ଗୁପ୍ଚୁପ୍ ବିକାଳିଙ୍କ ପ୍ରେମରେ ପଡ଼ିଲେ ଏହି ନାବାଳିକା: କଲେ ଏମିତି କିଛି…..
ଗୁପ୍ଚୁପ୍, ସବୁ ଝିଅମାନଙ୍କର ପସନ୍ଦ। ପ୍ରତିଦିନ ଝିଅମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ହେଲେ ସବୁଦିନ ଗୁପ୍ଚୁପ୍ ଖାଇବାକୁ ଯାଇ ଶେଷରେ ବିକାଳୀଙ୍କ ପ୍ରେମରେ ପଡ଼ିଲେ ଜଣେ ନାବାଳୀକା। ଗୁପ୍ଚୁପ୍ ବିକାଳିଙ୍କ ପ୍ରେମରେ ସେ ଏମିତି ପାଗେଳି ହୋଇଗଲେ ଯେ, ତାଙ୍କ…
୪୮ ଘଣ୍ଟା ପାଇଁ କାହିଁକି ବନ୍ଦ ହେଲା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡ଼ି ସେବା, ଜାଣନ୍ତୁ
ଭଦ୍ରକ ଅଫିସ,୮।୮: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି l ଜଣେ କାର୍ଯ୍ୟରତ ଡାକ୍ତର କୋରୋନା ପଜିଟିଭ୍ ଚିହ୍ନଟ ପରେ ମୁଖ୍ୟ ଚିକିତ୍ସାଳୟରେ ଏହି ସେବାକୁ ବନ୍ଦ ରଖାଯାଇଥିବା ସିଡିଏମଓ ଡ. ସନ୍ତୋଷ…
ଏହି ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ: ୨୦୧୯ ବିସ୍ଫୋରଣରେ ଥିଲା ହାତ
କୋରୁକୋଣ୍ଡା,୮।୮(ଡି.ଏନ୍.ଏ.): ମାଲକାନଗିରି ପୋଲିସ ପକ୍ଷରୁ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେ ହେଲେ ସମରା ବଜ। ସମରା ଦୀର୍ଘ ଦିନରୁ ମାଓବାଦୀ ସଙ୍ଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ। ସମରା ମାଲକାନଗିରି ଜିଲାର ବଜଗୁଡା ଗ୍ରାମରେ ରହୁଥିଲେ। ସେ ମାଓବାଦୀ ସଙ୍ଗଠନକୁ…
ରିୟାଙ୍କ ନୂଆ ଦାବି: ସୁଶାନ୍ତଙ୍କ ସମ୍ପତ୍ତି ଭାବରେ ପାଖରେ ଅଛି କେବଳ ଡାଏରୀ, ସିପର୍
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ଇତିମଧ୍ୟରେ ସେ ଇଡି ଅଫିସରେ ହାଜର ହୋଇସାରିଛନ୍ତି। ଟଙ୍କା ହେରଫେରକୁ ନେଇ ଇଡି ତଦନ୍ତ କରୁଥିବା ବେଳେ ରିୟାଙ୍କ ସହ ପୁରା ପରିବାର ବିବାଦକୁ…
ଟ୍ରେନ୍ର କେଉଁ ସିଟରେ ବସିଲେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥାଏ
ନ୍ୟୁୟର୍କ,୮।୮: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରାୟ ସାରା ବିଶ୍ୱରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ବନ୍ଦ କରି…
ଗଞ୍ଜାମରେ ମୃଦୁ ଭୂମିକମ୍ପ: ଭୟରେ ଘରୁ ବାହାରକୁ ପଳାଇଲେ ଲୋକେ
ପାତ୍ରପୁର,୮।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର କିଛି ଗ୍ରାମରେ ଶନିବାର ସକଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ବ୍ଲକର ଖାରିଆଗୁଡ଼ା, ତୁରୁବୁଡି, ସୁରଙ୍ଗି, ମନ୍ଦରଡା, ପଦାଦିଗି, ତଣ୍ଡିପୁର, ଆଙ୍କୁଲି ପଞ୍ଚାୟତର ବିଭିନ୍ନ ଗ୍ରାମ ସହ ଚିକିଟି ବ୍ଲକ, ଆନ୍ଧ୍ରର ଇଛାପୁର ଓ…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିଶ୍ୱବାପୀ ଆନ୍ଦୋଳନ ପାଲଟିଲାଣି: ନ୍ୟାୟ ପାଇଁ ଉଠୁଛି ଦାବି
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ପାଖାପାଖି ୨ ମାସ ହେଲାଣି। ତାଙ୍କୁ ନ୍ୟାୟ ଦେବା ପାଇଁ ସମଗ୍ର ଦେଶ ଏକାଠି ହୋଇଯାଇଛି। ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଏକ ଅଭିଯାନ…
ରାଜ୍ୟର ଲକ୍ଷେ ୭୮ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ୍
ଚଣ୍ଡିଗଡ଼, ୮।୮: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ରେ କ୍ଲାସ୍ କରୁଛନ୍ତି। ରାଜ୍ୟର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟର ଲକ୍ଷେ ୭୮…
କରୋନା ନେଇ ଭାରତ ସମେତ ୫ଦେଶ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ
ଓ୍ବାଶିଂଟନ୍,୮।୮: ମହାମାରୀ କରୋନା ଭାଇରସ୍ ବିରୋଧରେ ସାମୂହିକ ଭାବେ ଲଢ଼ିବା ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ଇସ୍ରାଏଲ୍ ଓ କୋରିଆର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାର୍ଗନ…
ପିଲା ପିଇବେ ଗଧ କ୍ଷୀର: ଏକ ଲିଟରର ଦାମ ଜାଣି ହେବେ ଆଶ୍ଚର୍ଯ୍ୟ !
ହିସାର, ୮।୮: ଏବେ ପିଲାଙ୍କୁ ଗଧ କ୍ଷୀର ପିଇବାକୁ ଦିଆଯିବ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ସ୍ମୃତି ଶକ୍ତି ବି ପ୍ରଖର ହେବ। ଏହାକୁ ନିୟମିତ ପିଇଲେ କର୍କଟ, ମେଦବହୁଳତା ଏବଂ ଆଲର୍ଜିରୁ ମୁକ୍ତି ମିଳିପାରିବ…
ରୋଗ ପ୍ରତିରୋଧକ ଶକ୍ତି ପାଇଁ ପିଅନ୍ତୁ ଗୋଲମରିଚ-ଲବଙ୍ଗ କାଢ଼ା: ଘରେ ଏପରି କରନ୍ତୁ ପ୍ରସ୍ତୁତ..
ସାରା ବିଶ୍ୱରେ କରୋନା କାୟା ଜାରି ରହିଛି। ଏଥିରେ ସଂକ୍ରମିତ ହୋଇ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି କରୋନାରେ ପୀଡ଼ିତ ହେଲେ ମୃତ୍ୟୁ ସମ୍ଭାବନା ଅଧିକ ଥିବା ଡାକ୍ତର…
ପିଲା ଜନ୍ମର ୧୦ ଦିନ ପୂର୍ବରୁ ଆସିଲା ପିତାଙ୍କ ମୃତ୍ୟୁ ଖବର
ମଥୁରା,୮।୮: ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଦୁର୍ଘଟଣାରେ ମଥୁରା ନିବାସୀ କୋ-ପାଇଲଟ ଅଖିଳେଶ କୁମାର ଭରଦ୍ୱାଜଙ୍କ ମୃତ୍ୟୁ ହୋଇଛି। ଏହି ଖବର ଆସିବା ପରେ ତାଙ୍କ ପରିବାରରେ ଆସିବାକୁ ଥିବା ଖୁସି ଏବେ ଦୁଃଖରେ ପରିଣତ ହୋଇଛି। ଅଖିଳେଶଙ୍କ ପତ୍ନୀ ମେଘା…
Archives


