Home Left

ଅନ୍‌ଲାଇନ ପାଠପଢ଼ା ବେଳେ ମୋବାଇଲ ଫୋନ୍‌ ଫାଟିଲା

ପୁରୀ ଅଫିସ,୨୯ା୭: ଅନ୍‌ଲାଇନରେ ପାଠପଢାବେଳେ ମୋବାଇଲ ଫୋନ୍‌ ଫାଟିଲା। ତେବେ ସୌଭାଗ୍ୟବଶତଃ ରକ୍ଷା ପାଇଛନ୍ତି ଜଣେ ସପ୍ତମଶ୍ରେଣୀ ଛାତ୍ରୀ। ତାଙ୍କ ବାମ ହାତରେ ଆଘାତ ଲାଗିଛି। କିନ୍ତୁ ମୋବାଇଲ ଫୋନ୍‌ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏମିତି ଏକ ଅଭାବନୀୟ ଘଟଣା…

ଗୁରୁତ୍ୱ ହରାଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ବନ୍ତଳା, ୨୯ା୭ (ଡି.ଏନ.ଏ.): ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଦିନେ ଅନୁଗୋଳ ଜିଲାର ସାତକୋଶିଆ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା। ମହାବଳ ବାଘ ବଂଶ ବିସ୍ତାର ପାଇଁ ଏହା ଏକ ଉପଯୁକ୍ତ କ୍ଷେତ୍ର ବୋଲି କୁହାଯାଉଥିଲା। ମାତ୍ର ଆବଶ୍ୟକ ସୁରକ୍ଷା ଓ ପରିଚାଳନାଗତ…

ଏୟାରଟେଲ ଚେୟାରମ୍ୟାନ୍‌ଙ୍କ ଦରମା କମିଲା, ଏବେ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ,୨୯।୭: ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲଙ୍କ ଦରମା ପ୍ୟାକେଜ ତିନି ପ୍ରତିଶତ ହ୍ରାସ ପାଇ ୩୦.୧୩କୋଟିରେ ପହଞ୍ଚିଛି। କମ୍ପାନୀ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏୟାରଟେଲର ଶେୟାର…

ଆଜି ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଅପରାହ୍ନ ସାଢ଼େ ୧୧ଟାରୁ ବୋର୍ଡର ୨ଟି ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଏହି ୱେବ୍‌ସାଇଟ୍‌ ହେଲା www.bseodisha.ac.in ଏବଂ www.bseodisha.nic.in। ଏଥିସହ ୫୬୭୬୭୫୦ରେ ଏସ୍‌ଏମ୍‌ଏସ୍‌ କରିଲେ ମଧ୍ୟ ରେଜଲ୍ଟ ମିଳିପାରିବ।…

ସୁଶାନ୍ତଙ୍କ ଆକାଉଣ୍ଟରୁ ଗୋଟିଏ ମାସରେ ୧୫ କୋଟି ଟଙ୍କା ଉଠାଇ ଥିଲେ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ପିତା ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ସୁଶାନ୍ତଙ୍କ ପିତା କରିଛନ୍ତି ଯେ, ସୁଶାନ୍ତଙ୍କୁ ପ୍ରେମ…

୨ ଯୁବକଙ୍କୁ ପିଟି ହତ୍ୟା

ଜାମୁଇ,୨୯।୭: ବିହାରର ଜାମୁଇ ଜିଲା ସିମୁଲତାଲା ଥାନା ଅଧୀନରେ ୨ ଯୁବକଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସୂଚନା ମତାବକ ଯୁବକ ଦ୍ୱୟ ଏକ ଷଣ୍ଢ ଚୋରିକରି ସୋମବାର ରାତିରେ ଟିଲୋନା ଗ୍ରାମରେ ରଖିଥିଲେ। ଗ୍ରାମବାସୀ…

ଜିଦ୍‌ରେ ଅଡ଼ିବସିଲେ ଗେହଲଟ୍‌

ଜୟପୁର,୨୯।୭: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମଙ୍ଗଳବାର ରାଜସ୍ଥାନର ଗେହଲଟ୍‌ ସରକାର ରାଜ୍ୟପାଳ କଲରାଜ୍‌ ମିଶ୍ରଙ୍କୁ ଏକ ପ୍ରସ୍ତାବ ଦେବା ସହ ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ଲାଗି ଦାବି କରିଛନ୍ତି। ତେବେ ଆସ୍ଥାଭୋଟ ଲୋଡ଼ିବା ନେଇ…

କଶ୍ମୀର ପାଇଲଟ୍‌ ହିଲାଲ୍‌ ପ୍ରଥମେ ଚଳାଇବେ ରାଫାଲ

ଶ୍ରୀନଗର,୨୯।୭: କଶ୍ମୀର ପାଇଲଟ୍‌ ହିଲାଲ୍‌ ଅହମଦ ରାଥର ଫ୍ରାନ୍ସରୁ ଭାରତ ଆସୁଥିବା ଯୁଦ୍ଧବିମାନ ରାଫାଲକୁ ପ୍ରଥମେ ଚଳାଇବେ ବୋଲି ଜଣାପଡ଼ିଛି। ଭାରତୀୟ ବାୟୁସେନାର ଏହି ଅଧିକାରୀ ଏବେ ଫ୍ରାନ୍ସରେ ପ୍ରଶିକ୍ଷଣ ନେଉଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ଏକ ମଧ୍ୟବିତ୍ତ ପରିବାରରେ…

ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି। ତାଙ୍କ ଇସ୍ତଫା ଦାବିରେ ଇସ୍ରାଏଲ ଜନସାଧାରଣ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି…

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୨ ବର୍ଷ ଜେଲ

କୁଆଲା ଲୁମ୍ପୁର,୨୯।୭: ମାଲେସିଆର ଏକ କୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ୍‌ ରଜାକ୍‌ଙ୍କୁ ୧୨ ବର୍ଷ ଜେଲ ସହ ୪୯.୪୦ ନିୟୁତ ଡଲାର ଜରିମାନାଦେଶ ଶୁଣାଇଛନ୍ତି। ରାଜକୋଷର ବହୁକୋଟି ଟଙ୍କା ଆର୍ଥିକ ଦୁର୍ନୀତି ମାମଲାରେ ସେ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ…

ଦବିଲା ଇଂରେଜ ଅମଳର ପୋଲ

ବାଲିଆପାଳ, ୨୯ା୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବାଲିଆପାଳ-ବସ୍ତାର ଘଣ୍ଟିଆଡି ନିକଟରେ ଥିବା ଏକ ପୋଲ ମଙ୍ଗଳବାର ସକାଳେ ଦବିଯାଇ ଭାଙ୍ଗିଯାଇଛି। ସେଠାରେ ପ୍ରାୟ ୫ରୁ ୬ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି ା ମୁଖ୍ୟ ରାସ୍ତାରେ ଏପରି ଗର୍ତ୍ତ…

ଫ୍ୟୁଚର ଗ୍ରୁପ୍‌ କ୍ରୟ ଲାଗି ରିଲାଏନ୍ସ ଦେବ ୨୭ ହଜାର କୋଟି

ନୂଆଦିଲ୍ଲୀ,୨୯।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ କିଶୋର ବିୟାନୀଙ୍କ ରିଟେଲ ଚେନ୍‌ ଫ୍ୟୁଚର ଗ୍ରୁପ୍‌କୁ କ୍ରୟ କରିବା ଲାଗି ଯୋଜନା କରୁଛି। ଏଥିଲାଗି ମୁକେଶ ଅମ୍ବାନୀ ୨୪ରୁ ୨୭ ହଜାର କୋଟି ଟଙ୍କା ପ୍ରଦାନ କରିବେ ବୋଲି ପ୍ରକ୍ରିୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri