ହେୟାର କଟ୍‌ ଫ୍ୟାଶନ୍‌

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ବର୍ତ୍ତମାନ ହେୟାର କଟିଂ ପ୍ରତି ମହିଳାମାନେ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ହେଲେ ହେୟାରକଟିଂ ସମୟରେ କେତୋଟି ସାମନ୍ୟ ଭୁଲ୍‌ ଆପଣଙ୍କ ଲୁକ୍‌ ବିଗାଡ଼ି ଦେଇପାରେ। ତେଣୁ ଫେସ୍‌ର ସେପ୍‌ ଅନୁଯାୟୀ କେଉଁ ହେୟାର୍‌ କଟ ଷ୍ଟାଇଲିଶ୍‌ ଲୁକ୍‌ ଦେବ ଜାଣି ରଖନ୍ତୁ…

ରାଉଣ୍ଡ ଫେସ୍‌: ଏହି ସେପ୍‌ର ଫେସ୍‌ ପାଇଁ ଛୋଟ ବା ଗାଲ ପର୍ଯ୍ୟନ୍ତ କଟାଯାଇଥିବା ହେୟାର ଷ୍ଟାଇଲ ସୁଟ୍‌ କରି ନ ଥାଏ। ବିଶେଷ କରି କର୍ଲି ହେୟାରରେ ଏଭଳି ହେୟାର କଟ୍‌ କଲେ ମୁହଁ ଅପେକ୍ଷାକୃତ ବଡ ଲାଗିଥାଏ। ଷ୍ଟ୍ରେଟ୍‌ ଏବଂ ଲଙ୍ଗ୍‌ ହେୟାର କଟ୍‌ ବିଶେଷ କରି ଲଙ୍ଗ ଲେୟାର ବ୍ୟାଙ୍ଗ୍‌ କଟ୍‌ ଏଭଳି ଫେସ୍‌କୁ ଅଧିକ ଆକର୍ଷଣୀୟ କରିଥାଏ।
ଓଭାଲ ଫେସ୍‌: ଏଭଳି ଫେସ୍‌ ସେପ୍‌ର ମହିଳାମାନେ ସାଧାରଣତଃ ଅଧିକାଂଶ ହେୟାର କଟ୍‌ରେ ଷ୍ଟାଇଲିସ୍‌ ଲାଗିଥାନ୍ତି। ହେଲେ ମନେ ରଖନ୍ତୁ ଯଦି ଆପଣଙ୍କର ମୋଟା ଏବଂ କର୍ଲି ହେୟାର୍‌ ତେବେ ବ୍ଲଣ୍ଟ କଟ୍‌ରେ ଆପଣଙ୍କ ମୁହଁ ଅଧିକ ଲମ୍ବା ଲାଗିବ। କିନ୍ତୁ ଆପଣ ଚାହିଁଲେ ବ୍ଲଣ୍ଟ ବ୍ୟାଙ୍ଗ୍‌ କିମ୍ବା ସାଇଡ୍‌ ବ୍ୟାଙ୍ଗ୍‌ ବବ୍‌ କଟ୍‌ କରିପାରିବେ।
ଲଙ୍ଗ୍‌ ଫେସ୍‌: ଏଭଳି ଫେସ୍‌କୁ ଲଙ୍ଗ୍‌ ପରିବର୍ତ୍ତେ ଶର୍ଟ ହେୟାର୍‌ କଟ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ। ଯଦି ଲଙ୍ଗ୍‌ ହେୟାର ଷ୍ଟାଇଲ୍‌ ପସନ୍ଦ ତେବେ ଏଭଳି ଫେସ୍‌ ଶେପ୍‌ ଲାଗି ଲଙ୍ଗ୍‌ ଲେୟାର କିମ୍ବା ଷ୍ଟେପ୍‌ କଟ୍‌ ସାଙ୍ଗକୁ ଚିକ୍‌ବୋନ୍‌ ପର୍ଯ୍ୟନ୍ତ ଫ୍ରଣ୍ଟ କଟ୍‌ କରନ୍ତୁ। ଏହାଦ୍ୱାରା ମୁହଁ ଗୋଲ ଏବଂ ସୁନ୍ଦର ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri