Home Left

ଆପଣଙ୍କର ଏଭଳି ଅଭ୍ୟାସ ଅଛି କି? ବିଗିଡ଼ିଯିବ ଜୀବନର ସବୁ କାମ..

ଜୀବନର ମୂଲ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ଅର୍ଥାତ ଚାଣକ୍ୟନୀତିର ୧୩ତମ ଅଧ୍ୟାୟରେ ଲେଖିଥିବା ଏକ ଶ୍ଳୋକରେ ମନୁଷ୍ୟର ଏକ ଅଭ୍ୟାସ ବିଷୟରେ କହିଛନ୍ତି। ଯାହାକୁ ନେଇ ସେ ସବୁବେଳେ ଅସୁବିଧାରେ…

କରୋନା ସମୟରେ ଜନ୍ମନେଲେ ଭଗବାନ! ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ଭାରତୀୟଙ୍କର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ରହିଛି। ସେମାନେ ଭଗବାନଙ୍କ ମୂର୍ତ୍ତି ସମେତ ଗଛ, ତଥା ପଶୁକୁ ମଧ୍ୟ ପୂଜା କରିଥାନ୍ତି। ଏପରି ବିଶ୍ୱାସ ଯୋଗୁ ବିଦେଶରେ ଅନେକ ଥର ଭାରତର ମଜାକ୍‌ ଉଡାଯାଇଥାଏ। ଏମିତି ଏକ ଘଟଣାକୁ ନେଇ ବିହାରର…

ଭାରତରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିଛି…

ନୂଆଦିଲ୍ଲୀ,୮ା୮ : ଭାରତରେ କରୋନା ମହାମାରୀ ବର୍ତ୍ତମାନ ଦ୍ରୁତ ଗତିରେ ମାଡ଼ିଚାଲିଛି। ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକେ କରୋନା ଟିକା ପରୀକ୍ଷା ଆଶା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ୟୁନିଭରସିଟି ଟିକାଠାରୁ ଲୋକେ…

କରୋନା ଭୟରେ ଦୁର୍ଘଟଣାର ଶିକାର ଯୁବକଙ୍କୁ ଛୁଉଁ ନ ଥିଲେ କେହି: ବିଧାୟକ ପହଞ୍ଚି କଲେ ଏମିତି

ଗୁଣ୍ଟୁର,୮।୮: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କେହି କାହାର ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ମଣିଷର ଅମାନବିକତା ପ୍ରଦର୍ଶନର ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ଏବେ ସେଭଳି କିଛି ଘଟିଛି…

କରୋନାକୁ ହରାଇଲେ ଅଭିଷେକ

ମୁମ୍ବାଇ,୮।୮: କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହୁଅନ୍ତୁ କି ଗରିବ, ଜନତା ହୁଅନ୍ତୁ କି ନେତା କିମ୍ବା ସେଲିବ୍ରିଟି ସମସ୍ତେ ଏବେ କରୋନା…

ଫେରିବାଲା-ପରିବା ବିକାଳିଙ୍କ ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ,୮।୮: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏହାକୁ କମ୍‌ କରିବାକୁ ଚିନ୍ତା କରୁଛି। ଏହି କ୍ରମରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କିଛି ଉପଦେଶ…

ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା !

ନୂଆଦିଲ୍ଲୀ, ୮।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାର ସେପ୍ଟେମ୍ବରଠାରୁ ସ୍କୁଲ ଖୋଲିବା ଉପରେ ବିଚାର କରୁଛନ୍ତି। ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାର ଯୋଜନା ରହିଛି। ପ୍ରଥମେ ଦଶମରୁ ଦ୍ୱାଦଶ ଶ୍ରେଣୀ…

କେରଳ ବିମାନ ଦୁର୍ଘଟଣା: ଜଣେ ମୃତକ କରୋନା ପଜିଟିଭ୍‌, ଉଦ୍ଧାରକାରୀ ଦଳର କରାଯିବ ଟେଷ୍ଟ

କୋଝିକୋଡ଼,୮।୮: କେରଳ ବିମାନ ବନ୍ଦରରେ ଶୁକ୍ରବାର ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌ ବାହାରିଛି। ଏନେଇ ଶନିବାର କେରଳର ମନ୍ତ୍ରୀ କେଟି ଜଲିଲ ସୂଚନା ଦେଇଛନ୍ତି। ସୂଚନା…

କରୋନା ପଜିଟିଭ ମନ୍ତ୍ରୀଙ୍କ ପାଇଁ ଡାଏଟ୍‌ ଚାର୍ଟ

ଶିମଲା,୮।୮: ଶକ୍ତିମନ୍ତ୍ରୀ ସୁଖରାମ ଚୌଧୁରୀ କରୋନାରେ ସଂକ୍ରମିତ ହେବା ପରେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୦ ଦିନ ପରେ ପୁଣିଥରେ ତାଙ୍କର ଓ ତାଙ୍କ ପିଲାମାନଙ୍କର ସ୍ବାବ ଟେଷ୍ଟ କରାଯିବା ପରେ ଯଦି ଏହା ନେଗେଟିଭ ଆସିଲା ତେବେ ତାଙ୍କୁ…

୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଅଯୋଧ୍ୟାରୁ ଫେରିବା ପରେ ଯୋଗୀ ସହରର କରୋନା ସ୍ଥିତି ସମୀକ୍ଷା କରିଛନ୍ତି।…

ଏମିତି ଗାଁ ଯେଉଁଠି ଖେଳିଲା ବେଳେ ପିଲାଏ କରନ୍ତିନି ପାଟତୁଣ୍ଡି…

ହଜାରିବାଗ, ୮।୮: ଖେଳିଲା ବେଳେ ପିଲାଏ ପାଟି କରିବା ଚିଲେଇବା ସ୍ବାଭାବିକ କଥା। ତେବେ ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରେ ଥିବା ଦାରୁ ଅଞ୍ଚଳର ଦାରୁବକସିଡ଼ିହ ଗାଁରେ ପିଲାମାନେ ଖେଳିବା ସମୟରେ ପାଟିତୁଣ୍ଡ କରି ନ ଥାନ୍ତି। ଏହି ପିଲାମାନେ ଜନ୍ମରୁ ଶୁଣିବା…

ସୁରକ୍ଷିତ ନ ଥିଲା କୋଝିକୋଡ ବିମାନ ବନ୍ଦର: ଡିଜିସିଏ କରିଥିଲା ସତର୍କ

ନୂଆଦିଲ୍ଲୀ,୮।୮: କେରଳର କୋଝିକୋଡ ବିମାନବନ୍ଦରରେ ଶୁକ୍ରବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ପ୍ରବଳ ବର୍ଷ ହେଉଥିବା ସମୟରେ ବନ୍ଦେ ଭାରତ ମିଶନର ଏହି ବିମାନଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri