ଶ୍ରୀକ୍ଷେତ୍ରରୁ ଜାତିସଂଘ
ପୁରୀ ଅଫିସ,୪। ୮: ବୟସ ୨୦। ହେଲେ ମିଳିତ ଜାତିସଂଘ ପକ୍ଷରୁ ୧୦ଟି ଦେଶରେ ଆୟୋଜିତ ୫୦ଟି ସମ୍ମିଳନୀରେ ବକ୍ତୃତା ଦେଇସାରିଲେଣି। ଏତେ କମ୍ ବୟସରେ ଏଭଳି ସଫଳତା ଆଣି ସେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ ପାଲଟିଛନ୍ତି।…
ପିପିଇ କିଟ୍ ପିନ୍ଧି କରୋନା ରୋଗୀଙ୍କୁ ଭେଟିଲେ ବିଧାୟକ, ତା’ପରେ ଘଟିଲା ଏମିତି
ଅଗରତାଲା,୪।୮: କରୋନା ପ୍ରଭାବିତ ରାଜ୍ୟ ତ୍ରିପୁରାର ବିଧାୟକ ସୁଦୀପ ରାୟବର୍ମନ ପିପିଇ କିଟ୍ ପିନ୍ଧି କରୋନା ରୋଗୀଙ୍କୁ ଭେଟିବାକୁ ଯିବା ମହଙ୍ଗା ପଡିଛି। ପଶ୍ଚିମ ତ୍ରିପୁରାର ଜିଲାଧିକାରୀ ବିଧାୟକଙ୍କୁ ଏକ ନୋଟିସ ପଠାଇଛନ୍ତି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ରହିସାରିଥିବା ସୁଦୀପ ସହିଦ ଭାଗବତ…
ହୋଟେଲ, ରେଷ୍ଟୁରାଣ୍ଟ ପାଇଁ ନୂଆ ଗାଇଡ୍ଲାଇନ୍
ଭୁବନେଶ୍ୱର,୪। ୮(ବ୍ୟୁରୋ): ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ କରୋନା ନିୟମ ମାନୁନାହାନ୍ତି। ଗହଳି ବଢୁଛି। ଏହାକୁ ଦେଖି ରାଜ୍ୟ ସରକାର ହୋଟେଲ ଏବଂ ରେଷ୍ଟୁରାଣ୍ଟ ପାଇଁ ଥିବା ଗାଇଡ୍ଲାଇନରେ ସଂଶୋଧନ କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ…
କୃଷିରେ ମନୋନିବେଶ ଲାଗି ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର,୪। ୮(ବ୍ୟୁରୋ): ଗହ୍ମାପୂର୍ଣ୍ଣିମା ଏକ ଗଣପର୍ବ ରୂପେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଏ। ଏହିଦିନ ଭଗବାନ ବଳରାମ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ସଂସ୍କୃତିରେ କୃଷି ଓ ପଶୁପାଳନର ମୁଖ୍ୟ ବିନ୍ଧାଣି ହେଉଛନ୍ତି ବଳରାମ। ତେଣୁ ତାଙ୍କ ଜନ୍ମଦିନରେ…
ଜାମିନ ପାଇଁ ହାଇକୋର୍ଟ ଗଲେ ଡାକ୍ତର
କଟକ ଅଫିସ,୪। ୮: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ କରାଇବା ଘଟଣାରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଥିଲେ। ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଦେବାଶିଷ…
ଆଇଏଏସ୍, ଓଏଏସ୍ ଅଫିସର ସ୍ତରରେ ବଦଳି
ଭୁବନେଶ୍ୱର,୪। ୮(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍ ଏବଂ ବରିଷ୍ଠ ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍ ଅଫିସର ତଥା ଖୋର୍ଦ୍ଧା…
ଆର୍ଥତ୍କ ସହାୟତା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂଜକ
କଟକ ଅଫିସ,୪। ୮: କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ମନ୍ଦିର ବନ୍ଦ ଥିବା ଯୋଗୁ ପୂଜକମାନେ ରୋଜଗାର ହରାଇଛନ୍ତି। ତେଣୁ ଆର୍ଥତ୍କ ସହାୟତା ନିବେଦନ କରି ପୁରୀ ଜିଲା କାକଟପୁର ମା’ ମଙ୍ଗଳା ମନ୍ଦିରର ୧୫ ଜଣ ପୂଜକ ସୋମବାର ହାଇକୋର୍ଟଙ୍କ…
‘ସିଜେଆଇଙ୍କୁ ସମାଲୋଚନା ସର୍ବୋଚ୍ଚ ଅଦାଲତଙ୍କ ପ୍ରଭୁତ୍ୱକୁ ନୂ୍ୟନ କରୁନାହିଁ’
ନୂଆଦିଲ୍ଲୀ, ୪ା୮:ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି, ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ସମାଲୋଚନା କରିବା ସର୍ବୋଚ୍ଚ ଅଦାଲତଙ୍କୁ ବଦନାମ କରୁନାହିଁ କିମ୍ବା ଏହାର ପ୍ରଭୁତ୍ୱକୁ ନୂ୍ୟନ…
ସୁନ୍ନି ଓ୍ବାକଫ୍ ବୋର୍ଡକୁ ମିଳିଲା ଜମି
ଅଯୋଧ୍ୟା,୪।୮(ଆଇଏଏନ୍ଏସ୍): ରାମମନ୍ଦିର ନିର୍ମାଣ ଲାଗି ଭୂମିପୂଜାର ବିରାଟ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଅଯୋଧ୍ୟା ଜିଲାପାଳ ଅନୁଜ କୁମାର ଝା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମସ୍ଜିଦ ଲାଗି ଫୈଜାବାଦର ଧନିପୁରଠାରେ ଥିବା ୫ ଏକର ଜମି ସୁନ୍ନି ଓ୍ବାକଫ୍ ବୋର୍ଡକୁ ହସ୍ତାନ୍ତର କରିଛନ୍ତି।…
ଚାଷୀଙ୍କୁ ମିଳୁନି ଆର୍କେଭିୱାଇ ସହାୟତା
ଯାଜପୁର ଅଫିସ,୪। ୮: ଗତ ୨ ବର୍ଷ ମଧ୍ୟରେ ସାମୁଦ୍ରିକ ବାତ୍ୟା ହୁଡ୍ହୁଡ୍, ତିତ୍ଲି, ଫନୀ ଓ ଅମ୍ଫନ ଯୋଗୁ ଯାଜପୁର ଜିଲାର ଚାଷୀମାନେ ବିପୁଳ କ୍ଷତି ସହିଛନ୍ତି। ସେମାନଙ୍କ ବର୍ଷବର୍ଷର ସଞ୍ଚିତ ସମ୍ବଳ, ଫସଲ, ବୃକ୍ଷ ସମ୍ପଦ ନଷ୍ଟ ହୋଇଛି।…
ଲଦାଖରେ ଶକ୍ତି ବଢ଼ାଉଛି ଭାରତ
ନୂଆଦିଲ୍ଲୀ,୪।୮: ଚାଇନା ସହ ସୀମା ବିବାଦ ସମାଧାନ ହେବା ପରିବର୍ତ୍ତେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ଯୋଗୁ ଭାରତ ସୀମାରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଦୌଲତବେଗ୍ ଓଲ୍ଡି ଓ ଦେପ୍ସାଙ୍ଗ ନିକଟରେ ୧୭ ହଜାରରୁ ଅଧିକ ସୈନ୍ୟ…
କୁଳଭୂଷଣଙ୍କ ଓକିଲ ନିଯୁକ୍ତି ପାଇଁ ଭାରତକୁ ଅନୁମତି
ଇସ୍ଲାମାବାଦ, ୪ା୮: ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ସୋମବାର ଇସ୍ଲାମାବାଦ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଅଦାଲତ ଶୁଣାଣି ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ତାଙ୍କ ପାଇଁ ଓକିଲ…
Archives


