ଏପ୍ରିଲ ପରେ ଚାଇନାରେ ଏବେ ଚିହ୍ନଟ ହେଲେ ସର୍ବାଧିକ କରୋନା ସଂକ୍ରମିତ
ବେଜିଂ,୨୭।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। କରୋନା ଭାଇରସ କବଳରେ ବିଶ୍ୱର କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ମଧ୍ୟ ହୋଇଛନ୍ତି।…
୪୪୬ ବର୍ଷ ପୁରାତନ ଅଯୋଧ୍ୟା କାଣ୍ଡ ଏବେ ବି ସୁରକ୍ଷିତ
ଲକ୍ଷ୍ନୌ, ୨୭।୭: ସୋମବାର ସନ୍ଥ ତୁଳସୀଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ସେ ୧୫୫୪ ଜୁଲାଇ ୨୭ରେ ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲାର ରାଜପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ୪୪୬ ବର୍ଷ ତଳେ ତାଙ୍କ ଦ୍ୱାରା ରଚିତ ଅଯୋଧ୍ୟାକାଣ୍ଡ ଏବେ ବି ସୁରକ୍ଷିତ ରହିଛି।…
ମାଗଣାରେ କରାଯିବ କରୋନା ଟେଷ୍ଟ: ପୂର୍ବ ରୋଗୀ ଫେରିପାଇବେ ଅର୍ଥ
ପ୍ୟାରିସ,୨୭।୭: କରୋନା ଭାଇରସର ସଂକ୍ରମଣ ବିକଶିତ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବି ବହୁ ପ୍ରଭାବ ପକାଇଛି। ଫ୍ରାନ୍ସରେ କରୋନା ସଂକ୍ରମଣ ଏକ ପ୍ରକାର ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଏଠାରେ ସଂକ୍ରମଣ ଓ ମୃତ୍ୟୁ ହାର ସମସ୍ତଙ୍କୁ ଚିନ୍ତାରେ…
ଏହି ଯୋଜନାରେ ନିବେଶକରି ପାଆନ୍ତୁ ଜବରଦସ୍ତ ଲାଭ, ଦୁଇଗୁଣା ହେବ ଟଙ୍କା
ନୂଆଦିଲ୍ଲୀ,୨୭।୭: ଦେଶରେ ଅନେକ ସରକାରୀ ସ୍କିମ୍ ରହିଛି ଯେଉଁଥିରେ ସ୍ବଳ୍ପ ପରିମାଣର ନିବେଶକରି ଏହାର ଭରପୂର ଲାଭ ଉଠାଇପାରିବେ। ଏହା ମଧ୍ୟରେ ପୋଷ୍ଟ ଅଫିସର ବିଭିନ୍ନ ସ୍ମଲ୍ ସେଭିଂ ସ୍କିମ୍ ସାମିଲ ରହିଛି। ଡାକଘରର ସବୁ ଯୋଜନାକୁ କେନ୍ଦ୍ର ସରକାର ପରିଚାଳନା…
ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଇ ଗଛ ଉପରେ ବସିଲେ ବ୍ୟକ୍ତି: ଭିଡ଼ିଓ ଭାଇରାଲ
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ୍ସ ଜାରି କରାଯାଇଛି। ଯେପର୍ଯ୍ୟନ୍ତ ଭ୍ୟାକସିନ୍ ନ ଆସିଛି ସେପର୍ଯ୍ୟନ୍ତ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବାଧ୍ୟତାମୂଳକ…
ବରଗଡ଼ରୁ ୨୩ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬ରେ ପହଞ୍ଚିଲା
ବରଗଡ଼ ଅଫିସ,୨୭।୭: ବରଗଡ଼ ଜିଲାରୁ ସୋମବାର ୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆତାବିରା ଏନ୍ଏସିର କଣ୍ଟେନ୍ମେଣ୍ଟ ଅଞ୍ଚଳରୁ ୨୧ଜଣ ରହିଥିବା ବେଳେ ଅନ୍ୟ ୨ ଜଣ ବରଗଡ଼ ବ୍ଲକ କଟାପାଲି ଅବରୋଧ ଅଞ୍ଚଳର। ନୂଆ…
ଚାଇନା ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ: ବନ୍ଦ ହୋଇପାରେ ପବ୍ଜି
ନୂଆଦିଲ୍ଲୀ,୨୭।୭: ଭାରତ-ଚାଇନା ସୀମା ବିବାଦ ପରେ ଏବେ ଚାଇନାଠାରୁ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ଛିନ୍ନ କରିବା ଲକ୍ଷ୍ୟରେ ରହିଛି ଭାରତ। ଏହାର ୫୯ ଆପ୍କୁ ଦେଶ ବନ୍ଦ କରିବା ପରେ ଏପେ ପୁଣିଥରେ ଚାଇନା ଉପରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍। ଦେଶ…
ଏହି ଦେଶରେ ଚିହ୍ନଟ ହେଲେ ପ୍ରଥମ କରୋନା ପଜିଟିଭ: ମାସ୍କ ନ ପିନ୍ଧିଲେ ମିଳୁଛି ଏପରି ଦଣ୍ଡ…
ସିଓଲ, ୨୭।୭: ସମଗ୍ର ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିଚାଲିଛି। ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶଠାରୁ ଆରମ୍ଭ କରି ଆଫ୍ରିକା ପର୍ଯ୍ୟନ୍ତ ଏହା ବିପଦ ସୃଷ୍ଟି କରିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ…
ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା: ମେଡିସିନ, ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର ବନ୍ଦ
ଝାରସୁଗୁଡ଼ା ଅଫିସ,୨୭ା୭: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହା ପରେ ତୁରନ୍ତ ମେଡିସିନ ବିଭାଗ, ରେଜିଷ୍ଟ୍ରେଶନ କାଉଣ୍ଟର ଏବଂ ଓପିଡି ବନ୍ଦ କରାଯାଇଛି। ୩ ଦିନ ପାଇଁ ଏହା…
ରାଜ୍ୟର ୬୧ ପ୍ରତିଶତ ଅଞ୍ଚଳରେ ନାହାଁନ୍ତି ପୋଲିସ: ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ
ଡେରାଡୁନ୍, ୨୭।୭: ସୁରକ୍ଷା ଦାୟିତ୍ୱ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାର୍ଯ୍ୟ ପୋଲିସ ବିଭାଗ ଉପରେ ନ୍ୟସ୍ତ ରହିଥାଏ। ତେବେ ଭାରତରେ ଏଭଳି ଏକ ରାଜ୍ୟ ରହିଛି ଯାହାର ୬୧ ପ୍ରତିଶତ ଦୁର୍ଗମ ଅଞ୍ଚଳରେ ପୋଲିସ ନାହାଁନ୍ତି। ସେମାନଙ୍କ ସ୍ଥାନରେ ରାଜସ୍ବ…
ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !
ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି।…
ଶଗଡ ଚଢିଲେ ଶିକ୍ଷକ, ଜାଣନ୍ତୁ କାହିଁକି
ମଧ୍ୟ ପ୍ରଦେଶର ଜଣେ ଶିକ୍ଷକ ଶଗଡ ଚଢି ଚର୍ଚ୍ଚାକୁ ଆସିଛନ୍ତି। ରାୟସେନ ଜିଲାର ସାଲେଗଡ ଗ୍ରାମର ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିବା ନୀରଜ ସକ୍ସେନା ଶଗଡରେ ବହି ବୋହି ସ୍କୁଲକୁ ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଇଣ୍ଟଖେଡି ସଙ୍କୁଲ…
Archives


