ଲକ୍‌ଡ଼ାଉନ୍‌ ଶିଖାଇ ଦେଲା ଦାମ୍ପତ୍ୟ ଜୀବନର ଗୁରୁତ୍ୱ: ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ସ୍ତ୍ରୀ

ଭୋପାଳ,୧।୧୨: ଦାମ୍ପତ୍ୟ ଜୀବନରେ କେତେକ ଭୁଲ ବୁଝାମଣା ଏବଂ ସନ୍ଦେହରୁ ଝଡ଼ ଦେଖାଦେଇଥାଏ। ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣାରେ ଜଣେ ସ୍ତ୍ରୀ ନିଜ ଭାଇ, ଭାଉଜ ଏବଂ ପରିବାର ସଦସ୍ୟଙ୍କ କଥାରେ ପଡ଼ି ସ୍ବାମୀଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ସେ ୩ ବର୍ଷ ଧରି ନିଜ ମାତା ପିତାଙ୍କ ଘରେ ରହିଆସୁଥିଲେ। ମାତ୍ର ଲକ୍‌ଡାଉନ୍‌ ସମୟରେ ସେ ତାଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିବା ଲାଗି ପରିବାର ସଦସ୍ୟ ଉଦ୍ୟମ କରୁଥିବା ଜାଣିପାରିଥିଲେ। ସେ ସ୍ବାମୀଙ୍କ ପାଖକୁ ଫେରିଆସିବା ପାଇଁ ପରିବାର କୋର୍ଟ କାଉନସେଲରଙ୍କୁ କହିଥିଲେ। ଏବେ ସେ ସ୍ବାମୀଙ୍କ ପାଖକୁ ଫେରିଆସିଛନ୍ତି। ସେ ଛାଡ଼ପତ୍ର ମାମଲା ପ୍ରତ୍ୟାହାର କରିଛନ୍ତି। ଲକ୍‌ଡାଉନ୍‌ ତାଙ୍କୁ ଦାମ୍ପତ୍ୟ ଜୀବନର ଗୁରୁତ୍ୱ ଶିଖାଇ ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ସମୟରେ କାଳୀ ମୂର୍ତ୍ତିଙ୍କଠାରୁ ବାହାରେ ଝାଳ…

ମଧ୍ୟପ୍ରଦେଶର ଜବଲପୁରରେ ମାତା କାଳୀଙ୍କର ଏକ ପୁରାତନ ମନ୍ଦିର ରହିଛି। ଏହା ଏକ ଚମତ୍କାରୀ ମନ୍ଦିର। ଏଠାରେ ଗରମ ହେଲେ କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିଥାଏ।...

ନିଜେ ପାଲଟିଛି ନିଜର ସାହାରା

ଚାଇନାର ଡାଙ୍ଗ ଭାନ ଖୁୟେନ। ବୟସ ମାତ୍ର ୧୦ ବର୍ଷ। ହେଲେ ଦୁଃଖର ପାହାଡ ଯେମିତି ତାରି ଉପରେ ଅଜାଡି ହୋଇଯାଇଛି। କଅଁଳ ବୟସରୁ ପ୍ରଥମେ...

ଭାଜପାର ମିଶନ ତାମିଲନାଡୁ: ଦୁଇ ଦିନିଆ ଗସ୍ତରେ ଚେନ୍ନାଇ ପହଞ୍ଚିଲେ ଶାହା

ଚେନ୍ନାଇ,୨୧ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ୨ଦିନିଆ ତାମିଲନାଡୁ ଗସ୍ତରେ ଚେନ୍ନାଇ ପହଞ୍ଚିଛନ୍ତି । ଶାହା ସେଠାରେ କେତୋଟି ବିକାଶମୂଳକ ପରିଯୋଜନାର ଉଦ୍‌ଘାଟନ...

ଘର ବାହୁଡ଼ା ପରେ ହଟିଲା ଜେଡ୍‌ ସିକ୍ୟୁରିଟି

କୋଲକାତା,୧୭।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଭାଜପାର ହାତ ଧରିଥିଲେ ମୁକୁଲ ରୟ। ହେଲେ ନିକଟରେ ପୁଣି ଥରେ ତାଙ୍କର ଘର...

ସୀତାପୁରରେ ପହଞ୍ଚିଲେ ରାହୁଲ

ଲକ୍ଷ୍ନୌ,୬।୧୦: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ବୁଧବାର ସନ୍ଧ୍ୟାରେ...

ମମତାଙ୍କୁ ସାଥ୍‌ ଦେବନାହିଁ କଂଗ୍ରେସ-ସିପିଏମ୍‌

କୋଲକାତା, ୨୭।୬: ପଶ୍ଚିମବଙ୍ଗରେ ଭାଜପାକୁ ମାତ୍‌ ଦେବା ପାଇଁ ମମତା ବିପକ୍ଷ ଦଳର ସହଯୋଗ ଲୋଡିଛନ୍ତି। କିନ୍ତୁ କଂଗ୍ରେସ ଏବଂ ସିପିଏମ୍‌ ଏଥିରେ ମମତାଙ୍କୁ ସହଯୋଗ...

୩୧ରେ ଘୋଷଣା ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ତାରିଖ

ନୂଆଦିଲ୍ଲୀ,୨୬।୧୨-ସିବିଏସଇ ପରୀକ୍ଷା ତାରିଖକୁ ନେଇ ଶନିବାର ଆସିଛି ଏକ ବଡ ଖବର। ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ୨୦୧୧...

ମୋବାଇଲ୍‌ ଆଲୋକରେ ଶହୀଦ୍‌ ଯବାନଙ୍କ ଅନ୍ତିମ ସଂସ୍କାର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଫିରୋଜାବାଦ,୨୦।୧୦: ଉତ୍ତରପ୍ରଦେଶ ଫିରୋଜାବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଶହୀଦ୍‌ ଯବାନଙ୍କ ଅନ୍ତିମ ସଂସ୍କାର ଅନ୍ଧାରରେ ମୋବାଇଲ୍‌ ଆଲୋକରେ କରାଯାଇଛି। ଏହା ଏବେ...

Advertisement


Archives

Model This Week