ବିଶ୍ୱର ୭ମ ବୋଲର ଭାବେ ୫୦୦ ଉଇକେଟ୍ ନେଲେ ବ୍ରଡ୍
ମାଞ୍ଚେଷ୍ଟର, ୨୮।୭: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ୍ ଇତିହାସରେ ବିଶ୍ୱର ୭ମ ବୋଲର ଭାବେ ବ୍ରଡ୍…
ନିଜଠାରୁ ଦୁଇ ବର୍ଷ ବଡ଼ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଏହି ସୁପରଷ୍ଟାର, ଜଣାପଡ଼ିବା ପରେ..
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ଆଜି ହାପି ବର୍ଥ ଡେ। ୧୯୮୩ ଜୁଲାଇ ୨୮ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ଧନୁଷ ବାପା କସ୍ତୁରୀ ରାଜା ଥିଲେ ଜଣେ ନିର୍ଦ୍ଦେଶକ। ଧନୁଷ ତାଙ୍କ ନିର୍ଦ୍ଦୋନାରେ ନିର୍ମିତ ଫିଲ୍ମ ‘ଥୁଲ୍ଲୁବାଧୋ ଇଲାମାଇ’ରୁ…
ଅଗଷ୍ଟ ୧୮ରୁ ଆରମ୍ଭ ହେବ ଏହି ଟି୨୦ ଲିଗ୍
ତାରୌବା,୨୮।୭(ଏପି): ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ୩୩ ମ୍ୟାଚ୍ ବିଶିଷ୍ଟ କାରିବିୟାନ ପ୍ରିମିୟର ଲିଗ୍ (ସିପିଏଲ୍) ଟୁର୍ନାମେଣ୍ଟ। ଗତଥରର ଚାମ୍ପିୟନ ବାର୍ବାଡୋସ ଟ୍ରାଇଡେଣ୍ଟ ଓ ସେଣ୍ଟ କିଟ୍ସ ଉଦ୍ଘାଟନୀ ମ୍ୟାଚ୍ରେ ମୁହଁାମୁହିଁ ହେବେ। ସେହିପରି ନେଭିସ୍ ପାଟ୍ରିଅଟ୍ସ, ଗୟନା ଆମାଜନ…
କରୀନାଙ୍କ ଏହି ସାଧାରଣ ଦେଖାଯାଉଥିବା ଡ୍ରେସ୍ର ଦାମ୍ ଜାଣିଲେ ଉଡିଯିବ ହୋସ୍
ମୁମ୍ବାଇ: ବଲିଉଡ୍ ବେବୋ କରୀନା କପୁର ଖାଁ ନିଜର ଫ୍ୟାଶନ ସେନ୍ସ ପାଇଁ ବେଶ୍ ଜଣାଶୁଣା। ରେଡ୍ କାର୍ପେଟ ହେଉ କି ଘରେ ତାଙ୍କ ଡ୍ରେସ୍ ସବୁବେଳେ ଷ୍ଟାଇଲିଷ୍ଟ ଓ ଭିନ୍ନ ରହିଥାଏ। ଏହାକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି।…
ଆଇସିୟୁରେ ଭର୍ତ୍ତି ହେଲେ ଏହି ଅଭିନେତା: ଆର୍ଥିକ ସହାୟତା ମାଗିଲେ ଭାଇ
ଟିଭି ଶୋ’ ‘ମନ୍ କି ଆଓ୍ବାଜ୍ ପ୍ରତିଜ୍ଞା’ରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତା ଅନୁପମ ଶ୍ୟାମ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲାଇଫ୍ଲାଇନ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅନୁପମଙ୍କ ଭାଇ ଅନୁରାଗ ଆର୍ଥିକ…
ବୁଧବାର ଭାରତରେ ପହଞ୍ଚିବ ରାଫାଲ
ଅମ୍ବାଲା,୨୮।୭: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ମାରାତ୍ମକ ବୋମା ସହ ସଜ୍ଜିତ ଭାରତୀୟ ବାୟୁସେନାର ଘାତକ ଯୁଦ୍ଧ ବିମାନ ରାଫାଲ ଜୁଲାଇ ୨୯ରେ ପଞ୍ଜାବର ଅମ୍ବାଲାରେ ପହଞ୍ଚିବ। ଏଥିପାଇଁ ଅମ୍ବାଲା ଏୟାରଫୋର୍ସର ଆଖପାଖ ଅଞ୍ଚଳରେ ଧାରା ୧୪୪ଲାଗୁ କରାଯାଇଛି। ଏକ ସପ୍ତାହ ମଧ୍ୟରେ,…
ବିଗ୍ ବିଙ୍କୁ ଜଣେ ବ୍ୟକ୍ତି କହିଲେ ‘ଆପଣ କୋଭିଡ-୧୯ରେ ମରିଯାଆନ୍ତୁ’; ଆଉ ତା ପରେ..
ବମ୍ବେ: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଜୁଲାଇ ୧୧ରେ ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରି ନାନାଦି ପୂଜା, ହୋମଯଜ୍ଞ, ଅଭିଶେକ କରୁଥିବା ନଜିରକୁ ଆସୁଛି। ହେଲେ ଏହି ସମୟରେ…
ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା
ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍ଗମ୍ବାକମ୍ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ ଉକ୍ତ ଆପାର୍ଟମେଣ୍ଟରୁ ଆଉ ୧୧ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଜଣେ ଛାତ୍ରଙ୍କ ଆତ୍ମହତ୍ୟା ପରେ…
ବେନ୍ ଷ୍ଟୋକ୍ସଙ୍କ ଡ୍ରେସରେ ଲାଗିଥିଲା ଦାଗ, ସାଥୀ ଖେଳାଳିଙ୍କ ଥିଲା ଏମିତି ପ୍ରତିକ୍ରିୟା
କରୋନା ଯୋଗୁ ପ୍ରାୟ ଚାରିମାସ ପରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ଓଲ୍ଡ ଟ୍ରାଫର୍ଡରେ ଦୁଇ ଦଳ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ସମୟରେ ବେନ ଷ୍ଟୋକ୍ସଙ୍କ ଧଳା ଡ୍ରେସରେ…
ଭାରତୀୟ ବାୟୁସେନାର ବୟୋଜ୍ୟଷ୍ଠଙ୍କୁ ୧୦୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲା ବାୟୁସେନା
ନୂଆଦିଲ୍ଲୀ,୨୮।୭: ଭାରତୀୟ ବାୟୁ ସେନାର ସବୁଠାରୁ ବ୍ୟୟୋଜ୍ୟଷ୍ଠ ପାଇଲଟ ଅବସରପ୍ରାପ୍ତ ସ୍କ୍ବାର୍ଡନ ଲିଡର ଦଲିପ ସିଂ ମାଜିଥିଆ ମଙ୍ଗଳାବର ନିଜର ୧୦୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୌରିଆ ଦିଲୀପ ସିଂଙ୍କୁ ହାର୍ଦ୍ଧିକ…
ବୁଧବାରରୁ କନ୍ଧମାଳ ଲକ୍ଡାଉନ
ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯୋଗୁ ଜିଲା ପ୍ରଶାସନ ବୁଧବାର ସନ୍ଧ୍ୟା ୫ଟାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜିଲାକୁ ଲକ୍ଡାଉନ ଘୋଷଣା କରିଛନ୍ତିି। ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରି ରାସନ,…
ଭୂମିପୂଜାରେ ମୋଦିଙ୍କ ସଂପୃକ୍ତି ସାମ୍ବିଧାନିକ ଶପଥକୁ ଉଲ୍ଲଂଘନ କରୁଛି: ଓଓ୍ବାଇସି
ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଆୟୋଜିତ ହୋଇଥିବା ଭୂମିପୂଜାରେ ସାମିଲ ହେବେ। କରୋନା ଯୋଗୁ ଏହି ଉତ୍ସବରେ ମାତ୍ର ୨୦୦ଜଣ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ। ତେବେ ଏହାକୁ ନେଇ ଏବେ…
Archives


