ଏକଦା ସଚିନଙ୍କ ପାଖରେ ବସିବା ପାଇଁ ମନା କରିଦେଇଥିଲେ ଯୁବରାଜ, କାରଣ ଜାଣିଲେ ହେବେ..
ଭାରତୀୟ କ୍ରିକେଟ୍ ଟିମ୍ର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲୀଙ୍କ ଦବ୍ଦବା ଦେଖିବାକୁ ମିଳୁଥିବା ବେଳେ ଯୁବରାଜ ସିଂହ ଦଳରେ ଯୋଗ ଦେଇଥିଲେ। ୨୦୦୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ସେ। ସେତେବେଳେ ସମସ୍ତଙ୍କଠାରୁ ସଚିନଙ୍କୁ…
ଆଜି ଦୀପାବଳି: ପ୍ରଶଂସକଙ୍କୁ ଏଭଳି କହି ଶୁଭେଚ୍ଛା ଜଣାଇଲେ ମଲାଇକା
ମୁମ୍ବାଇ,୧୪।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜର ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ୟାନ୍ସ…
ଅଚଳାବସ୍ଥାରେ ହୋମିଓପାଥିକ ଡାକ୍ତରଖାନା
ଖଇରା,୧୪ ।୧୧: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡପୋଖରୀଠାରେ ଥିବା ସରକାରୀ ହୋମିଓପାଥିକ ଡାକ୍ତରଖାନାରେ ଗତ ୯ମାସ ଧରି ଅଚଳାବସ୍ଥା ଲାଗି ରହିଛି। ଡାକ୍ତର ଅନୁପସ୍ଥିତ ରହୁଥିବା ବେଳେ ପିଅନ କାଁ ଭାଁ କାର୍ଯ୍ୟାଳୟ ଖୋଲି ନିଜର ଉପସ୍ଥାନ ପକାଇ…
କମିବ ପାରଦ, ବଢ଼ିବ ଶୀତ
ଭୁବନେଶ୍ୱର, ୧୪ ।୧୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ରବିବାରଠାରୁ ଶୀତ ସାମାନ୍ୟ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେବ। ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ସପ୍ତାହେ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ…
ଓଡ଼ିଶାକୁ ଅତିରିକ୍ତ ୧୨୮ କୋଟି ‘ଅମ୍ଫନ’ ସହାୟତା
ଭୁବନେଶ୍ୱର,୧୪ ।୧୧(ବ୍ୟୁରୋ): ବନ୍ୟା, ବାତ୍ୟା ଏବଂ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ୬ ରାଜ୍ୟ ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍ଡିଆର୍ଏଫ୍)ରୁ ୪,୩୮୧.୮୮ କୋଟି ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍…
ବାଣ ବ୍ୟବସାୟୀଙ୍କୁ ଗିରଫ ବେଳେ ପୋଲିସ ଜିପ୍ରେ ମୁଣ୍ଡ ବାଡେଇ କାନ୍ଦିଲେ କୁନି ଝିଅ: ଭିଡିଓ ଭାଇରାଲ
ବୁଲନ୍ଦସହର,୧୪ ।୧୧: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ପୋଲିସ ଜିପ୍ ବାହାରେ ଠିଆ ହୋଇ ଜଣେ କୁନି ଝିଅ କାନ୍ଦି କାନ୍ଦି କିଛି କହୁଛନ୍ତି । ତେବେ ଘଟଣାରୁ…
ଗିଲ୍ଗିଟ୍-ବଲ୍ଟିସ୍ତାନ ନିର୍ବାଚନ ଫଳାଫଳ ଫିକ୍ସିଂ କରି ସାରିଛନ୍ତି ଇମ୍ରାନ୍ ସରକାର
ଖାଇବରପସ୍ତୁନଖ୍ବା,୧୪।୧୧: ଗିଲ୍ଗିଟ୍-ବଲ୍ଟିସ୍ତାନରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ଫିକ୍ସିଂ କରି ସାରିଛନ୍ତି। ଏଠାରେ କେବଳ ନିର୍ବାଚନ ହେବ। କିନ୍ତୁ ଫଳାଫଳ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି ବୋଲି ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍ମେଣ୍ଟ ମୁଖ୍ୟ ମୌଲାନା ଫଜଲୁର୍ ରହମାନ…
ଟୋଲ୍ ଫି ଲାଭ ଆଗ
ଯାଜପୁର ଅଫିସ,୧୪।୧୧: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ ୨୦୧୬ ଜୁଲାଇରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୬ ନମ୍ବର ଜାତୀୟ ରାଜପଥ(ଏନ୍ଏଚ୍ )ରେ ଥିବା କଟକ ମଙ୍ଗୁଳି ଟୋଲ୍ପ୍ଲାଜାକୁ ବନ୍ଦାଳ ନିକଟକୁ ସ୍ଥାନାନ୍ତର କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଛି।…
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ
ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ୬ଠା ୮ ପ୍ରର୍ଯ୍ୟନ୍ତ ପ୍ରି-ଓପନ ମୂହୁର୍ତ୍ତ…
ଜମ୍ମୁ-କଶ୍ମୀରର ୩୩ ନେତାଙ୍କୁ ବିଦେଶ ଯିବା ମନା
ନୂଆଦିଲ୍ଲୀ,୧୪ ।୧୧: ଜମ୍ମୁ-କଶ୍ମୀରର ୩୩ ଜଣ ନେତାଙ୍କ ବିଦେଶ ଗସ୍ତ ଉପରେ ଅଙ୍କୁଶ ଲଗାଯାଇଛି । ଏହାସହ ନ୍ୟାଶନାଲ କନଫରେନ୍ସର ପୂର୍ବତନ ବିଧାୟକ ଅହମ୍ମଦ ୱାନି ଦୁବଇ ଗସ୍ତ କରୁଥିବା ସମୟରେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିବା ସୂଚନା…
କରନ୍ତୁ ଶ୍ରୀଯନ୍ତ୍ର ପୂଜନ: ଦୀପାବଳିରେ ହେବ ସମସ୍ତ କାମନା ପୂର୍ଣ୍ଣ…
ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ସଂନ୍ଧ୍ୟାରେ ଘରେ ସାତଟି ଗୁଆ ଘିଅ ଦ୍ୱୀପ ଜଳାଇବା ସହିତ ଲକ୍ଷ୍ମୀ ଗଣେଶଙ୍କୁ ପୂଜା କଲେ…
ଧନ ପ୍ରାପ୍ତି ପାଇଁ ଦୀପାବଳୀରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର…
ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ ଚକ୍ର, କଉଡ଼ି ଆଦି ମାତାଙ୍କର ଅତିପ୍ରିୟ। ଦୀପାବଳି ଅମାବାସ୍ୟାରେ ଗୋମତୀ ଚକ୍ରକୁ ମାତା ଲକ୍ଷ୍ମୀଙ୍କ…

