ଭାରତରେ ଅପପୁଷ୍ଟି କମୁଛି
ଜାତିସଂଘ,୧୫ା୭: ଭାରତରେ ୧୦ ବର୍ଷ ମଧ୍ୟରେ ଅପପୁଷ୍ଟିରେ ପୀଡ଼ିତଙ୍କ ସଂଖ୍ୟା ୬ କୋଟି ହ୍ରାସ ପାଇଛି। ଅନ୍ୟପକ୍ଷରେ ବୟସ୍କଙ୍କଠାରେ ମେଦବହୁଳତା ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ବିଶ୍ୱରେ ଖାଦ୍ୟ ନିରାପତ୍ତା ଓ ପୋଷଣ…
ଅଯୋଧ୍ୟା ହିଁ ରାମଙ୍କ ଜନ୍ମସ୍ଥାନ
ନୂଆଦିଲ୍ଲୀ,୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଭଗବାନ ରାମ ଜଣେ ନେପାଳୀ ଓ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟା ନେପାଳରେ ରହିଛି ବୋଲି କହିବା ପରେ ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମଠ ମହନ୍ତ, ସାଧୁସନ୍ଥମାନେ…
ଆଇସିସି ର଼୍ୟାଙ୍କିଙ୍ଗ୍: ଦ୍ୱିତୀୟ ସ୍ଥାନକୁ ଉଠିଲେ ଜାସନ ହୋଲ୍ଡର
ଦୁବାଇ ୧୫ା୭ (ପି.ଟି.)-ଆଇସିସି ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ୍ରେ ଓ୍ବେଷ୍ଟଇଣ୍ଡିଜ ବୋଲର ଜାସନ ହୋଲ୍ଡର ତାଙ୍କ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ସବୁଠାରୁ ଅଧିକ ରେଟିଂ ପଏଣ୍ଟ ଅର୍ଜନ କରିପାରିଛନ୍ତି। କର୍ଟନୀ ଓ୍ବାଲ୍ସଙ୍କ ପରେ ୨୦ ବର୍ଷ ମଧ୍ୟରେ…
ଚାଇନା ହୁଓ୍ବାଇକୁ ବ୍ୟାନ୍ କଲା ବ୍ରିଟେନ
ଲଣ୍ଡନ,୧୪।୭: ଚାଇନାର ପ୍ରମୁଖ କମ୍ପାନୀ ତଥା ୫ଜି ଟେକ୍ନୋଲୋଜି କମ୍ପାନୀ ହୁଓ୍ବାଇକୁ ବ୍ରିଟେନ ବ୍ୟାନ୍ କରିଛି। ଆମେରିକା ଚାପରେ ବ୍ରିଟେନ ଏଭଳି କରିଥିବା କୁହାଯାଉଛି। ପର୍ଯ୍ୟାୟ ଭିତ୍ତିରେ ନିଜ ଦେଶରୁ ଏହି ଟେକ୍ନୋଲୋଜି କମ୍ପାନୀର କାରବାରକୁ ଦେଶ ମଧ୍ୟରୁ ବାହାର କରିବାକୁ…
ଓ୍ବାର୍କ ଫ୍ରମ୍ ହୋମ୍ ଲାଗି ଏସ୍ବିଆଇର ବଡ଼ ଯୋଜନା: ଯେକୌଣସି ସ୍ଥାନରୁ କାମ କରିପାରିବେ କର୍ମଚାରୀ
ମୁମ୍ବାଇ,୧୪।୭: କୋଭିଡ୍ ଯୋଗୁ ବର୍ତ୍ତମାନ ଅଫିସ କଲ୍ଚର ବଦଳିଯାଇଛି। ଲୋକମାନେ ଓ୍ବାର୍କ ଫ୍ରମ୍ ହୋମ୍ ବା ଘରେ ରହି କାମ କରୁଛନ୍ତି। ସଂକ୍ରମଣ ଭୟ ରହୁଥିବାରୁ ଏଭଳି କରାଯାଉଛି। ଲୋକଙ୍କୁ ସେବା ଯୋଗାଣ ଲାଗି ବ୍ୟାଙ୍କ ଖୋଲା ରହୁଥିବା କର୍ମଚାରୀଙ୍କୁ ବ୍ୟାଙ୍କ…
ଆଲ୍କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍ଟି
ନୂଆଦିଲ୍ଲୀ,୧୪।୭: ଆଲ୍କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍ଟି ଲାଗୁ ହେବ। ଏହା ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଆସୁଥିଲେ ମଧ୍ୟ ଏହା ଉପରେ ଉଚ୍ଚ ହାରର ଜିଏସ୍ଟି ଲାଗିବ ବୋଲି ଜଣାପଡ଼ିଛି। ଜିଏସ୍ଟି ବ୍ୟବସ୍ଥାରେ ଅଥରିଟି ଅଫ୍ ଆଡଭାନ୍ସ ରୁଲିଂସ(ଏଏଆର୍)ର ଗୋଆ…
ବିଶ୍ୱର ୬ଷ୍ଠ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ,୧୪।୭: ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଟେସ୍ଲା ଇଙ୍କ୍ର ପ୍ରତିଷ୍ଠାତା ଏଲନ ମସ୍କ ଏବଂ ଆଲ୍ଫାବେଟ୍ର ସହପ୍ରତିଷ୍ଠାତା ଲାରି ପେଜ୍ଙ୍କୁ ପଛରେ ପକାଇ ମୁକେଶ ଏହି ସ୍ଥାନ…
ତେଲ ଦେବାକୁ ମନା କରିବା ପରେ ପେଟ୍ରୋଲ ପମ୍ପରେ ସାପ ଛାଡ଼ିଦେଲେ ଯୁବକ
ବୁଲଡାନା, ୧୪।୭- ମହାରାଷ୍ଟ୍ରର ବୁଲଡାନା ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଜଣେ ଯୁବକ ବୋତଲରେ ପେଟ୍ରୋଲ ଆଣିବାକୁ ଯାଇଥିଲେ। କିନ୍ତୁ ବୋତଲରେ ତେଲ ଦେବାକୁ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଯୁବକଙ୍କୁ ମନା କରିଦେଇଥିଲେ। ଏହାପରେ ଯୁବକ…
କରୋନା ସନ୍ଦେହରେ ଯୁବତୀଙ୍କୁ ବସରୁ ଓହ୍ଲାଇଦେଲେ କଣ୍ଡକ୍ଟର
ମଥୁରା, ୧୪।୭- ଉତ୍ତର ପ୍ରଦେଶର ମଥୁରାରୁ ଚକିତ କଲାଭଳି ଏକ ଖବର ଆସିଛି। ଦିଲ୍ଲୀରୁ ଫିରୋଜାବାଦ ଯାଉଥିବା ଜଣେ ଅସୁସ୍ଥ ଯୁବତୀଙ୍କୁ କରୋନା ସନ୍ଦେହରେ କଣ୍ଡକ୍ଟର ବସ୍ରୁ ଓହ୍ଲାଇ ଦେଇଥିଲେ। ବସ୍ରୁ ଓହ୍ଲାଇବା ପରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ…
ସାମ୍ନାକୁ ଆସିଲା ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପଛର ସତ !
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତି ମଧ୍ୟରେ ଏକ ମାସ ବିତିଲାଣି। ହେଲେ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଅପରପକ୍ଷେ ପୋଲିସ ଯାଞ୍ଚକୁ ଏକପ୍ରକାର ଶେଷ କରିଛି। ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ଏହାଛଡ଼ା…
କରୋନା ଆଇସୋଲେଶନ୍ ଓ୍ବାର୍ଡ୍ରେ ନର୍ସଙ୍କୁ ଦୁର୍ବ୍ୟବହାର: ନିର୍ଧୁମ ଛେଚା ଖାଇଲେ ଡାକ୍ତର
ହରିୟାଣାର ପଞ୍ଚକୁଳାର ଏକ ଡାକ୍ତରଖାନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। କରୋନା ଆଇସୋଲେଶନ୍ ଓ୍ବାର୍ଡରେ ଜଣେ ନର୍ସଙ୍କ ସହ ଦୁର୍ବବ୍ୟହାର କରିବାକୁ ନେଇ ଡାକ୍ତରଙ୍କୁ ନିର୍ଧୁମ ମାଡ଼ ଖାଇବାକୁ ପଡ଼ିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ରାତିର ଏହି ଘଟଣା। କରୋନା…
ଚାଷ କରି ହାଲିଆ ହେଲେଣି ସଲମାନ୍: ଫଟୋ ଶେୟାର ପରେ ଲୋକେ କହୁଛନ୍ତି ଏଭଳି କିଛି
ବମ୍ବେ: ବଲିଉଡ୍ର ଦବଙ୍ଗ ଖାନ୍ ସଲମାନ୍ ଦୀର୍ଘ ଦିନ ଧରି ନିଜ ଫାର୍ମହାଉସ୍ରେ ଫସି ରହିଛନ୍ତି। ଲକ୍ଡାଉନ୍ ପୂର୍ବରୁ ସେ ଛୁଟି କଟାଇବାକୁ ଯାଇଥିଲେ। ଇତିମଧ୍ୟରେ ଅନେକ ମାସ ବିତିଲାଣି। ଗୋଟିଏ ପଟେ ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ପଜିଟିଭ୍ ମାମଲା…
Archives


