Posted inଖେଳ

ରୋହିତ ଶର୍ମାଙ୍କୁ ନେଇ ଚକିତ କଲା ଭଳି କଥା କହିଲେ କୋହଲି

ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରୋହିତ ଶର୍ମା ପ୍ରସଙ୍ଗରେ ନିଜ ମତ ରଖିଛନ୍ତି। ୟକୋହଲି କହିଛନ୍ତି ଯେ ରୋହିତ ଶର୍ମା କାହିଁକି ଅଷ୍ଟ୍ରେଲିଆ ଗସ୍ତ କରିନାହାଁନ୍ତି ସେ ଜାଣି ନାହାଁନ୍ତି। ବିରାଟ କୋହଲି କହିଛନ୍ତି ଯେ ସେ ଭାବିଥିଲେ ରୋହିତ ଶର୍ମା ମଧ୍ୟ ତାଙ୍କ ସହ ଅଷ୍ଟ୍ରେଲିଆ ଆସିବେ। କିନ୍ତୁ ସେ ଆସି ନାହାନ୍ତି। ସେ କାହିଁକି ଆସି ନାହାନ୍ତି ମୁଁ ଜାଣି ନାହିଁ ବୋଲି ସେ କହିଛନ୍ତି। ସିଡନୀ ଏକଦିବସୀୟ ମ୍ୟାଚ୍‌ ପୂର୍ବରୁ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମାଙ୍କ ସହ ଜଡିତ ପ୍ରଶ୍ନ ଉପରେ ବିରାଟ କୋହଲି ଏପରି କହିଛନ୍ତି। ସୂଚନାଯୋଗ୍ୟ,ଯେ ଆଇପିଏଲ ୨୦୨୦ ଶେଷ ହେବା ପରେ ରୋହିତ ଶର୍ମା ମୁମ୍ବାଇ ଫେରିଥିଲେ ଏବଂ ଟିମ ଇଣ୍ଡିଆ ସେଠାରୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଲା। ବିସିସିଆଇ କହିଛି ଯେ, ରୋହିତ ଶର୍ମା ଫିଟ ନାହାନ୍ତି ଏବଂ ସେଥିପାଇଁ ତାଙ୍କୁ ଏକଦିବସୀୟ ଏବଂ ଟି -୨୦ ସିରିଜ ପାଇଁ ଟିମ ଇଣ୍ଡିଆରେ ସ୍ଥାନ ଦିଆଯାଇ ନାହିଁ। ତେବେ ଏବେ ବିରାଟ କୋହଲି ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଚେରୀ ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଏସଜେଏଫଆଇ ଏବଂ ଏନଏସଏଫ ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରତିଭା ସମ୍ପନ୍ନ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ...

ହେଜେଲ୍‌ଙ୍କୁ କଫି ଡେଟ୍‌ରେ ନେବାକୁ ତିନି ବର୍ଷ ଅପେକ୍ଷା କରିଥିଲେ ଯୁବରାଜ

ବମ୍ବେ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ୍‌ କିଚଙ୍କ ଆଜି ‘ହାପି ଓ୍ବାଲା ବର୍ଥ ଡେ’ ଅର୍ଥାତ ଜନ୍ମଦିନ। ପେସାରେ ଜଣେ ମଡେଲ ତଥା...

୨୦୨୧ ଅଲିମ୍ପିକ୍ସ: ସ୍ଥାନ ବଜାୟ ରଖିବେ ଯୋଗ୍ୟ ଆଥଲେଟ୍‌

ପ୍ୟାରିସ୍‌, ୨୭।୩(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ ଲାଗି ୨୦୨୦ ଟୋକିଓ ଅଲିମ୍ପିକ୍ପ ସ୍ଥଗିତ ରହିଛି ଓ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। ତେବେ ଏହା ସତ୍ତ୍ୱେ ଯେଉଁ ଆଥଲେଟ୍‌ମାନେ...

ବିଶ୍ୱ ରେକର୍ଡଠାରୁ ୩୭ ରନ୍‌ ଦୂରରେ କୋହଲି

ମାଞ୍ଚେଷ୍ଟର,୨୬।୬- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଏକ ବିଶ୍ୱରେକର୍ଡର ଅଧିକାରୀ ହେବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସେ ଦ୍ରୁତତମ...

ବିରାଟ-ରୋହିତଙ୍କ ପରେ କେବଳ ଏହି କ୍ରିକେଟର ହେଉଛନ୍ତି ‘କମ୍ପ୍ଲିଟ୍‌ ବ୍ୟାଟ୍ସମ୍ୟାନ୍‌’: ହରଭଜନ

ନୂଆଦିଲ୍ଲୀ,୨୮।୭: ଶ୍ରୀଲଙ୍କା ଗସ୍ତରେ ଅନେକ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହିପରି ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ନିଜର ଏକଦିବସୀୟ ସିରିଜରେ ସୂର୍ଯ୍ୟକୁମାର ୩...

ହାସନେନଙ୍କ ହ୍ୟାଟ୍ରିକ ସତ୍ତ୍ୱେ ଶ୍ରୀଲଙ୍କା ବିଜୟୀ

ଲାହୋର, ୬।୧୦- ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୬୪ ରନରେ ବିଜୟୀ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା...

ଟିମ୍‌ ପାକିସ୍ତାନ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ଇମ୍ରାନ

ଦୁବାଇ,୧୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ପରେ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ ସାନ୍ତ୍ୱନା ଦେଇଛନ୍ତି ୧୯୯୨ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ...

ବଦଳିଗଲା କ୍ୟାପଟେନ୍‌, ଭାଗ୍ୟ ନୁହେଁ

ନୂଆଦିଲ୍ଲୀ,୨।୫ : କ୍ରମାଗତ ବିଫଳତା ପରେ ବଦଳି ଦେଲେ ଅଧିନାୟକ। କିନ୍ତୁ ଫଳାଫଳରେ ଆସିଲା ନାହିଁ କୌଣସି ପରିବର୍ତ୍ତନ। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ...

Advertisement
Archives

Model This Week