Posted inଜାତୀୟ

ଦୀପାବଳିରେ ଝଲସିଲା ଅଯୋଧ୍ୟା

ଲକ୍ଷ୍ନୌ,୧୪।୧୧: ଦୀପାବଳିରେ ମନ୍ଦିରମାଳିନୀ ସହର ଅଯୋଧ୍ୟା ଝଲସିଛି। ସରାୟୁ ନଦୀର ୨୮ ଘାଟରେ ୫.୮୪ ଲକ୍ଷ ଦୀପ ଜଳାଯାଇ ଗିନିଜ୍‌ ରେକର୍ଡ କରିବା ଲାଗି ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଗତବର୍ଷ ୪.୧୦ ଲକ୍ଷ ଦୀପ ଏଠାରେ ଜଳାଯାଇ ଗିନିଜ୍‌ ରେକର୍ଡ କରାଯାଇଥିଲା। ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ଅନୁଷ୍ଠିତ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୩୦୦ ମନ୍ଦିର ଓ ମଠ ଆଲୋକମାଳାରେ ସୁସଜ୍ଜିତ କରାଯିବ। ନିର୍ମାଣାଧୀନ ରାମମନ୍ଦିରଠାରେ ୨୧ ଶହ ଦୀପ ପ୍ରଜ୍ୱଳନ କରାଯିବ ବୋଲି ଜଣାପଡ଼ିଛି। ଭାଜପା କ୍ଷମତାକୁ ଫେରିବା ପରେ ୨୦୧୭ରୁ ଏଠାରେ ମହା ଆଡ଼ମମ୍ବରରେ ଦୀପୋତ୍ସବ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରତି ଆମେରିକା କୃତଜ୍ଞ: ଟ୍ରମ୍ପ୍‌

ଅହମଦାବାଦ,୨୫ା୨(ପି.ଟି.): ଇସ୍‌ଲାମିକ୍‌ ଆତଙ୍କବାଦରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ଲାଗି ଭାରତ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ। ଦୁଇଦେଶ ମିଳିତ ଭାବେ ଇସ୍‌ଲାମିକ୍‌ ଆତଙ୍କବାଦର ମୁକାବିଲା କରିବେ ବୋଲି...

ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ...

ବୁଧବାର ନିଷ୍ପତ୍ତି ଶୁଣାଇବେ ଚାଷୀ

ନୂଆଦିଲ୍ଲୀ,୭।୧୨: ବର୍ଷେ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନେ ଏଥିରୁ ଓହରିବେ କି ନାହିଁ ସେନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯିବ।...

ଯୁବତୀଙ୍କ ସହ କଥା ହେବାରୁ ଜୀବନ ଗଲା

ନୂଆଦିଲ୍ଲୀ,୧୯।୧: ୨୯ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କୁ ଦିଲ୍ଲୀରେ ଛୁରି ଭୁଷି ୩ ଜଣ ଅଭିଯୁକ୍ତ ହତ୍ୟା କରିଛନ୍ତି। ତଦନ୍ତରୁ ଉକ୍ତ ବ୍ୟକ୍ତିଙ୍କୁ ଅନ୍ୟ ଯୁବତୀଙ୍କ ସହ...

ଝୁମ୍ପୁଡି ଘରେ ରାତି ବିତାଇଲେ ସଚିନ

ଜୟପୁର, ୧୦।୬: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ସନ୍ଧ୍ୟାରେ ଜାଲୋର ଜିଲାର କାସେଲା ଗ୍ରାମ ପରିଦର୍ଶନରେ ପହଞ୍ଚିଥିଲେ। ସେଠାରେ ଜଣେ କୃଷକଙ୍କ କ୍ଷେତରେ ଥିବା...

ଦିଲ୍ଲୀ ପୋଲିସ ବିଭାଗରେ କରୋନା ବିସ୍ଫୋରଣ…

ନୂଆଦିଲ୍ଲୀ, ୧୦।୧ : ଦିଲ୍ଲୀ ପୋଲିସ ବିଭାଗରେ କରୋନା ବିସ୍ଫୋରଣ ଘଟିଛି। ବିଭାଗର ୩୦୦ରୁ ଅଧିକ  କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପିଆର୍‌ଓ ଏବଂ ଅତିରିକ୍ତ...

ଉତ୍ତରପ୍ରଦେଶର ୩୧ଟି ଅଞ୍ଚଳ ସମ୍ପୂର୍ଣ୍ଣ ସିଲ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶରେ ବିଭିନ୍ନ ଜିଲାର ୩୧ରୁ ଊର୍ଦ୍ଧ୍ୱ ଅଞ୍ଚଳକୁ ମଙ୍ଗଳବାର ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। ସିଲ୍‌ କରାଯାଇଥିବା ଅଞ୍ଚଳକୁ ଏବେ କେହି ଯାଆସ କରିପାରିବେ ନାହିଁ।...

କରତାରପୁର କରିଡର ଉଦ୍‌ଘାଟନ କରି ନିଜକୁ ଭାଗ୍ୟବାନ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୯।୧୧: ଶେଷରେ ଶିଖ ସମ୍ପ୍ରଦାୟର ବହୁ ବର୍ଷର ଆଶା ପୂରଣ ହୋଇଛି। ୫୫୦ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଐତିହାସିକ କରତାରପୁର...

Advertisement
Archives

Model This Week