Posted inଫୁରସତ

ଝିଣ୍ଟିକା ସହ ଏମିତି କରୁଛି ମାଙ୍କଡ ଛୁଆ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ମାଙ୍କଡ଼ ଛୁଆ ଝିଣ୍ଟିକାକୁ ଦେଖି ତା ସହିତ ଲାଗୁଛି। ତାହାର ଗୋଡ଼ରେ ହାତ ଲଗାଇ ଦେଖୁଛି ପରେ ଝିଣ୍ଟିକା ଗୋଡ ବୁଲାଇବାରୁ ମାଙ୍କଡ଼ ଡରି ଯାଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା ହିଁ ନିଦାନ

ବିଭିନ୍ନ ଶାରୀରିକ ସମସ୍ୟା ନେଇ ସଚେତନ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ତେଣୁ କୁହାଯାଇଥାଏ ସଚେତନତା ହିଁ ପ୍ରକୃତ ନିଦାନ। ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା...

ମାସ୍କ ନ ଲଗାଇଥିଲେ ୫ଶହ ଥର କରିବାକୁ ପଡ଼ିବ ଏପରି

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାରଙ୍କଠାରୁ ଆରମ୍ଭକରି ପ୍ରଶାସନ ପକ୍ଷରୁ ଅନେକ ପ୍ରକାର କଟକଣା ଜାରି କରାଯାଇଛି। ସେଥିମଧ୍ୟରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ...

ପକ୍କେ ବାଘ ଅଭୟାରଣ୍ୟ ଇତିହାସ

ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୬୬ ମସିହାରେ ଏହି ବାଘ ସଂରକ୍ଷଣ କେନ୍ଦ୍ରଟି ପାଖୁଇ ରିଜର୍ଭ ଫରେଷ୍ଟ ଭାବେ ପ୍ରଥମେ ଏଠାରେ ଗଢ଼ି ଉଠିଥିଲା। ପରେ...

ଏହି ମନ୍ଦିରରେ ଶିବଙ୍କ ପୂର୍ବରୁ ପୂଜା ପାଇଥାନ୍ତି ରାବଣ

ଦୁନିଆରେ ଏପରି ଅନେକ ଚମତ୍କାର ମନ୍ଦିର ଅଛି, ଯାହାକୁ ନେଇ ଏକ ଅନନ୍ୟ କାହାଣୀ ଅଛି। ଯଦିଓ ସମଗ୍ର ବିଶ୍ୱରେ ଭଗବାନ ଶିବଙ୍କର ଅନେକ ମନ୍ଦିର...

ଯୌନ ରୋଗରୁ ରକ୍ଷା ପାଇଁ ଗର୍ଭନିରୋଧକ ବଣ୍ଟନ

ବ୍ୟାଙ୍କକ: ବର୍ତ୍ତମାନ ସମୟରେ ଅନେକ ଯୁବତୀଯୁବକ ଅସୁରକ୍ଷିତ ଯୌନସମ୍ପର୍କ ରଖିବା ଫଳରେ ବହୁ ରୋଗର ସମ୍ମୁଖୀନ ହେଉଛନ୍ତି। ଏହିଭଳି ରୋଗରୁ ବର୍ତ୍ତିବା ପାଇଁ ଥାଇଲାଣ୍ଡ ସରକାର...

ବୁଲା କୁକୁରଙ୍କ ପାଇଁ ଆଧାର କାର୍ଡ…

ମୁମ୍ବାଇ,୧୬।୭ : ମୁମ୍ବାଇର ବିମାନବନ୍ଦର ବାହାରେ ରହୁଥିବା ୨୦ ବୁଲା କୁକୁରଙ୍କୁ ପରିଚୟ ପ୍ରଦାନ କରାଯାଇଛି। ସେମାନଙ୍କୁ ’ଆଧାର’ କାର୍ଡ ଦିଆଯାଇଛି। ଯେଉଁଥିରେ କ୍ୟୁାର କୋଡ...

ଯେଉଁ ଦ୍ୱୀପକୁ ମହିଳା ଯିବା ମନା

ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି କି ମହିଳାଙ୍କୁ ଯିବା ମନା । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ଜାଣନ୍ତୁ ସେ ସମ୍ପର୍କରେ…...

ପ୍ରବଳ ଥଣ୍ଡା: ଏଠି ହାତୁଡ଼ିରେ ଫଟାଯାଉଛି ଅଣ୍ଡା; ଗାଡ଼ିରେ ବନ୍ଧାହେଉଛି ଲୁହା ଚେନ୍‌

ନୂଆଦିଲ୍ଲୀ,୨।୧: ସିଆଚେନ୍‌ରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ମାଇନସ୍‌ ୪୦ ଡିଗ୍ରୀ ସେଲସିୟସ୍‌ରୁ ମଧ୍ୟ କମ୍‌ ରହିଥାଏ। ଏଠାରେ ପ୍ରାୟ ୩ରୁ ୪...

Advertisement
Archives

Model This Week