ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା
ମୁମ୍ବାଇ,୧୭।୭-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ମୁମ୍ବାଇଲସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ କ୍ୱାରାଣ୍ଟାଇନରେ ରହିଥିଲେ। ତେବେ ଶୁକ୍ରବାର ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଏଚ୍ସିଏଲ୍ ସାମ୍ରାଜ୍ୟ ସମ୍ଭାଳିବେ ରୋଶନୀ ନାଦାର ମାଲହୋତ୍ରା
ନୂଆଦିଲ୍ଲୀ,୧୭।୭: ଦେଶର ପ୍ରମୁଖ ଆଇଟି କମ୍ପାନୀ ଏଚ୍ସିଏଲ୍ ଟେକ୍ନୋଲୋଜିର ନୂଆ ଅଧ୍ୟକ୍ଷ ଭାବେ ରୋଶନୀ ନାଦାର ମାଲହୋତ୍ରା ଅବସ୍ଥାପିତ ହୋଇଛନ୍ତି। ଭାରତର ସବୁଠାରୁ ଧନୀଶାଳୀ ମହିଳା ଭାବେ ବିବେଚିତ ୩୮ ବର୍ଷୀୟ ରୋଶନୀ ତାଙ୍କ ବାପା ଶିବ ନାଦାରଙ୍କ ପରେ କମ୍ପାନୀର…
ପାହାଡ଼ ଉପରେ କରୋନା
ପାତ୍ରପୁର,୧୭ା୭(ଡି.ଏନ୍.ଏ.)-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ପାହାଡ ଉପରେ ଥିବା ଗଁା ଆଙ୍କୁଲିରେ ପହଞ୍ଚତ୍ଛି କରୋନା। ଦୁର୍ଗମ ଆଙ୍କୁଲି ପଞ୍ଚାୟତ ତାଡକାସାହିର ୨୯ ଜଣଙ୍କ ରିପୋର୍ଟ ଶୁକ୍ରବାର ପଜିଟିଭ ଆସିଛି। ଏଥିରେ ଆଙ୍କୁଲି ସରପଞ୍ଚ ଓ ତାଙ୍କ ପରିବାର ସମେତ ଜଣେ ଶିକ୍ଷକ,…
ପୁଅକୁ କରୋନା ହୋଇଥିବା ଶୁଣି ହୃଦ୍ଘାତରେ ଚାଲିଗଲା ବାପାଙ୍କ ଜୀବନ
ପାତ୍ରପୁର,୧୭ା୭(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସପଙ୍ଗ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ କରୋନା ସଂକ୍ରମଣ ହୋଇଥିବା ଖବର ଶୁଣି ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମଚନ୍ଦ୍ର ସାହୁ (୭୦)। ରାମଚନ୍ଦ୍ରଙ୍କ ବଡପୁଅଙ୍କୁ ଜ୍ୱର ହେଉଥିବାରୁ…
ପିଅ ରମ୍, ଖାଅ ଅଧାସିଝା ଅଣ୍ଡା, ହେବ ନାହିଁ କରୋନା: କଂଗ୍ରେସ କାଉନସିଲର ବତାଇଲେ ଏହି ଫର୍ମୁଲା
ମାଙ୍ଗାଲୋର ,୧୭।୭-ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକେ ବି ସଚେତନ ହୋଇ ଘରେ ରହୁଛନ୍ତି। ତେବେ ଏହି ସମୟରେ କର୍ଣ୍ଣାଟକର ମାଙ୍ଗାଲୋର ଉଲାଲ ନଗରପାଳିକା…
ମୁହଁ ଖୋଲିଲେ ରେଖା
ମୁମ୍ବାଇ: ବଲିଉଡ୍ରେ ଏବେ କରୋନା ଚର୍ଚ୍ଚା। ନିକଟରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହାପରେ ନାୟିକା ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା।…
କରୋନା ସଂକ୍ରମଣ: ଦେଶରେ ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ
ନୂଆଦିଲ୍ଲୀ,୧୭।୭: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି। ଏହି ମାହାମାରୀକୁ ରୋକିବାକୁ ଏବେ ସାରା ଦେଶରେ ପାଖାପାଖି ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ…
କେଣ୍ଟୁକି ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ଖେଳିବେ ସେରେନା
ଲେକ୍ସିନଟନ (ୟୁଏସ୍),୧୭ା୭ (ଏପି)-ଆସନ୍ତା ମାସରେ କେଣ୍ଟୁକିଠାରେ ହେବାକୁଥିବା ଏକ ନୂଆ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ପ୍ରତିଯୋଗିତାମୂଳକ ଟେନିସକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଯୋଜନା କରିଛନ୍ତି ସେରେନା ଓ୍ବିଲିୟମ୍ସ। ଫେବୃୟାରୀରେ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ଫେଡ୍ କପ୍ ଖେଳିବା ପରେ ୨୩ଥର ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ…
ହାମିଲଟନ ଦ୍ରୁତତମ
ବୁଦାପେଷ୍ଟ, ୧୭ା୭ (ଏପି)-ହଙ୍ଗେରିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ ସେସନରେ ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ହମିଲଟନ ତାଙ୍କ ମର୍ସିଡିଜ୍ ଟିମ୍ମେଟ୍ ଭାଲଟେରୀ ବୋଟାସ୍ଙ୍କଠାରୁ .୦୮୬ ସେକେଣ୍ଡ ସମୟ ବ୍ୟବଧାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।…
ସ୍ପାନିଶ୍ ଲିଗ୍ ଟାଇଟଲ ଜିତିଲା ରିୟଲ ମାଡ୍ରିଡ୍
ମାଡ୍ରିଡ୍,୧୭।୭(ଏପି): ରିୟଲ ମାଡ୍ରିଡ୍ ଆଉଏକ ବଡ଼ ସଫଳତା ହାସଲ କରିଛି। ମାଡ୍ରିଡ୍ ଏଥର ଜଣାଶୁଣା ସ୍ପାନିଶ ଲିଗ୍ ଲା ଲିଗା ଟାଇଟଲ ହାସଲ କରିଛି। ଗୁରୁବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ମାଡ୍ରିଡ୍ ୨-୧ ଗୋଲରେ ଭିଲାରିୟଲକୁ ପରାସ୍ତ କରିଛି। ଫଳରେ…
କାର୍ତ୍ତିକଙ୍କୁ ପସନ୍ଦ ଏମିତି ଝିଅ
ମୁମ୍ବାଇ: ବଲିଉଡ୍ର ଚାର୍ମିଙ୍ଗ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ଓ ସ୍ମାଇଲିଂ ପାଇଁ ଦର୍ଶକଙ୍କର ବେଶ୍ ପସନ୍ଦ। ଲକ୍ଷେ ଝିଅଙ୍କୁ ଦିଓ୍ବାନା କରୁଥିବା ଏହି ନାୟକ କିନ୍ତୁ କେମିତି ଚାହାନ୍ତି ତାଙ୍କ ଡ୍ରିମ ଗର୍ଲଙ୍କୁ ତାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ…
କଲେଜ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ
ହାଇଦ୍ରାବାଦ,୧୭।୭: ସ୍କୁଲରେ ମିଡ୍ ଡେ ମିଲ୍ ବା ମଧ୍ୟାହ୍ନ ଭୋଜନ କଥା ସମସ୍ତେ ଜାଣିଥିବେ। ହେଲେ ଏବେ ଜୁନିୟର ଓ ଡିଗ୍ରୀ କଲେଜରେ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ। ତେଲେଙ୍ଗାନା ସରକାର ଏମିତି ଏକ ଯୋଜନା କରିଥିବା ଜଣାପଡିଛି। ସରକାର ଆସନ୍ତା…
Archives


