ପ୍ରେମିକଙ୍କ ମୃତ୍ୟୁକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ସଞ୍ଜୟ ଦତ୍ତଙ୍କ ଝିଅ, କହିଲେ ‘ଦେହରେ ଜୀବନ ନ ଥିବା ଭଳି ଲାଗୁଛି’

ବମ୍ବେ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଫିଲ୍ମଜଗତ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲେ ହେଁ ସୋସିଆଲ ପ୍ଲାଟଫର୍ମରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ତ୍ରିଶାଳା ମଝିରେ ମଝିରେ ପ୍ରଶଂସକଙ୍କ ସହ କଥା ହୋଇଥାନ୍ତି। ନିକଟରେ ସେ ନିଜ ଇନ୍‌ଷ୍ଟା ପୃଷ୍ଠାରେ ‘ଆକ୍ସ ମି ଏନିଥିଙ୍ଗ୍‌’ ସେଶନ ରଖି ଫ୍ୟାନ୍ସମାନଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ।

ଦେଢ଼ ବର୍ଷ ତଳେ ତ୍ରିଶାଳାଙ୍କ ପ୍ରେମିକଙ୍କ ମୃତ୍ୟୁ ଘଟିଥିଲା।ଏହାକୁ ନେଇ ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ ପଚାରିଥିଲେ। କିଭଳି ଭାବେ ସେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାର ଜବାବରେ ତ୍ରିଶାଳା କହିଥିଲେ, ଦେହରେ ଏବେ ଜୀବନ ନ ଥିବା ଭଳି ତାଙ୍କୁ ଲାଗୁଛି। ମୁଁ ଏବେ ସେହି ଘଟଣା ସହ ଡିଲ୍‌ କରୁଛି। ବହୁତ ଲୋକଙ୍କ ସହାୟତା ନେବାକୁ ହେଉଛି। କୋଭିଡ ଯୋଗୁ ସାମାଜିକ ଦୂରତା ରଖି ପରିବାରକୁ ଭେଟିବା ସହ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଉଛି। ତାଙ୍କ ମୃତ୍ୟୁ ପରେ କିଛି ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲି। କାରଣ ନିଜକୁ ସମୟ ଦେବାକୁ ଇଚ୍ଛା ହୋଇଥିଲା। ଦେଢ଼ ବର୍ଷ ବିତିଥିଲେ ହେଁ ଏବେ ଏହାକୁ ସାଧାରଣ ଭାବେ ଗ୍ରହଣ କରିବାକୁ ଚେଷ୍ଟା କରୁଛି ବୋଲି ତ୍ରିଶାଳା କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କେଆର୍‌କେଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କଲେ ସଲମାନ

ମୁମ୍ବାଇ: ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସଲମାନ ଖାନ୍‌ଙ୍କ ଫିଲ୍ମ ‘ରାଧେ ୟୋର୍‌ ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ଭାଇ’କୁ ମିଶ୍ରିତ ଫଳ ମିଳିଛି। ତେବେ ପରିସଂଖ୍ୟାନ ଅନୁଯାୟୀ,...

ମାଳଦ୍ୱୀପରେ ଛୁଟିକାଟୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ମାଳଦ୍ୱୀପରେ ତାଙ୍କ ସାଙ୍ଗମାନଙ୍କ ସହିତ ଛୁଟି କଟାଉଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ...

ଜାହ୍ନବୀଙ୍କ ଟଲିଉଡ୍‌ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଏକାଧିକ ପ୍ରୋଜେକ୍ଟ ନେଇ ବ୍ୟସ୍ତ ଅଛନ୍ତି। ଏହା ମଧ୍ୟରେ ସେ ଅନ୍ୟ ଏକ ଦୁନିଆରେ ପାଦ ଦେବାକୁ...

ପରିବା ବିକୁଥିବା ସପ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ଚାକିରି ଦେଲେ ସୋନୁ

ମୁମ୍ବାଇ: ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ଅସଲରେ ଜଣେ ନାୟକ ପାଲଟି ଯାଇଛନ୍ତି। କରୋନା ମହାମାରୀକୁ ନେଇ ଦେଶରେ ଯେଉଁଭଳି ଆର୍ଥିକ ସଙ୍କଟ ଦେଖାଦେଇଛି...

୪ ଲକ୍ଷ ଟଙ୍କାର ଚପଲ ପିନ୍ଧି ପାର୍ଟିରେ ପହଞ୍ଚିଥିଲେ ଅନୁଷ୍କା, ପୋଷାକର ମୂଲ୍ୟ ଥିଲା…

ନୂଆବର୍ଷ ଅବସରରେ ଯାହା ସହିତ ସମୟ ବିତାଇବେ ବର୍ଷସାରା ତା’ସହ ରହିବେ ବୋଲି କୁହାଯାଏ। ୨୦୨୦ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଅନୁଷ୍କା ଶର୍ମା ସ୍ବାମୀ...

ସ୍ନେହରେ ଡାକନ୍ତି ମିମି

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋରା ଅନ୍ୟତମ। ୪୮ ବର୍ଷ ବୟସରେ ମଧ୍ୟ ସେ ନିଜର ଷ୍ଟାଇଲ୍‌, ଲୁକ୍‌ ଏବଂ ଓ୍ବାକ୍‌ଆଉଟ୍‌କୁ ନେଇ...

‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଭାରତ-ପାକ୍‌ ଲଢ଼େଇ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଏବିସିଡି-୨’ରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ନିର୍ଦ୍ଦେଶକ ରେମୋ ଡି’ସୁଜା ଦର୍ଶକଙ୍କୁ ଭେଟି...

ରାମାୟଣର ସୁଷେଣ ବୈଦ୍ୟ ବିକୁଥିଲେ ପାନ: ତାଙ୍କ ହୋଟେଲର ନାମ ସଞ୍ଜିବନୀ

ଉଜ୍ଜୟନୀ,୧୬।୪: ଏବେ ଦିଲ୍ଲୀ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ରାମାୟଣର ପ୍ରସାରଣ ପୁଣି ଥରେ କରାଯାଉଛି। ରାମାୟଣରେ ସୁଷେଣ ବୈଦ୍ୟ ଭୂମିକାରେ ରମେଶ...

Advertisement
Archives

Model This Week