ନିଜ ପସନ୍ଦ କୁକୁରର ସୁନାର ପ୍ରତିମୂର୍ତ୍ତି ରାସ୍ତାରେ ଲଗାଇଲେ ରାଷ୍ଟ୍ରପତି

ଅସଗାବଟ,୧୪ ।୧୧: ରାସ୍ତା କଡ଼ରେ ସାଧାରଣତଃ ବଡ ବଡ ନେତାଙ୍କ ପ୍ରତିମୂର୍ତ୍ତି ଲାଗିଥିବା ସମସ୍ତେ ଦେଖିଥିବେ । ହେଲେ ରାସ୍ତା କଡରେ କୌଣସି ପଶୁଜନ୍ତୁଙ୍କ ପ୍ରତିମୂର୍ତ୍ତି କଥା ଚିନ୍ତା କଲେ ଟିକେ ଅଡୁଆ ଲାଗିପାରେ । ହେଲେ ତୁର୍କମେନିସ୍ତାନ ଶାସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତୁର୍କମେନିସ୍ତାନର ରାଷ୍ଟ୍ରପତି ଗୁର୍ବାଙ୍ଗୁଲେ ବରଡିମୁହାମେଡୋ ନିଜ ପସନ୍ଦର କୁକୁରର ପ୍ରତିମୂର୍ତ୍ତି ତିଆରି କରି ତୁର୍କମେନିସ୍ତାନର ରାଜଧାନୀର ନୂଆ ଅଞ୍ଚଳରେ ଲଗାଇ ଦେଇଛନ୍ତି । ୨୦୦୭ରେ ରାଷ୍ଟ୍ରପତି ଆସନରେ ବସିଥିବା ଗୁର୍ବାଙ୍ଗୁଲେ ବୁଧବାର ଅଲବି ପ୍ରଜାତିର ଏହି କୁକୁର ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଛନ୍ତି । ଏହି ମୂର୍ତ୍ତି କଂସାରେ ତିଆରି ହୋଇଛି । ପ୍ରାୟ ୫୦ ଫୁଟ ଉଚ୍ଚତାର ଏହି କୁକୁର ପ୍ରତିମୂର୍ତ୍ତିରେ ୨୪ କ୍ୟାରେଟ ସୁନାର ଆବରଣ ଲଗାଯାଇଛି । ଯେଉଁ ଅଞ୍ଚଳରେ ତୁର୍କମେନିସ୍ତାନ ଅଧିକାରୀମାନେ ରହିବାକୁ ନୂଆ ଘର ତିଆରି କରାଯାଇଛି ସେହିଠାରେ ଏହି କୁକୁର ପ୍ରତିମୂର୍ତ୍ତି ଲଗାଯାଇଛି । ତେବେ ସାରା ବିଶ୍ୱରେ ଏହି ଅଲବି ପ୍ରଜାତିର କୁକୁରକୁ ବେଶ ପସନ୍ଦ କରିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୋରିସ୍‌ଙ୍କ ମୁଣ୍ଡରେ ଅନାସ୍ଥା ଖଣ୍ଡା

ଲଣ୍ଡନ, ୬ା୬: କୋଭିଡ୍‌ ଲକ୍‌ଡାଉନବେଳେ କଟକଣା ଉଲ୍ଲଂଘନ କରି ସରକାରୀ କାର୍ଯ୍ୟାଳୟ ପରିସରରେ ପାର୍ଟି କରିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ପାଇଁ ସମସ୍ୟା ବଢ଼ାଇଛି।...

ବ୍ରିଟେନରେ ରାଜନୈତିକ ସଙ୍କଟ: ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ, ଋଷି ସୁନାକଙ୍କ ଲାଗି ସୁଯୋଗ…

ଲଣ୍ଡନ,୧୬।୧୦ : ବ୍ରିଟେନରେ ବଢୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି। ଏକ ମାସ...

ଖେଳ ଦେଖାଉଥିବାବେଳେ କେଳାକୁ ଦଂଶିଲା ନାଗ

ବୋକାରୋ, ୧୮।୮: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳ ଦେଖାଉଥିବାବେଳେ ନାଗ ସାପ ଦଂଶିବାରୁ ଜଣେ କେଳାର ମୃତ୍ୟୁ ହୋଇଛି।...

ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୫୪ ମୃତ

ବାମାକୋ,୨।୧୧: ମାଲିର ଉତ୍ତର-ପୂର୍ବ ମନେକା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୩ ଜଣ ସୈନ୍ୟ ଏବଂ ଜଣେ ସାଧାରଣ...

ମୋଦି-ପୁଟିନ୍‌ଙ୍କ ମିଳିତ ବିବୃତି: ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ ବରଦାସ୍ତ କରାଯିବନି

ଭ୍ଲାଡ଼ିଭୋସ୍ତକ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଛନ୍ତି। ଭ୍ଲାଡ଼ିଭୋସ୍ତକଠାରେ ଏକ ଖବରଦାତା ସମ୍ମିଳନୀରେ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର୍‌ ପୁଟିନ୍‌ ମିଳିତ ଭାବେ...

ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା...

ଚାରିଗୋଡ଼ିଆ ଦୌଡ଼ରେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ

ଉଷେନ୍‌ ବୋଲ୍ଟ ପୃଥିବୀର ସବୁଠାରୁ ଦ୍ରୁତଗାମୀ ବ୍ୟକ୍ତି । କିନ୍ତୁ ଜାପାନର କେନିଚି ଇତୋଙ୍କୁ ଏବେ ଚାରିଗୋଡରେ ଦୌଡୁଥିବା ସବୁଠାରୁ ଦ୍ରୁତତମ ବ୍ୟକ୍ତି ଭାବେ ଗଣନା...

ମଣିଷରୁ ହଠାତ୍‌ କାର୍‌ ପାଲଟିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଆପଣ ନିଶ୍ଚିତ ଭାବରେ ବିଜ୍ଞାନର ଅନେକ ଫିଲ୍ମ ଦେଖିଥିବେ। ଯେଉଁଥିରେ ଜଣେ ମଣିଷ ରୋବଟ୍‌ ହୋଇଯାଏ। ଟ୍ରାନ୍ସଫର୍ମର୍ସ ଫିଲ୍ମ ଏହି ପ୍ରସଙ୍ଗରେ ବେଶ୍‌ ଜଣାଶୁଣା। ମାତ୍ର...

Advertisement
Archives

Model This Week