ଅସ୍ଥାୟୀ ଜେଲ୍ରେ ପରିବର୍ତ୍ତନ ହେବ ନାହିଁ ଷ୍ଟାଡିୟମ୍: ପୋଲିସର ଦାବିକୁ ପ୍ରତ୍ୟାଖ୍ୟାନ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ପୋଲିସକୁ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏକ ଝଟ୍କା ମିଳିଛ। ୯ଟି ଷ୍ଟାଡିୟମ୍କୁ ଅସ୍ଥାୟୀ ଜେଲ୍ରେ ପରିଣତ କରିବା ପାଇଁ ପୋଲିସ କରିଥିବା ଦାବିକୁ ଦିଲ୍ଲୀ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। କୃଷକଙ୍କ ପ୍ରଦର୍ଶନ କାରଣରୁ ଦିଲ୍ଲୀ ପୋଲିସ ଅସ୍ଥାୟୀ ଜେଲ୍…
ରୁଚିକାଙ୍କ ହାତ ଧରିଲେ ଟେଲି ପରଦାର ଏହି ହ୍ୟାଣ୍ଡସମ୍ ହଙ୍କ୍, ଲୁଚିଛପି କୋର୍ଟରେ କଲେ ବିବାହ
ବମ୍ବେ: ବିବାହ ବନ୍ଧନରେ ଟେଲି ପରଦାର ହ୍ୟାଣ୍ଡସମ୍ ବ୍ୟାଚ୍ଲର ତାଲିକାରେ ସାମିଲ ଥିବା ଶାହିର ଶେଖ। କିଛି ଦିନ ପୂର୍ବେ ସେ ନିଜ ପ୍ରେମିକା ରୁଚିକା କପୁରଙ୍କ ସହ କୋର୍ଟରେ ବିବାହ କରିଛନ୍ତି। ଏହି ଉତ୍ସବ ବେଶ୍ ଗୋପନୀୟ ଥିବା ବେଳେ…
ମାଲିକଙ୍କ ଏପରି ନିଷ୍ପତ୍ତି ବଦଳାଇଦେଲା କର୍ମଚାରୀଙ୍କ ଭାଗ୍ୟ, ରାତାରାତି ସବୁ ପାଲଟିଲେ କୋଟିପତି
ଲଣ୍ଡନ,୨୭ା୧୧: ମାଲିକ ହେବ ତ ଏମିତି। ନିଜ କମ୍ପାନୀର ଲାଭ ସହିତ କମର୍ଚାରୀଙ୍କ ଲାଭ କଥା ଯିଏ ଭାବନ୍ତି। ଆଉ କମ୍ପାନୀର ଶେୟାର ବି ଦିଅନ୍ତି କର୍ମଚାରୀଙ୍କୁ। ଫଳରେ ସମସ୍ତ କର୍ମଚାରୀ ଏବେ କୋଟିପତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।…
ପରୀ ହତ୍ୟା ମାମଲାର ତଦନ୍ତ କରିବେ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ବା
ନୟାଗଡ ଅଫିସ,୨୬।୧୧: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଶୁକ୍ରବାର ନୟାଗଡ଼ରେ ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା । କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇ ପରୀ ହତ୍ୟା ମାମଲା ତଦନ୍ତର ତଦାରଖ…
ଘରେ ମଜା କରୁଛନ୍ତି ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ
ଲାହୋର,୨୭।୧୧: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ହଫିଜ ସଇଦ ନିଜ ଲାହୋରସ୍ଥିତ ଘରେ ରହି ମଜା କରୁଛନ୍ତି। ପାକିସ୍ତାନ ସଂଗଠନ ଲସ୍କର-ଏ-ତୋଇବା ନେତା ସଇଦଙ୍କୁ ଚୁପଚାପ ଜେଲରୁ ବାହାର କରାଯାଇଛି। ଗୁଇନ୍ଦା ବିଭାଗର ଏକ ରିପୋର୍ଟରୁ…
ଜେଜେମା’ଙ୍କ ଇଛା ପୂରଣ କଲେ ନାତି: ହେଲିକପ୍ଟରରେ ନବବଧୁଙ୍କୁ ଗାଁକୁ ଆଣିଲେ ବର
ଘରର ବଡ଼ ମାନଙ୍କର ଇଛା ପୂରଣ କରିବା ସାନମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ତେବେ ଏହା କରିବା ତାଙ୍କ ପ୍ରତି ଏକ ସମ୍ମାନ ଜଣାଇବା ସଦୃଶ। ତେବେ ଜେଜେମା’ଙ୍କ ଇଛାର ମାନ ରଖି ତାଙ୍କର ୨ଜଣ ନାତି ଏକ ନିଆରା…
ଝିଣ୍ଟିକା ସହ ଏମିତି କରୁଛି ମାଙ୍କଡ ଛୁଆ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
କ୍ରିକେଟରେ ସବୁଠୁ ଦୁଃଖଦ ଦିନ: ସମଗ୍ର କ୍ରିକେଟ ଜଗତ ଶୋକରେ ଯାଇଥିଲା ବୁଡି
ସିଡନୀ,୨୭।୧୧:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୬ ବର୍ଷ ପୂର୍ବେ ଆଜିର ଦିନରେ ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍ ଫିଲ ହ୍ୟୁଜ ଜୀବନର ଯୁଦ୍ଧରେ ହାରି ଯାଇଥିଲେ। ୨୦୧୪, ନଭେମ୍ବର ୨୭ରେ ଏହି ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ଅକାଳ…
ଜିତିଲେ କଙ୍ଗନା !
ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ପାଲି ହିଲ ସ୍ଥିତ କାର୍ଯ୍ୟାଳୟ ଭଙ୍ଗା ଘଟଣା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟଙ୍କ ରାୟ ମୁତାବକ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ ।…
ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ
ପୁରୀ ଅଫିସ,୨୭।୧୧: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୁର୍ଲଭ ନାଗାର୍ଜୁନ ବେଶକୁ ନେଇ ଚାଲଥିବା ଚର୍ଚ୍ଚା, ଆଲୋଚନାରେ ବି ପୂର୍ଣ୍ଣଛେଦ ପଡିଛି। ବୀର ବେଶରେ ସଜେଇ ହୋଇଛନ୍ତି ମହାପ୍ରଭୁ । ଝଲସିଉଠୁଛି ଶ୍ରୀମନ୍ଦିର ରତ୍ନସିଂହାସନ। କିନ୍ତୁ ବିଡ଼ମ୍ବନା ଦୀର୍ଘ ୨୫…
ନେଗେଟିଭ ଆସିଲା କୋଭିଡ ରିପୋର୍ଟ: ବିଧାନସଭା ଯିବେ ରେଙ୍ଗାଲି ବିଧାୟକ
ସମ୍ବଲପୁର,୨୭।୧୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରୀ ନାୟକ କୋଭିଡ ପଜିଟିଭ ଥିବାରୁ ବିଧାନସଭାରେ ଅନୁପସ୍ଥିତ ରହୁଥିଲେ। ହେଲେ ଗୁରୁବାର ପୁଣି ଥରେ ତାଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବାରୁ…
ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତା ପ୍ରିୟାଂଶୁ ପେନୟୁଲି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ସେ ନିଜର ପ୍ରେମିକା ଭନ୍ଦନା ଯୋଶୀଙ୍କୁ ଦେହରାଦୁନରେ ବିବାହ କରିଛନ୍ତି। ଫିଲ୍ମ ‘ମିର୍ଜାପୁର’ରେ ରବିନ ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରିୟାଂଶୁ ଏବଂ ଭନ୍ଦନା ବିଗତ ୨ ବର୍ଷ…

