Home Left

‘ଶୂନ’ ମୃତ୍ୟୁ, ପ୍ଲାଜ୍‌ମା ଦାନ ପ୍ରାଥମିକତା

କଟକ ଅଫିସ,୮।୮: କଟକ ଜିଲାରେ ପ୍ଲାଜ୍‌ମା ସଂଗ୍ରହ ବ୍ୟାପକ କରାଯିବ। ଏନେଇ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବୈଠକ ବସିଥିଲା। ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ‘ଶୂନ’…

ସଙ୍ଗରୋଧରେ ପୋଲିସ, ଫାଇଦାରେ ଲୁଟେରା

ଭୁବନେଶ୍ୱର, ୮।୮(ବ୍ୟୁରୋ): କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛି ପୋଲିସ। ସଂକ୍ରମଣ ରୋକିବାକୁ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ଏବେ ନିଜେ ସଂକ୍ରମଣର ଶିକାର ହୋଇଛି। ଗାଇଡ୍‌ଲାଇନ୍‌ ମାନୁ ନ ଥିବାରୁ ଥାନାରେ କରୋନା ପଶିଛି। ଇତିମଧ୍ୟରେ ବହୁ ପୋଲିସ ଅଫିସର…

ପୁନଃ ଲିଜ୍‌ ସରିଲା, ସ୍ଥାନାନ୍ତର ହେଲାନି

ଯାଜପୁର ଅଫିସ,୮।୮: ଯାଜପୁର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଓ ୫୩ ନମ୍ବର ଜାତୀୟ ରାଜପଥର ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତରଣ ସମସ୍ୟା ଅସମାହିତ ହୋଇରହିଛି। ଅବଧି ସରିବାର ପ୍ରାୟ ଅଢେଇ ମାସ ପରେ ପାଣିକୋଇଲି ଟୋଲପ୍ଲାଜାର ପୁନଃ ଲିଜ୍‌…

‘ନୂତନ ଶିକ୍ଷାନୀତି ନୂଆ ଭାରତର ମୂଳଦୁଆ’

ନୂଆଦିଲ୍ଲୀ, ୮।୮(ପି.ଟି.): ନୂତନ ଜାତୀୟ ଶିକ୍ଷାନୀତି ନବଭାରତର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହିତ ଏଥିରେ ଥିବା ସଂସ୍କାରକୁ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ଷ୍ଟେକ୍‌ ହୋଲ୍ଡରଙ୍କୁ ଅନୁରୋଧ କରିଛନ୍ତି। କ’ଣ ଚିନ୍ତା କରିବାକୁ ହେବ…

ପିଆଇଏଲ୍‌ ଶୁଣାଣି କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୮: ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି) ସହ କଂଗ୍ରେସର ଚୁକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ତଦନ୍ତ କରାଯାଉ ବୋଲି ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହାର…

ସ୍ତନ୍ୟପାନବେଳେ ମା’ମାନେ ସଚେତନ ରୁହନ୍ତୁ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଶିଶୁର ଉତ୍ତମ ସ୍ବାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମା’ କ୍ଷୀର ହେଉଛି ସର୍ବୋତ୍ତମ ବିକଳ୍ପ। ମା’ କ୍ଷୀରରେ ଥିବା ଭିଟାମିନ୍‌, ଶ୍ୱେତସାର, ପୁଷ୍ଟିସାର, ଲୌହସାର, ଖଣିଜ ଲବଣ, କ୍ୟାଲ୍‌ସିୟମ୍‌ ଏବଂ ଜଳ ଶିଶୁ ପାଇଁ…

ପ୍ରଦୀପ ଜୋଷୀ ୟୁପିଏସ୍‌ସି ଅଧ୍ୟକ୍ଷ

ନୂଆଦିଲ୍ଲୀ, ୮।୮(ପି.ଟି.):ଦେଶରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପରିଚାଳନା କରୁଥିବା ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ (ୟୁପିଏସ୍‌ସି)ର ନୂତନ ଅଧ୍ୟକ୍ଷ ଭାବେ ଶିକ୍ଷାବିତ୍‌ ପ୍ରଫେସର ପ୍ରଦୀପ କୁମାର ଜୋଷୀଙ୍କୁ ଶୁକ୍ରବାର ନିଯୁକ୍ତି ଦିଆଯାଇଛି। ସେ ଅରବିନ୍ଦ ସାକ୍ସେନାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ।…

ବୈଦ୍ୟୁତିକ ସମସ୍ୟାର ସମାଧାନ କରିବ ଟାଟା ପାଓ୍ବାର କଲ୍‌ ସେଣ୍ଟର

ଭୁବନେଶ୍ୱର, ୮।୮(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କଲ୍ୟାଣୀ କମ୍ପ୍ଲେକ୍ସ ପରିସରରେ ଶୁକ୍ରବାର ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାଓ୍ବାର କଲ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଛି। ଏହା ଉପଭୋକ୍ତା ଏବଂ କମ୍ପାନୀ ମଧ୍ୟରେ ସେତୁ ସାଜିବ। ବିଦ୍ୟୁତ୍‌ ସମସ୍ୟାର ତ୍ବରିତ ସମାଧାନ ଏହାର ମୁଖ୍ୟ…

ଭୂସ୍ଖଳନରେ ୧୮ ମୃତ, ୬୭ ନିଖୋଜ

ଥିରୁଭାନନ୍ତପୁରମ୍‌, ୮।୮: କେରଳର ଇଡୁକ୍କି ଜିଲାରେ ଶୁକ୍ରବାର ସକାଳେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଯୋଗୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମୁନ୍ନାରସ୍ଥିତ ଟାଟା ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୬୭ ଜଣ…

ନାଳିଆସାହି, ଭେଙ୍କଟରାୟପୁର ଗାଁକୁ ମିଳିଲା ୟୁନେସ୍କୋ ପ୍ରମାଣପତ୍ର

ଭୁୂବନେଶ୍ୱର,୮।୮(ବ୍ୟୁରୋ): ଜଗତସିଂହପୁର ଜିଲାର ନୋଳିଆ ସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଗ୍ରାମକୁ ୟୁନେସ୍କୋର ଇଣ୍ଟରଗର୍ଭନମେଣ୍ଟାଲ ଓସେନୋଗ୍ରାଫିକ କମିଶନ (ଆଇଓସି) ପକ୍ଷରୁ ସୁନାମୀ ପ୍ରସ୍ତୁତ(ସୁନାମୀ ରେଡି) ଗ୍ରାମର ମାନ୍ୟତା ମିଳିଛି। ଶୁକ୍ରବାର ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ୟୁନେସ୍କୋ ପକ୍ଷରୁ ଓଏସଡିଏମଏକୁ ସ୍ବୀକୃତୀ…

କୃତ୍ରିମ ପ୍ରଜନନ ପ୍ରକ୍ରିୟାରେ ସାମିଲ ହେବ ୧୫ ଲକ୍ଷ ଗୋସମ୍ପଦ

ଭୁବନେଶ୍ୱର,୮।୮(ବ୍ୟୁରୋ): ଜାତୀୟ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ୧୫ ଲକ୍ଷ ଗୋସମ୍ପଦକୁ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୦ରୁ ଆରମ୍ଭ କରାଯିବ। ପ୍ରତ୍ୟେକ ଜିଲାରେ ୫୦୦ ଗ୍ରାମକୁ ଏଥିନିମନ୍ତେ ଚିହ୍ନଟ କରାଯିବ। ଏହାଛଡା ଡିପ୍‌ଲିଟର ପଦ୍ଧତିରେ ୫୦୦ କ୍ଷମତା…

ନଗଡ଼ାକୁ ପକ୍କାରାସ୍ତା ପାଇଁ ରିପୋର୍ଟ ବାଧକ

ଯାଜପୁର ଅଫିସ୍‌,୮ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାଜନିତ ଶିଶୁମୃତ୍ୟୁ ଘଟଣା ୨୦୧୬ ଜୁଲାଇରେ ସାରା ଦେଶରେ ଚହଳ ପକାଇଥିଲା। ଏଥିଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ମୁଣ୍ଡେଇଥିବା ବଦନାମକୁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ସରକାର ନଗଡ଼ାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri