ଗରେ ଧନଜୀବନ କ୍ଷତିକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାମୁଦ୍ରିକ ଝଡ ଅମ୍ଫନ କେବଳ ଓଡିଶା ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଛି। ସେଠାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ସମ୍ପତ୍ତି ନଷ୍ଟ ହୋଇଛି। ବାତ୍ୟା ଯୋଗୁ ପଶ୍ଚିମବଙ୍ଗରେ ଧନଜୀବନ ହାନୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ…
ବାତ୍ୟା ପରିଚାଳନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର,୨୧ା୫(ବ୍ୟୁରୋ)-ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଗୁରୁବାର ଟୁଇଟ କରି ମୋଦି କହିଛନ୍ତି ଯେ, ବାତ୍ୟା ଅମ୍ପନକୁ ଓଡିଶାବାସୀ ସାହାସର ସହିତ ମୁକାବିଲା କରିଛନ୍ତି। ଓଡିଶାବାସୀଙ୍କ ଭାବାବେଗକୁ ମୋଦି ସମର୍ଥନ କରିଛନ୍ତି । ପ୍ରଭାବିତଙ୍କୁ ସହାୟତା…
ଏହି ହଲିଉଡ୍ କଳାକାରଙ୍କ ଫଟୋକୁ କିସ୍କରି ଶୋଉଥିଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ତାଙ୍କ ଭଉଣୀ ଅନିଶାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ସବୁବେଳେ ସେମାନେ ପରସ୍ପରର ସିକ୍ରେଟ ସେୟାର କରିଥାନ୍ତି। କେବଳ ସେତିକି ନୁହେଁ, ଗୋଟିଏ ସମୟରେ ଜଣେ ହଲିଉଡ୍ ଅଭିନେତା ଉଭୟ ଭଉଣୀଙ୍କର କ୍ରସ୍ ଥିଲା।…
ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱରରେ ବ୍ୟାପକ କ୍ଷତି
ବାଲେଶ୍ୱର ଅଫିସ, ୨୧।୫-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରେ ସର୍ବାଧିକ ଚାଷଜମି ନଷ୍ଟ ହୋଇଛି। ଏହାସହ ବହୁତଗୁଡିଏ କଚ୍ଚାଘର ଭାଙ୍ଗିଯିବା, ବିଦ୍ୟୁତ୍ ଭିତ୍ତିଭୂମି ନଷ୍ଟ ଓ ବଡ ବଡ ଗଛ ଉପୁଡି ପଡିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଭୋଗରାଇ,…
ଶୁକ୍ରବାର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଶୁକ୍ରବାର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି। ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି। ଏଥିପାଇଁ ଗୁରୁବାର ଭୁବନେଶ୍ୱର ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥା…
ବାଳସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ଘଟଣା: ୩ ଜଣଙ୍କୁ ଧରିଲା ପୋଲିସ, ୪ ଜଣଙ୍କ ପତ୍ତା ମିଳୁନି
ବ୍ରହ୍ମପୁର ଅଫିସ , ୨୧।୫ : ଗଞ୍ଜାମ ଜିଲା ବ୍ରହ୍ମପୁର ଏସ୍ପି ଓ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ବାଳସୁଧାର ଗୃହ ରହିଛି । ତେବେ ଗତ ୩ ଦିନ ତଳେ ଉକ୍ତ ବାଳାଶ୍ରମରେ ରହୁଥିବା ପ୍ରାୟ…
ଅଗଷ୍ଟ ଶେଷରେ ଭାରତ, ଦକ୍ଷିଣ ଆଫ୍ରିକା ୩ ଟି୨୦ ଖେଳିବେ
ନୂଆଦିଲ୍ଲୀ,୨୧।୫ (ପି.ଟି.): ଆସନ୍ତା ଅଗଷ୍ଟ ମାସ ଶେଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ୩ଟି ଟି୨୦ ମ୍ୟାଚ୍ ଖେଳିବେ। ତେବେ କୋଭିଡ-୧୯ ମହାମାରୀ କମିଲେ ଅର୍ଥାତ ନିୟନ୍ତ୍ରଣକୁ ଆସିଲେ ଉଭୟ ଦେଶର ସରକାର ଏହି ସିରିଜ ଆୟୋଜନ ନେଇ ଅନୁମତି ଦେବେ।…
ଦିନିକିଆରେ କୋହଲି ନୁହେଁ, ସଚିନ ଗମ୍ଭୀରଙ୍କ ପସନ୍ଦ
ମୁମ୍ବାଇ,୨୧।୫(ପି.ଟି.): ଦିନିକିଆ ଫର୍ମାଟ ଦୃଷ୍ଟିକୋଣରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅପେକ୍ଷା କ୍ରିକେଟ ଆଇକନ ସଚିନ ତେନ୍ଦୁଲଙ୍କରଙ୍କୁ ପସନ୍ଦ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ସଚିନ୍ଙ୍କ କ୍ୟାରିୟର ଦୀର୍ଘ। ଦିନିକିଆରେ ମଧ୍ୟ ଏକାଧିକ ନିୟମରେ ପରିବର୍ତ୍ତନ ହୋଇଛି। ଏସବୁ ଦୃଷ୍ଟିକୋଣରୁ…
କରୋନା ଭାଇରସ: ଦେଶରେ ସୁସ୍ଥ ହାର ୪୦.୨୩ ପ୍ରତିଶତ
ନୂଆଦିଲ୍ଲୀ,୨୧।୫: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୦୦୨ଜଣ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଦେଶରେ ସୁସ୍ଥ ହାର ୪୦.୨୩ ପ୍ରତିଶତ ହୋଇଛି ବୋଲି ଗୁରୁବାର କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ପୂର୍ବରୁ ଏହି…
Archives


