Home Left

କପଡା ସଫା କରୁଛନ୍ତି ମୁଖ୍ୟମନ୍ତ୍ରୀ, ହସ୍ପିଟାଲରୁ କଲେ କ୍ୟାବିନେଟ ବୈଠକ

ଭୋପାଳ,୨୮।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କରୋନା ସଂକ୍ରମିତ ହୋଇ ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ବୈଠକ କରିଥିଲେ। ହସ୍ପିଟାଲ ବେଡରୁ ରାଜ୍ୟର ପ୍ରଥମ ଅନଲାଇନ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଥିଲେ ଏବଂ…

ପ୍ଲାଜମା ଦାନ କଲେ ଛତ୍ରପୁର ଏସ୍‌ଡିପିଓ: ପ୍ରଶଂସା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ଗତ କିଛି ଦିନ ତଲେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ସେ ପୁଣିଥରେି କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ମଙ୍ଗଳବାର ସେ କଟକ ଏସ୍‌ସିବି ମେଡିକାଲ…

ଚପରାସୀ ଚାକିରି ପାଇଁ ଆବେଦନ କଲେ ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିଥିବା ଦିନେଶ ସାଏନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେ ନାଡାରେ ଏକ ଚପରାସି ଚାକିରି ପାଇଁ ଆବେଦନ କରିଛନ୍ତି। ଭାରତର ଭିନ୍ନକ୍ଷମ କ୍ରିକେଟ ଦଳର ନେତୃତ୍ୱ ନେଇଥିବା…

ପୁଅକୁ ଜନ୍ମଦିନରେ ‘ସ୍ବଚ୍ଛ ବାୟୁ’ ଉପହାର ଦେଲେ ଜୁହି ଚାଓ୍ବଲା

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କେତେକ ଷ୍ଟାର୍‌ କିଡ୍‌ ଲାଇମ୍‌ଲାଇଟ୍‌ରେ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ଏଥିରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ପୁଲାମାନେ ମଧ୍ୟ ଲାଇମ୍‌ଲାଇନ୍‌ଠାରୁ ଖୁବ୍‌ ଦୂରରେ। ଜୁହି ଏବେ ନିଜ ପରିବାର ସହ…

ସାଢ଼େ ୨୨ କିଲୋ ଓଜନ ରୁପା ଇଟାରେ ରାମମନ୍ଦିରର ମୂଳଦୁଆ ହେବ ସ୍ଥାପନ…

ଅଯୋଧ୍ୟା, ୨୮।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିରର ଭୂମି ପୂଜନ କରିବେ। ଏହି ସମୟରେ ୨୨ କିଲୋଗ୍ରାମ୍‌ ୬୦୦ ଗ୍ରାମ୍‌ ଓଜନର ରୁପା ଇଟାରେ ମନ୍ଦିରର ମୂଳଦୁଆ ସ୍ଥାପିତ ହେବ। ଏହି ଇଟାର ଆନୁମାନିକ ଦାମ ୧୫ଲକ୍ଷ ୫୯…

ଠିକ୍‌ ଭାବେ କରନ୍ତୁ ଶିଶୁର ଦେଖାଶୁଣା

ଶିଶୁମାନଙ୍କର ଠିକ୍‌ ଭାବେ ଯତ୍ନ ନ ନେଲେ ସେମାନଙ୍କର ବହୁ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ପ୍ରଥମକରି ମାଆ ହୋଇଥାନ୍ତି ତେବେ ପିଲାମାନଙ୍କର ଯତ୍ନ କିପରି ନେବେ ଜାଣିରଖନ୍ତୁ… ପିଲାମାନେ ବହୁତ ଥର ପରିସ୍ରା କରିଥାନ୍ତି। ତେଣୁ ମଝିରେ…

ଭେଣ୍ଡି ଦୋପିଆଜା

ଆବଶ୍ୟକ ସାମଗ୍ରୀ: ଭେଣ୍ଡି- ୫୦୦ଗ୍ରାମ୍‌, ଅଦା- ୧ ଇଞ୍ଚ, ପିଆଜ- ୨ଟି ବଡ଼, ଜିରା- ୧ ଚାମଚ, ହଳଦୀ ଗୁଣ୍ଡ- ଅଧା ଚାମଚ, ଲଙ୍କା ଗୁଣ୍ଡ ଓ ଲୁଣ- ସ୍ବାଦ ଅନୁସାରେ, ତେଲ- ୩ ଚାମଚ ପ୍ରଣାଳୀ: ପ୍ରଥମେ ଭେଣ୍ଡିକୁ ଭଲଭାବେ…

କ’ଣ କରେ ଘିଅ

ଘିଅ (ଗୁଆଘିଅ)ର ଅନେକ ଫାଇଦା ରହିଛି। କିନ୍ତୁ ସାଧାରଣତଃ ଲୋକେ ଭାବିଥାନ୍ତି କି ଘିଅ ଖାଇଲେ ଓଜନ ବୃଦ୍ଧି ହୋଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ଘିଅ ଖାଇବା ଫଳରେ ବହୁ ଉପକାର ମିଳିଥାଏ। – ଘିଅରେ ବହୁ କ୍ୟାଲୋରୀ,…

ଅଗଷ୍ଟରେ ଆସିବ କରୋନାର ନୂଆ ଔଷଧ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୨୮।୭: ଭାରତ ସମେତ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଏହାର ଟିକା ଆସିନାହିଁ। କେବଳ କିଛି ଔଷଧ ଦ୍ୱାରା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ଅନେକ ଔଷଧ ରହିଛି, ଯାହା କରୋନା ଚିକିତ୍ସାରେ ପ୍ରଭାବଶାଳୀ…

କ୍ୱାରାଣ୍ଟାଇନ୍‌ ଶେଷ କରି ଜିମ୍‌ରେ ପହଞ୍ଚିଲେ ସୋନମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଫେରିଯାଇଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ କରୋନା ସଙ୍କଟ ଯୋଗୁ ଦୁହିଁଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଛି। ତେବେ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ…

ଅଣ୍ଡା ଭାଙ୍ଗିବା ପାଇଁ ଏମିତି କିଛି କରୁଛି ପକ୍ଷୀ, ଦେଖିଲେ ହସି ହସି ଗଡିଯିବେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। କେତେକ ଭିଡିଓ ଦେଖି ହସ ନିୟନ୍ତ୍ରଣ ହେଉ ନ ଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଦେଶର ସବୁଠାରୁ ଏହି ପୁରାତନ ମହିଳା ଦେଉଛନ୍ତି ଟ୍ୟାକ୍ସ

ଭୋପାଳ,୨୮।୭: ନିକଟରେ ଆୟକର ବିଭାଗର ସ୍ଥାପନା ଦିବସ ପାଳନ ହୋଇଯାଇଛି। ଚଳିତ ଥର ଆୟକର ବିଭାଗର ଏକ କମିଟି ସର୍ବ ପୁରାତନ ଟିକସଦାତାଙ୍କୁ ସମ୍ମାନିତ କରିବାକୁ ଏକ କାର୍ଯ୍ୟକ୍ରମ ଆଯୋଜିତ କରିଥିଲା। କିନ୍ତୁ ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri