Home Left

ଶ୍ରମ ଆଇନ ସମ୍ପୂର୍ଣ୍ଣ ଉଚ୍ଛେଦ ହେବନି: ରାଜୀବ କୁମାର

ନୂଆଦିଲ୍ଲୀ,୨୫।୫: ବିଭିନ୍ନ ରାଜ୍ୟ ଦ୍ୱାରା ଶ୍ରମ ଆଇନରେ କରାଯାଉଥିବା ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ପ୍ରସଙ୍ଗ ଉପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଶ୍ରମିକଙ୍କ ହିତକୁ ବର୍ତ୍ତମାନ ପ୍ରାଥମିକତା…

ଜୀବନଜୀବିକା ଲାଗି ଏକାଠି ହେଲେ ବ୍ୟାଣ୍ଡବାଜା, ରାମଳୀଳା କଳାକାର

ଦେଓଗାଁ,୨୫ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଆମ୍ରକାନନଠାରେ ରବିବାର ଜିଲାସ୍ତରୀୟ ରାମଲୀଳା କଳାକାରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶରତ କୁମାର ପୁଟେଲଙ୍କ ପରିଚାଳନାରେ ବୈଠକ ଅନୁଷ୍ଠିତ ହୋଇଥିଲା। ସାମାଜିକ ଦୂରତ୍ୱ ରକ୍ଷାକରି କଳାକାରଙ୍କ ବିଭିନ୍ନ ସମସ୍ୟା…

ଟିକସ ପ୍ରସଙ୍ଗରେ ବିସିସିଆଇ-ଆଇସିସି ମୁହାଁମୁହିଁ

ନୂଆଦିଲ୍ଲୀ, ୨୫ା୫ (ପି.ଟି.)-ଭାରତରେ ଆଗକୁ ହେବାକୁ ଥିବା ଆଇସିସି ଗ୍ଳୋବାଲ କ୍ରିକେଟ ଇଭେଣ୍ଟ ପାଇଁ ଟିକସ ଛାଡ଼ କରିବା ପ୍ରସଙ୍ଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁଣି ଥରେ ମୁହଁାମୁହିଁ ହୋଇଛନ୍ତି। ଭାରତ…

ହ୍ୟୁଣ୍ଡାଇ,ମାରୁତି କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୫।୫: କରୋନା ମହାମାରୀରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସାରା ଦେଶରେ ଲକ୍‌ଡାଉନ-୪ ଲାଗୁ କରାଯାଇଛି। ଏହି ଲକ୍‌ଡାଉନ ଅବଧି ମଧ୍ୟରେ ସରକାର ବହୁ କୋହଳ ନୀତି ଅବଲମ୍ବନ କରିଛନ୍ତି। ଫଳରେ ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିବ ସେଥିପାଇଁ…

ସଙ୍ଗରୋଧ କେନ୍ଦ୍ରରେ ଶିକ୍ଷକଙ୍କୁ ଆକ୍ରମଣ, ତୋଟାପଡାରେ ଉତ୍ତେଜନା

ଖଇରା, ୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ବାଇକ ନେବା ଘଟଣାରେ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡାଙ୍କୁ ନିକଟସ୍ଥ ଗଗନଧୂଳି ଗ୍ରାମର ୪ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି।…

ପଶ୍ଚିମବଙ୍ଗ ପ୍ରବାସୀଙ୍କୁ ସୋହେଲା ପଠାଇଲା ପୋଲିସ

ଦେଓଗାଁ,୨୫ା୫(ଡି.ଏନ.ଏ.) ପଶ୍ଚିମବଙ୍ଗରୁ ଆସି ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ରହୁଥିବା ୭ ଜଣ ପ୍ରବାସୀ ଲକ୍‌ଡାଉନ ପରେ ରେଳଧାରଣା ଉପରେ ଚାଲିଚାଲି ଆସୁଥିବା ବେଳେ ଦେଓଗାଁ ପୋଲିସ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ନୋଡାଲ ୟୁପି ସ୍କୁଲରେ ରଖିଥିଲା। ସେମାନେ ତାଙ୍କ…

ଆଥଲେଟ୍‌ଙ୍କ ଟ୍ରେନିଂ ଆଜିଠାରୁ

ନୂଆଦିଲ୍ଲୀ, ୨୫।୫(ପି.ଟି.)- କରୋନା ଭାଇରସ୍‌ ସଂକ୍ରମଣଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ମାସ ଘର ଭିତରେ ରହିବାପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ମାନେ ସୋମବାରଠାରୁ ଆଉଟଡୋର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆହତ ସମସ୍ୟାଠାରୁ ଦୂରେଇ ରହିବାପାଇଁ ମୁଖ୍ୟତଃ ଫିଟ୍‌ନେସ ଟ୍ରେନିଂ ଉପରେ…

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୫।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଅଗ୍ନିଶମ ବିଭାଗର ୩୦ଟି ଟିମ ଏବଂ ଓଡ୍ରାଫ୍‌ର ୧୦ଟି…

କାଲିଠୁ କଟକରେ ଅନଲାଇନରେ ମିଳିବ ମଦ

କଟକ ଅଫିସ,୨୪।୫-କଟକରେ କାଲିଠୁ ଅନଲାଇନରେ ମିଳିବ ବିଦେଶୀ ମଦ। ହ୍ବାଟସଆପ, ମୋବାଇଲ କଲ ମାଧ୍ୟମରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରାହକମାନେ ଏହି ଅର୍ଡର ଦେଇପାରିବେ। ସେହିପରି ମଦ କାଉଣ୍ଟରର କର୍ମଚାରୀ ଡେଲିଭରି କରିବେ ବୋଲି ସୂଚନା ମିଳିଛି। ଦିନ…

୨ ଦିନରେ ଉହାନରେ ୨୫ ଲକ୍ଷ ଲୋକଙ୍କ କରୋନା ପରୀକ୍ଷା

ବେଜିଂ,୨୪।୫: କରୋନା ସଂକ୍ରମଣର ପ୍ରଭାବ ଚାଇନାରେ ଆଉ ନାହିଁ। ଏଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନରେ ରହିଛି। ତେବେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଉହାନ ସହରରେ ଲୋକଙ୍କ ପରୀକ୍ଷା ଗତ ଦୁଇଦିନ ଧରି ଜାରି ରହିଛି। ଶୁକ୍ରବାରଠାରୁ ପରୀକ୍ଷା…

୪ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଖୁବ୍‌ ଶୀଘ୍ର ହେବ ଆରମ୍ଭ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣ ନେଇ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ଇତିମଧ୍ୟରେ ଦେଶରେ ୪ କରୋନା ପ୍ରତିଷେଧକ ଟୀକାର କ୍ଲିନିକାଲ ପରୀକ୍ଷା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନ…

ଭାରତକୁ ରାଫାଲ ଯୁଦ୍ଧ ବିମାନ ମିଳିବାରେ ଆଉ ହେବନି ବିଳମ୍ବ: ଫ୍ରାନ୍ସ୍‌

ପ୍ୟାରିସ୍‌,୨୪।୫: ଭାରତକୁ ରାଫାଲ ଯୁଦ୍ଧ ବିମାନ ଖୁବ୍‌ ଶୀଘ୍ର ମିଳିବ। ଏଥିରେ ଆଉ ବିଳମ୍ବ ହେବନି ବୋଲି ଫ୍ରାନ୍ସ୍‌ ରାଷ୍ଟ୍ରଦୂତ ଇମାନୁଏଲ୍‌ ଲେନାଇନ୍‌ କହିଛନ୍ତି। ଫ୍ରାନ୍ସ୍‌ ଏବଂ ଭାରତ ମଧ୍ୟରେ ୩୬ ରାଫାଲ ଯୁଦ୍ଧ ବିମାନ ନେଇ ୫୮ ହଜାର କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri