ଡ୍ୟୁଟିରେ ଥାଇ ଜୀବନ ଗଲେ ମିଳିବ ଭତ୍ତା
ଭୁବନେଶ୍ୱର,୧୭।୭(ବ୍ୟୁରୋ): କୋଭିଡ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମଙ୍କ ପରିବାର ପାଇଁ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା…
ଦେଶୀ କରୋନା ଟିକାର ହେଲା ପରୀକ୍ଷଣ: ନାହିଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୭।୭: ଦେଶୀ କରୋନା ଭ୍ୟାକ୍ସିନ କୋଭାକ୍ସିନ(Covaxin)କୁ ନେଇ ଆସିଛି ଖୁସି ଖବର। ଏବେ ଏହା ମାନବ ଶରୀରରେ ପରୀକ୍ଷଣ କରାଯାଇଛି। ହରିୟାଣାର ରୋହତକରେ ପିଜିଆଇରେ ଭଲ୍ୟୁଣ୍ଟିୟର୍ସଙ୍କ ପ୍ରଥମ ଗ୍ରୁପକୁ କୋଭାକ୍ସିନର ପ୍ରଥମ ଡୋଜ୍ ଦିଆଯାଇଛି। ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି…
ଆଜି ରାତି ୯ରୁ ଲକ୍ଡାଉନ୍: ବାହାର ଲୋକ ଭୁବନେଶ୍ୱର ଆସିବା ମନା; ଉଠାଇ ନିଆଯିବ ବାଇକ୍
ଭୁବନେଶ୍ୱର,୧୭।୭(ବ୍ୟୁରୋ): ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ୪ଜିଲା ରାଉରକେଲା ମହାନଗର ନିଗମକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଗତଥର ଅପେକ୍ଷା ଏହି ଲକ୍ଡ଼ାଉନ୍ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍…
ଅଣ୍ଡରଓ୍ବିୟର ପାଇଁ ଥାନାରେ ପହଞ୍ଚିଲା ମାମଲା
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି। ସାମାନ୍ୟ ଏକ ଅଣ୍ଡରଓ୍ବିୟର ପାଇଁ ଜଣେ ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକୃତ ଘଟଣା ହେଲା, ଭୋପାଳର ଭୀମ ନଗରରେ ରହୁଥିବା କୃଷ୍ଣ କୁମାର ଦୁବେ ଏକ ଅଣ୍ଡରଓ୍ବିୟର ତିଆରି…
ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ଥିଲେ ସ୍ବାମୀ: ବିସ୍ଫୋରକ, ବାରୁଦ ସାମଗ୍ରୀ ବୋଝେଇ ଗାଡ଼ି ସହ ପଡିଲେ ଧରା
ଯୋଡ଼ା,୧୭।୭(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ରଣାଶାଳ ଘାଟି ନିକଟରୁ ଗୁରୁବାର ଯୋଡ଼ା ପୋଲିସ ବିସ୍ଫୋରକ ଓ ବାରୁଦ ସାମଗ୍ରୀ ବୋଝେଇ ଏକ ଗାଡିକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ…
କେବେ ବାହାରିବ କହି ହେବନାହିଁ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାଫଳ ବାହାରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। କେବେ ବାହାରିବ କହି ହେବନାହିଁ ବୋଲି ସେ କହିଛନ୍ତି। ଏଯାଏ ଯୁକ୍ତ ୨ ଖାତା ଦେଖା ସରିନି, ତେଣୁ…
ଏଠାରେ ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଛି ମାସ୍କ
ବାରାଣସୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। କରୋନା କାଳରେ ସବୁ…
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ପୁରୁଷୋତ୍ତମ ଏକ୍ସପ୍ରେସ୍ ଡ୍ରାଇଭର କହିଲେ ଏଭଳି କଥା
ଭୁବନେଶ୍ୱର,୧୭।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ବେଳକୁ ବେଳ ନୂଆ ମୋଡ ନେଉଛି। ଉକ୍ତଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍ ଚଳାଇଥିବା ଡ୍ରାଇଭର ଏବେ ନୂଆ ଟୁଇଷ୍ଟ ଆଣିଛନ୍ତି। ସେଦିନ ଏକ୍ସପ୍ରେସ କାହାକୁ ଧକ୍କା ଦେଇନାହିଁ ବୋଲି ଡ୍ରାଇଭର କହିଛନ୍ତି। ରାତି ୮ଟା…
ଏହି ରାଜ୍ୟରେ ସପ୍ତାହକୁ ପ୍ରତ୍ୟେକ ଶନିବାର-ରବିବାର ଲାଗୁ ହେବ ଲକ୍ଡାଉନ
ଡେରାଡୁନ,୧୭।୭: ଉତ୍ତରାଖଣ୍ଡରେ ବଢ଼ୁଥିବା କରୋନା ଭାଇରସ୍ ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସୀମା ସିଲ୍ କରିବା ସହ ସପ୍ତାହକୁ ୨ଦିନ ଲକ୍ଡାଉନ କରିବାକୁ ସ୍ଥିର କରିଛନ୍ତି ରାଜ୍ୟସରକାର। ରାଜ୍ୟରେ ସପ୍ତାହକୁ ଶନିବାର ଓ ରବିବାର ଲକ୍ଡାଉନ କରାଯିବ ବୋଲି ଶୁକ୍ରବାର ସରକାରୀ…
ମଧ୍ୟପ୍ରଦେଶରେ କଂଗ୍ରେସକୁ ଆଉ ଏକ ଝଟ୍କା
ଭୋପାଳ,୧୭।୭: ଗୋଟିଏ ପଟେ ରାଜସ୍ଥାନ କଂଗ୍ରେସରେ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶ କଂଗ୍ରେସକୁ ଲାଗିଛି ଝଟ୍କା। ସେଠାରେ ଏବେ ଉପନିର୍ବାଚନର ପ୍ରସ୍ତୁତି ଚାଲିଥିବା ବେଳେ ଆଉଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ବୁରହାନପୁର ଜିଲା…
ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା ସ୍ବାବ୍ ଟେଷ୍ଟ
ପୁରୁଷୋତ୍ତମପୁର, ୧୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହି କ୍ରମରେ ପୁରୁଷୋତ୍ତମପୁର ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶୁକ୍ରବାର ଏନ୍ଏସିର ବିଭିନ୍ନ ୱାର୍ଡରୁ ୨୫ଜଣ ପଜିଟିଭ ଚିହ୍ନଟ…
କେନ୍ଦୁଝରରେ ଆକ୍ରାନ୍ତ ହେଲେ ୩ କରୋନା ଯୋଦ୍ଧା
କେନ୍ଦୁଝର,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ କରୋନା ଯୋଦ୍ଧା ଅଛନ୍ତି। ଅବଶିଷ୍ଟ ୧୪ ଜଣ ପୂର୍ବରୁ କରନା ସଂକ୍ରମିତଙ୍କ ସଂସ୍ପର୍ଶରେରେ ଆସିଥିବା…
Archives


