Home Left

ସିଆଇଆଇ ସର୍ଭେ: ବିଦେଶ ଯିବାକୁ ଚାହୁଁନାହାନ୍ତି ୭୦ ପ୍ରତିଶତ

ନୂଆଦିଲ୍ଲୀ,୨୫।୫(ପି.ଟି.): ଜୁଲାଇ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ବିମାନ ଚଳାଚଳ କଲେ ମଧ୍ୟ ୭୦ ପ୍ରତିଶତରୁ ଅଧିକ ବିଦେଶ ଯିବାକୁ ଚାହିଁବେ ନାହିଁ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଭାରତୀୟ ଶିଳ୍ପ…

ଚାଇନାର ନିରାପତ୍ତା ଆଇନକୁ ବିରୋଧ

ହଂକଂ,୨୫।୫: ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନକୁ ବିରୋଧ କରି ରବିବାର ବହୁସଂଖ୍ୟକ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପ୍ରସ୍ତାବିତ ଆଇନ ସହରର ସ୍ବାଧୀନତା ପ୍ରତି ବିପଦ ସାଜିବା ସହ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ସିଦ୍ଧାନ୍ତକୁ ପ୍ରୋତ୍ସାହିତ କରିବ ବୋଲି…

ଉହାନ୍‌ରେ ବାଦୁଡ଼ିଙ୍କଠାରେ ମିଳିଲା ୩ ପ୍ରକାର ଭୂତାଣୁ

ନୂଆଦିଲ୍ଲୀ,୨୫।୫: କରୋନା ଭାଇରସ୍‌କୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ଚାଇନା। ଉହାନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଯେଉଁଠାରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହୋଇଥିଲା, ସେହିଠାରେ ଏବେ ବାଦୁଡ଼ିଙ୍କଠାରେ ୩ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି। ହେଲେ ସାରା ବିଶ୍ୱରେ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ କରୋନା

ମୁମ୍ବାଇ,୨୫।୫: ମହାରାଷ୍ଟ୍ରର ପିଡବ୍ଲୁଡି ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ସେ କିଭଳି କରୋନା ଆକ୍ରାନ୍ତ ହେଲେ ତାହା ଜଣାପଡିନାହିଁ। ଉଦ୍ଧବ ସରକାରରେ ଦ୍ୱିତୀୟ ମନ୍ତ୍ରୀ ଭାବେ କରୋନା ସଂକ୍ରମିତ…

ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂଙ୍କ ପରଲୋକ

ଚଣ୍ଡୀଗଡ, ୨୫।୫: ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଗତ ମେ ୮ ତାରିଖରେ…

ସିଙ୍ଗାପୁର ଗବେଷକଙ୍କ ପୂର୍ବାନୁମାନ: କରୋନାର ବିଦାୟ ତାରିଖ ଜଣାଇଲା ଅଧ୍ୟୟନ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିରେ ଆମେରିକା ଶୀର୍ଷରେ ରହିଛି। ଏଠାରେ ରବିବାର ସୁଦ୍ଧା ୧୬ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ୱ…

ବିପଦ ସାଜିବେ ସହର ଫେରନ୍ତା: ଆଗକୁ ଗାଁରେ ବିସ୍ଫୋରକ ସ୍ଥିତି

ନୂଆଦିଲ୍ଲୀ,୨୫।୫: କରୋନା ଲକ୍‌ଡାଉନ ଯୋଗୁ ସହରରେ ଜୀବିକା ହରାଇ ଗାଁକୁ ଫେରିବାରେ ଲାଗିଛନ୍ତି ଦାଦନ ଶ୍ରମିକ। ପୂର୍ବରୁ କେବଳ ସହରାଞ୍ଚଳରେ କରୋନା ବ୍ୟାପୁଥିବାବେଳେ ଏବେ ପ୍ରବାସୀଙ୍କ ଘରବାହୁଡ଼ା ଗ୍ରାମାଞ୍ଚଳରେ ବିପଦ ସୃଷ୍ଟି କରିଛି। ଏହା ଗାଁଗୁଡ଼ିକରେ ସଂକ୍ରମଣ ବୃଦ୍ଧିର କାରଣ ସାଜିବ…

ବିଦେଶ ଫେରନ୍ତାଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ,୨୫।୫(ପି.ଟି.): କରୋନା ସଂକ୍ରମଣ ଯୋଗୁ ଦୁଇମାସ ଭାରତରେ ବିମାନ ସେବା ବନ୍ଦ ରହିବା ପରେ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଗାଇଡ୍‌ଲାଇନ ଜାରି କରାଯାଇଛି। ଅଗଷ୍ଟ…

ଭୂତଳ ଜଳ କମୁଛି: ଜଳାଭାବରେ ରାଜଧାନୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶାରେ ଭବିଷ୍ୟତରେ ଜଳ ସଙ୍କଟ ଉଗ୍ରରୂପ ନେବ। ରାଜ୍ୟରେ ଭୂତଳ ଜଳସ୍ତର ଦିନକୁ ଦିନ କମୁଥିବାରୁ ଆସନ୍ତା ୧୦ରୁ ୨୦ବର୍ଷ ମଧ୍ୟରେ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିବ। ବିଶେଷକରି ଭୂତଳ ଜଳସ୍ତର କ୍ଷେତ୍ରରେ ଏହା ଅଧିକ ପରିଲ୍ଲକ୍ଷିତ ହେବ…

କରୋନା ମାଡ଼: ଖାତାଦେଖା, ପରୀକ୍ଷା, ନୂଆ ନାମଲେଖା ପାଇଁ ଚାପରେ ସରକାର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଲକ୍‌ଡାଉନ ଦେଶର ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି। ସମାନଭାବେ ଶିକ୍ଷା କ୍ଷେତ୍ର ଉପରେ ଏହା ବିଶେଷ ପ୍ରଭାବ ପକାଇଥିବା ଯୋଗୁ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ପାଠପଢ଼ା ବର୍ତ୍ତମାନ ଦିଗହରା ହୋଇଛି। ଏବେ ସୁଦ୍ଧା ବିଭିନ୍ନ ଶ୍ରେଣୀର ପରୀକ୍ଷାଫଳ ବାହାରି…

ଓମ୍‌ଫେଡ୍‌ ଜାରି କଲା ନୂତନ ଗାଇଡ୍‌ଲାଇନ: ଡାଏରୀ ପଏଣ୍ଟରୁ ସିଧାସଳଖ କିଣିହେବ ଓମ୍‌ଫେଡ୍‌ ସାମଗ୍ରୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓମ୍‌ଫେଡ୍‌ ହୋଲ୍‌ସେଲର, ରିସେଲର୍‌ମାନଙ୍କ ଲାଗି ଏକ ନୂଆ ଗାଇଡ୍‌ଲାଇନ ରବିବାର ଜାରି କରାଯାଇଛି। ଏହି ପରିବର୍ତ୍ତିତ ଗାଇଡ୍‌ଲାଇନ ଅନୁଯାୟୀ, ସମସ୍ତ ବ୍ୟକ୍ତି, ଫାର୍ମ ଏଜେନ୍ସି, ହୋଲ୍‌ସେଲର ଏବଂ ଡିଷ୍ଟ୍ରିବ୍ୟୁଟର ଓମ୍‌ଫେଡ୍‌ର ସବୁ ପ୍ରକାର ଜିନିଷକୁ ରାଜ୍ୟର ଯେକୌଣସି ଡାଏରୀ ପଏଣ୍ଟରୁ…

ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ: ତୁରନ୍ତ ଅଚଳ ନଳକୂପ, ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ପରାମର୍ଶ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ୧୦ଟି ଜିଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ଏପିରି କି ପାରଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri