ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ପ୍ରିୟାଂଶୁ ପେନୟୁଲି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ସେ ନିଜର ପ୍ରେମିକା ଭନ୍ଦନା ଯୋଶୀଙ୍କୁ ଦେହରାଦୁନରେ ବିବାହ କରିଛନ୍ତି। ଫିଲ୍ମ ‘ମିର୍ଜାପୁର’ରେ ରବିନ ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରିୟାଂଶୁ ଏବଂ ଭନ୍ଦନା ବିଗତ ୨ ବର୍ଷ ହେଲା ପରସ୍ପରକୁ ଡେଟ୍‌ କରିଆସୁଥିଲେ। ତେବେ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଉଭୟ ବିବାହ କରିଥିବା ଜଣାପଡ଼ିଛି।
ପ୍ରିୟାଂଶୁ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଭନ୍ଦନାଙ୍କୁ ଏକ ଗାଡିରେ ବସାଇ ନେଇଯାଉଛନ୍ତି। ଏହି ଭିଡିଓ ଶେୟାରକରି ସେ କ୍ୟାପଶନରେ ଲେଖିଛନ୍ତି, ମୁଁ ମୋର ସୁନ୍ଦରୀ ସ୍ତ୍ରୀଙ୍କୁ ନେଇଯାଉଛି। ଆମେ ଏକ ସୁନ୍ଦର ନୂତନ ଆରମ୍ଭ କରିବାକୁ ଯାଉଛୁ ବୋଲି ସେ ଲେଖିଛନ୍ତି। ଭିଡିଓରେ ଭନ୍ଦନା କ୍ୟାମେରାକୁ ପ୍ଲାଇଂ କିସ୍‌ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଫାଷ୍ଟ କିସ୍‌’ ଭିଡିଓ ଶେୟାର କଲେ ନେହା, ସ୍ବାମୀ କହିଲେ ଏମିତି

ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଏବଂ ନିଜ ପ୍ରଶଂସକଙ୍କ ସହ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି।...

ଆସନ୍ତା ବର୍ଷ ରିଲିଜ ହେବ ‘ଆଦିପୁରୁଷ’

ମୁମ୍ବାଇ: ପ୍ରଭାସ, ଶୈଫ ଅଲି ଖାଁ, କ୍ରିତି ସାନନ ଓ ସନି ସିଂଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଶିବରାତ୍ରୀରେ...

ରାତାରାତି ଷ୍ଟାର ପାଲଟିବା ପାଇଁ ଇଣ୍ଟିମେଟ୍‌ ସିନ୍‌ କରିଥିଲେ ସଞ୍ଜିଦା…

ମୁମ୍ବାଇ,୨୦।୧୨: ଛୋଟପରଦାର ବୋଲ୍ଡ ଅଭିନେତ୍ରୀ ସୁନ୍ଦରୀ ସଞ୍ଜିଦା ଶେଖ୍‌ ରବିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୨୦ରେ ସେ କୁଏତ୍‌ରେ ଜନ୍ମଗ୍ରହଣ କରିଥିଲେ।...

ଆମିରଙ୍କ ଶାଳୀ ହେଉଛନ୍ତି ଏହି ଅଭିନେତ୍ରୀ; ୨୧ ବର୍ଷରେ ହୋଇଥିଲା ବିବାହ ହେଲେ…

ବମ୍ବେ: ଅଦିତି ରାଓ ହୈଦରୀ, ବଲିଉଡ୍‌ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଫିଲ୍ମ ‘ୟେ ସାଲୀ ଜିନ୍ଦେଗୀ’, ‘ପଦ୍ମାବତ’ ଭଳି ଫିଲ୍ମରେ ନିଜ ଅଭିନୟର ଚାତୁରୀରେ ଦର୍ଶକଙ୍କ...

ରକ୍ତରେ ପ୍ରେମ ଚିଠି ଲେଖିଥିଲେ ଅମିର

ବଲିଉଡ ଅଭିନେତା ଅମିର ଖାନ ମିଷ୍ଟର ପର୍‌ଫେକ୍ଟନିଷ୍ଟ ଭାବେ ଜଣାଶୁଣା। ସେ ଭାରତୀୟ ସିନେମାକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି। ଫିଲ୍ମ ଅପେକ୍ଷା ସେ ନିଜ...

ଆର୍ୟନ ଜଣେ ଭଲ ପିଲା, କେବଳ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲେ: ସୁଜୈନ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏନ୍‌ସିବି ତାଙ୍କୁ ଗିରଫ କରିବା ପରେ ଜଣଙ୍କ ପରେ ଜଣେ...

ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ୨୦୧୯ ତାଲିକାରେ ସାମିଲ ହେଲେ ଦିପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ୨୦୧୯ରେ ବିଶ୍ୱର ସବୁଠାରୁ ଅଧିକ ପସନ୍ଦ ମହିଳାଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି। ବଲିଉଡ୍‌ ଏକମାତ୍ର ଅଭିନେତ୍ରୀ...

ତାରାଙ୍କ ପ୍ରେମରେ ସିଦ୍ଧାର୍ଥ

ମାୟାନଗରୀର କଳାକାରଙ୍କ ମଧ୍ୟରେ ରୋମାନ୍ସ ତଥା ବ୍ରେକ୍‌ଅପ୍‌ ଖବର ସବୁବେଳେ ଲାଗିରହିଥାଏ। କିଏ କାହା ସହ ଡେଟ୍‌ କଲା କିମ୍ବା କାହାର ବ୍ରେକ୍‌ଅପ୍‌ ହେଲା, ଏସବୁ...

Advertisement
Archives

Model This Week