ଆଦିପୁରୁଷରେ କ୍ରିତି

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଖୁବ୍‌ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହ ଦର୍ଶକଙ୍କ ନିକଟତର ହେବେ ବୋଲି ଜଣାପଡିଛି । ‘ଆଦିପୁରୁଷ’ ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣିଥରେ ଧମାଲ କରିବେ ବୋଲି କୁହାଯାଉଛି । ଏହି ଫିଲ୍ମର ପୋଷ୍ଟର ଲକ୍‌ଡାଉନ ସମୟରେ ଅଗଷ୍ଟ ମାସରେ ରିଲିଜ୍ ହୋଇଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଫିଲ୍ମଟି ରାମାୟଣର କାହାଣୀ ଉପରେ ଆଧାରିତ । ଏଥିରେ ପ୍ରଭାସ ରାମ ଭୂମିକାରେ ନଜର ଆସିବେ । ଏହାସହ ବଲିଉଡ୍ ଅଭିନେତା ଶୈଫ ଅଲ୍ଲି ଖାଁ ଏଥିରେ ଖଳନାୟକ ବା ରାବଣ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି । ତାଙ୍କ ଚରିତ୍ରର ନାମ ଲଙ୍କେଶ ରହିଛି । ତେବେ ସୀତା ଭୂମିକାରେ କ୍ରିତି ସାନନଙ୍କୁ ଦେଖିବାକୁ ମିଳିବ ବୋଲି ପୂର୍ବରୁ ଶୁଣାଯାଉଥିବା ବେଳେ ଏହା ଏବେ ସ୍ପଷ୍ଟ ହୋଇଛି । ଆସନ୍ତା ବର୍ଷ ଜାନୁୟାରୀରେ ଏହାର ଶୁଟିଂ ଆରମ୍ଭ କରାଯିବ । ଏକ ରିପୋର୍ଟ ଅନୁଯାୟୀ, ‘ଆଦିପୁରଷ’ ହିନ୍ଦୀ ବ୍ୟତୀତ ତାମିଲ, ମଲାୟାଲମ, କନ୍ନଡ କିଛି ଅନ୍ତର୍ଜାତୀୟ ଭାଷାରେ ନିର୍ମାଣ କରାଯାଇ ରିଲିଜ୍ କରାଯିବାର ଯୋଜନା ରହିଛି । ୧୧ ଅଗଷ୍ଟ ୨୦୨୨ରେ ଏହା ରିଲିଜ୍ କରାଯିବ ବୋଲି କୁହାଯାଉଛି । ଭୂଷଣ କୁମାର, କୃଷ୍ଣା କୁମାର, ଓମ ରାଉତ, ପ୍ରସାଦ ସୁତାର ଓ ରାଜେଶ ନାୟାର ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ରୂପରେ ସାରା

ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ନିଜର ଫିଲ୍ମ, ଫିଟନେସ୍ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚିତ । ନିକଟରେ ସେ...

କେହି ଟଙ୍କା ଲଗାଇବାକୁ ରାଜି ହେଲେନି; ୫ ଲକ୍ଷ କୃଷକଙ୍କ ଚାନ୍ଦାରେ ନିର୍ମାଣ ହୋଇଥିଲା ଏହି ସୁପରହିଟ୍‌ ଫିଲ୍ମ; କିଛି ଏଭଳି ଥିଲା…

ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’,...

ଟେଲି ଜଗତର ବୋଲ୍ଡ ଶାଶୁମା’: ଯିଏ ୪୯ ବର୍ଷରେ ବି ରହୁଛନ୍ତି ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଅଚ୍ଚିତ କୌର। ଟେଲିଭିଜନ ଜଗତର ଜଣେ ବୋଲ୍ଡ ଶାଶୁ ମା’ ହିସାବରେ ସେ ଘରେ ଘରେ ପରିଚିତ। ଏବେ ଅର୍ଚ୍ଚିତଙ୍କୁ ୪୯ ବର୍ଷ।...

ମଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଅରବାଜ

ଅଭିନେତା ଅରବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବେ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଡେଟ୍‌ କରୁଛନ୍ତି। ଉଭୟ ଚଳିତବର୍ଷ ଏପ୍ରିଲରେ ବିବାହ...

ଆରଣ୍ୟକ ପରେ ନୂଆ ଓଟିଟି ଶୋ’ର ଶୋଭା ବଢାଇବେ ରବିନା

ମୁମ୍ବାଇ: ନିଜ ଷ୍ଟ୍ରିମିଂ ଶୋ’ ଆରଣ୍ୟକକୁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ପୁଣିଥରେ ଆଉ ଏକ ଶୋ’ରେ ନଜର ଆସିବେ...

ବିଶାଳ ମନ୍ଦିର ନିର୍ମାଣ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଅଚନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ଦେଇ ସେ ବିବାଦ ଘେରକୁ...

ଶୁଟିଂ ସେଟ୍‌ରେ ଭୋଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ରୁପା ଗାଙ୍ଗୁଲି ୧୯୬୬ ନଭେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା ମଧ୍ୟ। ଆଜି ତାଙ୍କ ଜନ୍ମଦିନ...

ଓସ୍କାର ଆଓ୍ବାର୍ଡ: ଇତିହାସ ରଚିଲା ‘ପାରାସାଇଟ୍‌’

କାଲିଫର୍ନିଆ,୧୦।୨: ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ମସିହାର ୯୨ ତମ ଓସ୍କାର ଆଓ୍ବାର୍ଡ ଆମେରିକାର ଲସ୍‌ ଆଞ୍ଜେଲସ ସହରର...

Advertisement
Archives

Model This Week