ଥଟ୍ଟାରୁ ଭାଙ୍ଗିଥିଲା ବିବାହ: ୧୦୮ଥର ‘ତୁମର ଚାମ୍ଚା ହୋଇ ରହିବି’ କହିବା ପରେ ରାଜି ହେଲେ କନ୍ୟା
ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଭାବି ସ୍ବାମୀଙ୍କ ସାମାନ୍ୟ ଏକ ଥଟ୍ଟାରୁ ବିବାହ ଭାଙ୍ଗିଦେଇଥିଲେ କନ୍ୟା। ପରେ ସେ ୧୦୮ଥର ‘ତୁମର ଚାମ୍ଚା ହୋଇ ରହିବି’ କହିବା ପରେ ବିବାହ ପାଇଁ ରାଜି ହୋଇଛନ୍ତି କନ୍ୟା। ସୂଚନାଯୋଗ୍ୟ, ଉଭୟଙ୍କ…
ମହାରାଷ୍ଟ୍ରରେ ୧,୮୦୯ ପୋଲିସ କରୋନା ସଂକ୍ରମିତ
ମୁମ୍ବାଇ,୨୫।୫: ମହାରାଷ୍ଟ୍ରରେ କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ବିଶେଷ ଭାବେ କରୋନା ଯୋଦ୍ଧା ସାଜି ସାଧାରଣ ଜନତାକୁ କରୋନା କବଳରୁ ରକ୍ଷା କରିବାକୁ ଅଣ୍ଟା ଭିଡିଥିବା ପୋଲିସ ଏବେ ସଙ୍କଟରେ। ଗୋଟିଏ ଦିନରେ ମହାରାଷ୍ଟ୍ର ପୋଲିସରେ ୫୧…
ଷ୍ଟକ୍ ଯାଞ୍ଚ ପରେ ଅନ୍ଲାଇନରେ ହେବ ମଦ ବୁକିଂ: ଗସ୍ତ ବାବଦ ୧୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ ପ୍ରାପ୍ୟ
କେନ୍ଦୁଝର, ୨୫।୫(ସ୍ବ.ପ୍ର.): ସରକାର ମଦ ବିକ୍ରି ଉପରେ ଥିବା କରୋନା କଟକଣାକୁ କୋହଳ କରିଛନ୍ତି। କେବଳ ଅନ୍ଲାଇନରେ ମଦ ବିକ୍ରି ହେବ ବୋଲି ଘୋଷଣା ହୋଇଛି। ଫଳରେ ସୋମବାର ଅବକାରୀ ବିଭାଗ ପକ୍ଷରୁ କେନ୍ଦୁଝର ଜିଲା ମଦ ଦୋକାନ ଗୁଡ଼ିକରେ ଷ୍ଟକ…
ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।…
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନରେ ମଝି ସିଟ୍ ବୁକିଂ ବନ୍ଦ
ନୂଆଦିଲ୍ଲୀ,୨୫।୫: ବିମାନ ଯାତ୍ରାବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସୋମବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନରେ ମଝି ସିଟ୍ ବୁକିଂ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆଗାମୀ ୧୦ ଦିନ…
ଢେଙ୍କାନାଳରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି
ଢେଙ୍କାନାଳ ଅଫିସ, ୧୫।୫: ଢେଙ୍କାନାଳ ଜିଲାରେ ସୋମବାର ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଜଣଙ୍କ ଗତ ୧୩ ତାରିଖରେ ଏକ ସ୍କର୍ପିଓ…
ବଲବୀର ସିଂଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ କୋହଲି
ଚଣ୍ଡୀଗଡ,୨୫।୫: କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବଲବୀର ସିଂଙ୍କ ପରଲୋକ କଥା ଶୁଣି ଦୁଃଖିତ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି ବୋଲି…
ଖୋର୍ଦ୍ଧା ଜିଲାରେ ୫ ନୂଆ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ବାପ-ପୁଅ
ଖୋର୍ଦ୍ଧା ଅଫିସ,୨୫।୫: ଖୋର୍ଦ୍ଧା ଜିଲାରେ ସୋମବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳର ଜଣେ ରହିଥିବା ବେଳେ…
ରିଫି୍ରିଜିଂ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ
ଆଜିକାଲି ଖାଦ୍ୟକୁ ସଂରକ୍ଷିତ କରି ରଖିବାର ଅନେକ ପ୍ରକାର ଉପାୟ ରହିଛି। ଆମେ ରାନ୍ଧିଥିବା ଖାଦ୍ୟ ବଳି ପଡ଼ିଲେ ତାହାକୁ ରେଫ୍ରିଜରେଟରରେ ରଖିଦେଇଥାଉ। ପରବର୍ତ୍ତୀ ସମୟରେ ତାହାକୁ ବାହାର କରି ଖାଇଥାଉ। ପୁଣି ବଳକା ଖାଦ୍ୟକୁ ତା’ ଭିତରେ ରଖିଦେଉ। ଏହାକୁ…
ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ଛୁଇଁଲା
ଭଦ୍ରକ ଅଫିସ,୨୫ା୫: ଭଦ୍ରକ ଜିଲାରେ ସୋମବାର ୮ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ଛୁଇଁଛି। ଏହି ୮ ଜଣଙ୍କ ମଧ୍ୟରୁ ୪ ଜଣ କୋଲକାତା ଫେରନ୍ତା ହୋଇଥିବା ବେଳେ ତେଲେଙ୍ଗାନାରୁ ଜଣେ,…
ପୁଣି ୨୨ କରୋନା ପଜିଟିଭ ଚିହ୍ନଟ: ଦେବଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା
ଦେବଗଡ଼,୨୫ା୫(ଡି.ଏନ୍.ଏ): ଦେବଗଡ଼ ଜିଲାରେ ସୋମବାର ପୁଣି ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨ ଆକ୍ରାନ୍ତ ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟର ଓ ରିଆମାଳ ବ୍ଲକ ଅନ୍ତର୍ଗତ ଉଟୁଣିଆ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ଏମାନଙ୍କ…
ଏନ୍କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ
ଶ୍ରୀନଗର, ୨୫।୫: ଏନ୍କାଉଣ୍ଟରରେ ସୋମବାର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର କୁଲଗ୍ରାମ ଜିଲାର ମଞ୍ଜନାମ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଏବଂ ପୋଲିସ ପକ୍ଷରୁ ସେଠାରେ ମିଳିତ ଚଢାଉ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀ ଏବଂ…
Archives


