ଶିଶୁକନ୍ୟାକୁ ବଳାତ୍କାର: ନାବାଳକଙ୍କୁ ମିଳିଲା ଏମିତି ଦଣ୍ଡ, ଯାହା ସମସ୍ତଙ୍କୁ କଲା ଚକିତ

ଜାକର୍ତ୍ତା,୨୭ା୧୧: ଇଣ୍ଡୋନେସିଆର ୧୯ ବର୍ଷୀୟ ନାବାଳକ ଜଣେ ଶିଶୁକନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଏମିତି ଦଣ୍ଡ ପାଇଲେ ଯେଉଁଥିରେ ସେ ଚେତାଶୂନ୍ୟ ହୋଇଗଲେ। ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ସେ ସୁସ୍ଥ ହେବା ପରେ ତାଙ୍କୁ ପୁଣି ଦଣ୍ଡ ଦିଆଯାଇଥିଲା।
ନାବାଳକ ଜଣକ ଖସିଯିବା ପାଇଁ ଚେଷ୍ଟା କରିବା ବେଳେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ନାବାଳକଙ୍କୁ ୧୬୯ ବେତ ପାହାର କରାଯାଇଥିଲା। ତାଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଦଣ୍ଡ ପାଇଁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହି ଦଣ୍ଡ ୧୪୬ ବେତ ପାହାରକୁ ହ୍ରାସ କରାଯାଇଥିଲା।
ଜଣେ ଡାକ୍ତର କହିଛନ୍ତି, ତାଙ୍କୁ ଯେତେବେଳେ ୫୨ ବାଡ଼ି ବେତ ପାହାର ଦିଆଯାଇଥିଲା ତାଙ୍କ ଅଣ୍ଟାରେ ଅନେକ ଫୁଲା ରହିଥିଲା। ଏମିତି ବାଡ଼ାଇବା ଦ୍ୱାରା ତାଙ୍କର ରକ୍ତବାହୀ ଫାଟି ଯାଇପାରେ। ଅବସ୍ଥା ଆହୁରି ଗୁରୁତର ହୋଇପାରେ। ତେଣୁ ଏମିତି ଦଣ୍ଡରୁ ମୁକ୍ତି ଦେବା ଭଲ। ସେ ଆହୁରି କହିଛନ୍ତି, ପ୍ରଥମେ ଯେତେବେଳେ ଅଭିଯୁକ୍ତଙ୍କୁ ବେତରେ ପିଟା ଯାଇଥିଲା ସେ ଠିକ୍‌ଠାକ୍‌ ଥିଲେ। ପରେ ଭୟଭୀତ ହୋଇଯିବା ସହ ହାତଯୋଡ଼ି ଅନୁରୋଧ କରିଥିଲେ ଆଉ ନ ବାଡ଼ାଇବା ପାଇଁ। ବେତରେ ୫୨ ପାହାର ଖାଇବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ୍‌ କୂଟନୀତି ବିଫଳ: ନେବାକୁ ଅମଙ୍ଗ ହେଲା ପାଲେଷ୍ଟାଇନ୍‌…

ଜେରୁଜେଲମ୍‌,୧୯।୬: କରୋନା ମହାମାରୀ ସଂକ୍ରମଣ ସମୟରେ  ପାଲେଷ୍ଟାଇନ୍‌କୁ ୧୪ ଲକ୍ଷ ଫାଇଜର ଭାକ୍ସିନ୍‌ ପଠାଇବାକୁ ଇସ୍ରାଏଲ୍‌ ଘୋଷଣା କରିଥିଲା। ଏସବୁ ଭାକ୍ସିନ୍‌ କିଛି ଦିନ ପରେ...

ଯୁଦ୍ଧବିରତି କରିବାକୁ ମନା କଲା ରୁଷିଆ

ଇସ୍ତାନବୁଲ, ୧୦ା୩: ଯୁଦ୍ଧବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗୁରୁବାର ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ। ୟୁକ୍ରେନ୍‌ ଉପରେ...

ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କ ପରଲୋକ

ଦର୍‌-ଇସ୍‌-ସଲାମ,୧୮।୩: ତାଞ୍ଜାନିଆର ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୫ ବର୍ଷରୁ ଅଧିକ ସମୟ...

ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ

ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା...

ଏହି ଭୂତ କୋଠରୀରେ କିଛି ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା

ବିଶ୍ୱରେ ଅନେକ ପ୍ରକାଶ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢା କାହାଣୀ କହି ଏଡାଇ...

ଆମେରିକାରେ ଖାଦ୍ୟ ସଙ୍କଟ: କରୋନା ସଂକ୍ରମଣ ଯୋଗୁ କୋଟିଏ ୭୦ ଲକ୍ଷ ଭୋକିଲା

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଦେଶର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଛି। ସେହିପରି ଲକ୍‌ଡାଉନ୍‌ ଯୋଗୁ ବେରୋଜଗାର ହୋଇ ଲୋକେ...

୪୨ ବର୍ଷ ତଳେ ଏଲିଅନ୍‌କୁ ଗୁଳିମାଡ଼ କରିଥିଲା ଆମେରିକା !

ଓ୍ବାଶିଂଟନ, ୨୨।୯: ଏଲିଅନ୍‌ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ...

ଗୋଟିଏ ଗୁଜବ ପାଇଁ ୯ ବର୍ଷ ଧରି ଖାଲି ପଡ଼ିଛି ପ୍ରଧାନମନ୍ତ୍ରୀଙ୍କ ହାଉସ୍‌

ଟୋକିଓ,୨।୫: ପ୍ରତ୍ୟେକ ଦେଶର ପ୍ରଧାନମନ୍ତ୍ରୀ ହାଉସ୍‌ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦେଶର ଲୋକମାନେ ଭାବନ୍ତି ଏହା ଭିତର କେମିତି ତିଆରି ହୋଇଛି, କେମିତି ଦେଖିବାକୁ, କ’ଣ...

Advertisement
Archives

Model This Week