ଅଣ୍ଡା ଭାଙ୍ଗିବା ପାଇଁ ଏମିତି କିଛି କରୁଛି ପକ୍ଷୀ, ଦେଖିଲେ ହସି ହସି ଗଡିଯିବେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। କେତେକ ଭିଡିଓ ଦେଖି ହସ ନିୟନ୍ତ୍ରଣ ହେଉ ନ ଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଦେଶର ସବୁଠାରୁ ଏହି ପୁରାତନ ମହିଳା ଦେଉଛନ୍ତି ଟ୍ୟାକ୍ସ
ଭୋପାଳ,୨୮।୭: ନିକଟରେ ଆୟକର ବିଭାଗର ସ୍ଥାପନା ଦିବସ ପାଳନ ହୋଇଯାଇଛି। ଚଳିତ ଥର ଆୟକର ବିଭାଗର ଏକ କମିଟି ସର୍ବ ପୁରାତନ ଟିକସଦାତାଙ୍କୁ ସମ୍ମାନିତ କରିବାକୁ ଏକ କାର୍ଯ୍ୟକ୍ରମ ଆଯୋଜିତ କରିଥିଲା। କିନ୍ତୁ ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ…
ଆଖିବୁଜିଲେ ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର ଶେଖପୁରାରେ ଜନ୍ମଗ୍ରହଣ କରିଥିବା କୁମକୁମଙ୍କ ପ୍ରକୃତ ନାମ ଜାଇବୁନିସା ଥିଲା। ତାଙ୍କ ପିତା ହୁସେନାବାଦର…
ଲୋକଙ୍କ ଅଭିଯୋଗ ବୁଝିବାକୁ ଥାନା ପାଇଁ ନୂଆ ଗାଇଡ୍ଲାଇନ୍ ଜାରିକଲେ ଡିଜିପି
ଭୁବନେଶ୍ୱର, ୨୮।୭(ବ୍ୟୁରୋ): କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବା ପାଇଁ ରାଜ୍ୟର ସମସ୍ତ ଥାନାରେ ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି । ପୋଲିସ କର୍ମଚାରୀମାନେ କେଉଁଭଳି ଅଭିଯୋଗ ବୁଝିବେ, ସେ ନେଇ ଡିଜିପି ଏହି ଗାଇଡ୍ଲାଇନ୍ ଜାରି କରିଛନ୍ତି।…
ବ୍ଲକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ କରୋନା
ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ଡ.ବୃନ୍ଦା ଡି. ଟୁଇଟ କରି ଜଣାଇଛନ୍ତି । ମଙ୍ଗଳବାର ଜିଲାରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ…
ପ୍ଲାଜମା ନେଇ ଗଞ୍ଜାମ ଜିଲାର ୩ କରୋନା ଆକ୍ରାନ୍ତ ସୁସ୍ଥ: ଶୁଭେଚ୍ଛା ଜଣାଇଲେ ଜିଲାପାଳ
ଛତ୍ରପୁର,୨୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ପ୍ଲାଜମା ଥେରାପି ପରେ ଉକ୍ତ…
ଅଭିନେତ୍ରୀଙ୍କ ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ
ଲକ୍ଡାଉନ୍ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜକୁ ଆସେପ୍ଟ କରି ବିଶେଷ କରି ମହିଳାମାନେ ନିଜର ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍…
ପ୍ରବାସୀଙ୍କ ଅର୍ଥ ହଡ଼ପ କରି ବନ୍ଧାହେଲେ ସରପଞ୍ଚ, ପିଇଓଙ୍କ ସ୍ବାମୀ
ବାସୁଦେବପୁର/ପଦ୍ମପୁର,୨୮ା୭(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆଶୁଣି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ୨ ହଜାର ଟଙ୍କା ମଧ୍ୟରୁ ଶହେ ଟଙ୍କା କମ୍ କରି ୧୯ଶହ ଟଙ୍କା ଦେବା ଘଟଣାରେ ଚୂଡ଼ାମଣି ସାମୁଦ୍ରିକ…
ସପ୍ତାହକୁ ୪ ଦିନ ଶଟ୍ଡାଉନ୍, ୩ ଦିନ ଲକ୍ଡାଉନ ହେବ ଗଜପତି ଜିଲା
ଗଜପତି,୨୮।୭(ଡି.ଏନ୍.ଏ.): ଗଜପତି ଜିଲାରେ ସପ୍ତାହକୁ ୪ ଦିନ ଶଟ୍ଡାଉନ୍ ଓ ୩ ଦିନ ଲକ୍ଡାଉନ୍ ନିୟମ ଲାଗୁ ହେବ। ମଙ୍ଗଳବାର ଜିଲାରେ ସପ୍ତାହକୁ ୪ ଦିନ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଏ ନେଇ ଜିଲାପାଳ ଅନୁପମ ଶାହା ନିର୍ଦ୍ଦେଶ ଦେଇଥିବା ସୂଚନା…
ଚା’ ଆମନ୍ତ୍ରଣ ବଦଳରେ ଭୋଜନ ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ପଠାଇଲେ ଏମ୍ପି
ନୂଆଦିଲ୍ଲୀ,୨୮।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଚା’ ନିମନ୍ତ୍ରଣରେ ରାଜ୍ୟସଭା ସଦସ୍ୟ ଅନୀଲ ବଲୁନି ପୂରା ଭଦ୍ରତାର ସହ କିଛି ସମୟ ପାଇଁ ଏହାକୁ ଏଡ଼ାଇ ଦେଇଛନ୍ତି। ଏଥିସହ ପ୍ରିୟଙ୍କାଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ତାଙ୍କୁ ଓ…
ପୋଲିସ ଷ୍ଟେଶନରେ ଖେଳୁଛନ୍ତି ମାଛ-ସାପ
ପାଟନା, ୨୮।୭: ଲଗାତାର ବର୍ଷା ଯୋଗୁ ବିହାରରେ ବନ୍ୟା ଦେଖାଦେଇଛି। ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ରହିଛି। ଏପରିସ୍ଥଳେ ଦରଭଙ୍ଗାର କୁଶେଶ୍ୱରସ୍ଥାନ ପୋଲିସ ଷ୍ଟେଶନରେ ବନ୍ୟା ଜଳ ପଶିଛି। ଷ୍ଟେଶନରେ ମାଛ ଏବଂ ସାପ ଖେଳୁଥିବାର ଫଟୋ ଓ ଭିଡ଼ିଓ ଏବେ…
ଆମିରଙ୍କ ଯୋଗୁ ବଲିଉଡ୍ରେ ହୁମାଙ୍କୁ ମିଳିଲା ସୁଯୋଗ
ମୁମ୍ବାଇ: ବଲିଉଡ୍ ନାୟିକା ହୁମା କୁରେସି ଆଜି ଜଣେ ସଫଳ ନାୟିକା ଭାବେ ଜଣାଶୁଣ। ୨୮ ଜୁଲାଇ ୧୯୮୬ରେ ଜନ୍ମ ନେଇଥିବା ହୁମାଙ୍କ ପିତା ଜଣେ ବ୍ୟବସାୟୀ। ଦିଲ୍ଲୀରେ ତାଙ୍କର ବ୍ୟବସାୟ ଚାଲିଥିବା ବେଳେ ହୁମା କିନ୍ତୁ ମଡେଲିଂରେ ରୁଚି ରଖିଥିଲେ।…
Archives


