ଏସବୁ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଜାମୁକୋଳି
ଜାମୁକୋଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ସ୍ବାଦିଷ୍ଟ ମଧ୍ୟ। ଏହା ବର୍ତ୍ତମାନ ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଯାହାକି ସ୍ବାସ୍ଥ୍ୟ ପକ୍ଷେ ବହୁ ଉପକାରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଭରି ରହିଛି। ଫଳରେ ସଂକ୍ରମଣ ସମସ୍ୟାରୁ ଦୂରେଇ ରଖିଥାଏ। ଏଥିରେ…
୫ ମହଲାରୁ ଗଳିପଡ଼ିଲା ୨ ବର୍ଷର ଶିଶୁ, ହିରୋ ପରି ଜୀବନ ରକ୍ଷା କଲେ ପଡ଼ୋଶୀ
ସୋସିଆଲ ମିଡିଆରେ ଏକ ଭିଡିଓ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଚକିତ ହୋଇଯିବେ। ଏହି ଘଟଣା ପୂର୍ବ ଚାଇନାର ଜିଆଙ୍ଗସୁ ଜିଲାରେ ଘଟିଛି। ଏଠାକାର ହୁଇଆନ ସହରର ଜୁୟି କାଉଣ୍ଟିସ୍ଥିତ ୫ ମହଲା ବିଶିଷ୍ଟ କୋଠାରୁ ଏକ…
ଏହି ୪ ପ୍ରକାର ବ୍ୟକ୍ତିଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ: ଜାଣନ୍ତୁ…
ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନକୁ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନାକୁ ନେଇ ଲୋକଙ୍କ ମନରେ ଅଧିକ ଭୟ ରହିବା ସୁନିଶ୍ଚିତ।…
ଗଞ୍ଜାମର ୯ ସହରରୁ ଉଠିଲା ଶଟ୍ଡାଉନ୍: ରାତି ୯ରୁ ଲାଗୁ ହେବ ଲକ୍ଡାଉନ୍
ଛତ୍ରପୁର,୧୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍ଡାଉନ୍ ପକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲାର ୯ଟି ସହରରେ ୨୧ ତାତିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଶଟ୍ଡାଉନ୍କୁ ଉଠାଇ…
କୁଲଗାମ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ୩ ଯବାନ ଆହତ
ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ଟଳିପଡ଼ିଥିବା ବେଳେ ୩ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, କୁଲଗାମ ଜିଲା ନାଗନାଦ ଚିମ୍ମେର ଅଞ୍ଚଳରେ କିଛି…
ଇତିହାସରେ ପ୍ରଥମ, ଏମିତି କରି ଦେଖାଇଲା ନାସା
ନ୍ୟୁୟର୍କ,୧୭।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ମିଳିତ ଭାବରେ ଏକ ସୋଲାର ଅର୍ବିଟର ପଠାଇଥିଲେ। ଯାହା ସୂର୍ଯ୍ୟଙ୍କ ଅତି ନିକଟରୁ ଫଟୋ ଉଠାଇଛି। ପ୍ରଥମଥର ପାଇଁ ସୂର୍ଯ୍ୟଙ୍କ ଏହା ଅତି ନିକଟତମ ଫଟୋ ବୋଲି ନାସା…
ଭୂକମ୍ପରେ ଥରିଲା ଆଣ୍ଡାମାନ, କଟରା
ପୋର୍ଟବ୍ଲେୟାର/ଶ୍ରୀନଗର,୧୭।୭: ଦେଶର ଉତ୍ତର ଓ ଦକ୍ଷିଣ ଭାଗରେ ଶୁକ୍ରବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସକାଳ ୧୦ଟା ୩୦ରେ ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହାର ତ୍ରୀବତା ରିକ୍ଟର ସ୍କେଲରେ ୪.୮ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୋର୍ଡବ୍ଲେୟାରଠାରୁ…
ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବୁଦ୍ଧିଶୁଦ୍ଧି ବଢିବା ପାଇଁ ଯଜ୍ଞ
ବାରାଣସୀ,୧୭।୭: ଉତ୍ତର ପ୍ରଦେଶର ବାରାଣସୀରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାରାଣସୀର ବିରଦୋପୁରରେ ଏକ ମଠରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବୁଦ୍ଧିଶୁଦ୍ଧି ବଢିବା ପାଇଁ ଯଜ୍ଞ କରାଯାଇଛି। ଓଲି ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଛନ୍ତି। ଭାରତରେ…
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍!
ମୁମ୍ବାଇ: ପ୍ରଥମଥର ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ଠିକ୍ ଏହି ସମୟରେ ରିୟାଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଗୁରୁବାର ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏକ ଭିନ୍ନମୋଡ଼ ନେଇଥିଲା।…
ରାଜସ୍ଥାନ ରାଜନୀତିରେ ଅଡିଓ କଳି, କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ ଦାବିି
ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ରାଜନୈତିକ ସଂଙ୍କଟ ଜାରି ରହିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ…
‘ଛୋଟ କୋହଲି’ଙ୍କ ଅପେକ୍ଷାରେ ଅଛୁ, ଅନୁଷ୍କାଙ୍କୁ କାହିଁକି ଏମିତି କହିଲେ ପ୍ରଶଂସକ
ଲକ୍ଡାଉନ୍ ଯୋଗୁ ଏବେ କ୍ରିକେଟ୍ ସିରିଜ୍ ସ୍ଥଗିତ ରଖାଯିବା ସହ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରଖାଯାଇଛି। ଏହି ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ବେଶ୍…
ଏମିତି ଦେଶ, ଯେଉଁଠାରେ ମାତ୍ର ୧ ଘଣ୍ଟାରେ ହୋଇଥିଲେ ୩ ରାଷ୍ଟ୍ରପତି
ଇତିହାସରେ ଏମିତି ଅନେକ ଘଟଣା ଘଟିଯାଇଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏମିତି ଏକ ଘଟଣା ଉତ୍ତର ଆମେରିକାର ମେସ୍କିକୋ ଦେଶରେ ଘଟିଛି ଯାହାକୁ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ସେଠାରେ ମାତ୍ର ୧ ଘଣ୍ଟା ମଧ୍ୟରେ ୩ଜଣ ରାଷ୍ଟ୍ରପତି…
Archives


