ଗାଁରେ ଘଷି ପାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଭୋଜପୁରୀର ହଟ୍‌ କେକ୍‌ କୁହାଯାଉଥିବା ପ୍ରସିଦ୍ଧ ଅଭିନେତ୍ରୀ ଅଞ୍ଜନା ସିଂହ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ୨ଟି ଚୁଟିକରି ସାଲଓ୍ବାର ସୁଟ୍‌ ପିନ୍ଧି ଜଣେ ଗାଉଁଲି ଝିଅ ରୂପରେ ଦେଖିବାକୁ ମିଳୁଛି। ତାଙ୍କ ସମ୍ମୁଖରେ ଗୋବର ଥୁଆ ହୋଇଥିବା ଦେଖିବାକୁ ମିଳୁଛି। ଏହି ଗୋବରରେ ଅଞ୍ଜନା ଘସି ପାରୁଥିବା ଦେଖାଯାଉଛନ୍ତି।
ଫଟୋ ଶେୟାରକରି ଅଞ୍ଜନା କ୍ୟାପଶନରେ ଲେଖିଛନ୍ତି, ଶୁଭ ସକାଳ, ଏବେ ବି କାମ ଚାଲିଛି। ଏହି ଫଟୋ ମୋର ଆଗାମୀ ଫିଲ୍ମ ‘ଜୟ ମା’ ବିଦ୍ୟାଭାସିନି’ର ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଥଙ୍କ ପରେ ଏକତା କପୁରଙ୍କ ଶୋ’ ଛାଡ଼ିବେ ଏହି ଲିଡ୍‌ ଅଭିନେତ୍ରୀ: ଜାଣନ୍ତୁ କାହିଁକି..

ବମ୍ବେ: ଏକତା କପୁରଙ୍କ ‘କସୌଟି ଜିନ୍ଦେଗୀ କି’ର ଲିଡ୍‌ ରୋଲ୍‌ରେ ଥିବା ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସ୍‌ ଶୋ’କୁ ଅଲବିଦା କହିବାକୁ ଯାଉଛନ୍ତି। ପ୍ରଥମେ ପ୍ରେରଣା ଓରଫ...

ପୁଣି ଘୁଞ୍ଚିଲା ବର୍ଷା-ଅନୁଭବଙ୍କ ବିବାଦ ମାମଲାର ଶୁଣାଣି

କଟକ ଅଫିସ,୨୮ା୭: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ହୋଇପାରୁନି। ତାରିଖ ପରେ...

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ ସାରା ଅଲୀ ଖାନ୍‌ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ତାଙ୍କର ଗର୍ଜିୟସ ଲୁକ୍‌ ସହିତ ଅଭିନୟ ଦ୍ୱାରା ପ୍ରଶଂସକମାନଙ୍କ ହୃଦୟ ଜିଣିଥାନ୍ତି।...

ପଦ୍ମଶ୍ରୀ ପାଇଲେ ଏମ୍‌ଏମ୍‌ କିରଭାନୀ

ନୂଆଦିଲ୍ଲୀ,୫।୪: ଦକ୍ଷିଣ ସିନେମାର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆର୍‌ଆର୍‌ଆର’ର ‘ନାଟୁ ନାଟୁ’ ସଂଗୀତ ରଚନା ଏମ୍‌ଏମ୍‌ କିରଭାନୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ...

‘ଶମ୍‌ଶେରା’ରେ ଡବଲ୍‌ ରୋଲ୍‌

ବମ୍ବେ: ଚଳିତ ବର୍ଷର ବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଶମଶେରା’। ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି। ଏହାକୁ ଦେଖିବା ପରେ ପ୍ରଶଂସକଙ୍କ...

ପଠାନ ପୂର୍ବରୁ ରିଲିଜ୍ ହେବ ‘ତୁ ଝୁଠି ମେ ମକ୍କାର’ର ଟ୍ରେଲର

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଗାମୀ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ରେ ପ୍ରଥମଥର ଲାଗି ସ୍କ୍ରିନ ସ୍ପେସ ଶେୟାର...

ଫିଲ୍ମ ‘ଏମରଜେନ୍ସି’କୁ ନେଇ ବଢୁଛି ଉତ୍ସାହ: ସାମ୍ନାକୁ ଆସିଲା ମିଲିନ୍ଦଙ୍କ ଲୁକ୍‌

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଅପକମିଙ୍ଗ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ...

ଶ୍ରୁତିଙ୍କୁ ଜନ୍ମଦିନରେ ମିଳିଲା ଏହି ସ୍ବତନ୍ତ୍ର ଉପହାର

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ଝିଇ ତଥା ଅଭିନେତ୍ରୀ ଶ୍ରୁତି ହାସନଙ୍କର ଆଜି ଅର୍ଥାତ୍‌ ଗୁରୁବାର ହେଉଛି ଜନ୍ମଦିନ। ଇତିମଧ୍ୟରେ ଶ୍ରୁତିି ୩୫...

Advertisement
Archives

Model This Week