Home Left

ଯୁବରାଜଙ୍କ ଘରେ ପଶିଲା ବର୍ଷା ପାଣି; ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ, ୬।୮: ଲଗାଣ ବର୍ଷା କାରଣରୁ ଦେଶର ଅନେକ ସହରର ଅବସ୍ଥା ବେହାଲ୍‌ ହୋଇଯାଇଛି। ବିଶେଷ କରି ମୁମ୍ବାଇରେ ବର୍ଷା ଯୋଗୁ ସ୍ଥିତି ଅତି ଗମ୍ଭୀର ହୋଇଛି। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାରୁ ଲୋକ ନାନା ଅସୁବିଧାର ସମ୍ମୁଖୀନ…

କରୋନା ସହ ଲଢ଼େଇରେ ହାରିଗଲେ ମୁମ୍ବାଇ ଆକ୍ରମଣରେ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ଅଫିସର

୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହିରୋ ପାଲଟିଥିଲେ ଏସ୍‌ଆଇ ଆଜମ ପଟେଲ। ଆତଙ୍କବାଦୀମାନଙ୍କଠାରୁ ଲୋକମାନଙ୍କୁ ବଞ୍ଚାଇବା ଲଢ଼େଇ ସେ ଜିତିଯାଇଥିଲେ ହେଁ କରୋନା ଲଢ଼େଇରେ ହାରି ଯାଇଛନ୍ତି ଏହି ଅଧିକାରୀ। କରୋନାରେ ଆକ୍ରାନ୍ତ ହେବା ଯୋଗୁ ୫୦ ବର୍ଷୀୟ…

ମାଙ୍କଡକୁ ଅଶ୍ଲୀଳ ଇଙ୍ଗିତ କଲେ ଯୁବକ: ତା ପରେ ଘଟିଲା ଏମିତି କିଛି…

ସାଧାରଣତଃ ପଶୁପକ୍ଷୀମାନେ କାହାର ଅନିଷ୍ଟ କରିନଥାନ୍ତି। ମାତ୍ର ସେମାନଙ୍କୁ ଯଦି କେହି ବ୍ୟକ୍ତି ହଇରାଣ କରନ୍ତି ସେମାନେ ଛାଡି ନ ଥାନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବକ ଏକ ମାଙ୍କଡକୁ ଅଶ୍ଲୀଳ…

ଡରାଇଚାଲିଛି କରୋନା: ଭୁବନେଶ୍ୱରରୁ ପୁଣି ୧୧୮ ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁଠୁ କେତେ…‌

ଭୁବନେଶ୍ୱର, ୬।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଗୁରୁବାର ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଲୋକାଲ କେସ୍‌ ରହିଛି। ଏ ନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।…

କିଏ ଷଷ୍ଠ ତ କିଏ ଦଶମ ଫେଲ୍‌: ମାମୁଲି ଶିକ୍ଷାଗତ ଯୋଗ୍ୟତା ଥାଇ ବି ଏହି ନେତାଙ୍କୁ ରାଜନୀତିରେ ମିଳିଛି ବଡ଼ ପଦ

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସବୁଠାରୁ ଅଧିକ ପଢ଼ିଥିବା ରାଜନେତାଙ୍କ ମଧ୍ୟରୁ ଜଣେ। ହେଲେ ଭାରତ ରାଜନୀତିରେ ସକ୍ରିୟ ଥିବା ଅନେକ ତୁଙ୍ଗ ନେତା ବହୁତ କମ୍‌ ପଢ଼ିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ତ କିଛି କେନ୍ଦ୍ରମନ୍ତ୍ରୀ ହେବାର…

ତେଲ୍‌ ନଦୀରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା

ନବରଙ୍ଗପୁର,୬ା୮(ବି.ପ୍ର.) : ଗୁରୁବାର ତେଲ ନଦୀରେ ବୁଡ଼ି ତିନି ଶିଶୁଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଏବଂ ଦୁଇ ଶିଶୁକନ୍ୟା ରହିଥିବାବେଳେ ସମସ୍ତେ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ…

ଆପଣଙ୍କ ଭିତରେ ଅଛି କି ଏହି ୪ ଗୁଣ: ହେବେନାହିଁ କେବେ ପ୍ରେମ ଏବଂ ବୈବାହିକ ସମ୍ପର୍କରେ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦୁଇଟି ସମ୍ପର୍କରେ ବିଫଳ ନ ହେବା ପାଇଁ ମଣିଷଟିଏ ସବୁବେଳେ ଚାହେଁ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ତାଙ୍କ ନୀତିରେ ପ୍ରେମୀଯୁଗଳ କିପରି ହେବା ଉଚିତ ତାହା…

ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଶାଙ୍କ ବାପା ରାଜ୍ୟ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି ଏସ୍‌ପି ଅଛନ୍ତି। ଏକ…

ପ୍ରଥମ ସେଲ୍ଫ ଡ୍ରାଇଭିଂ ବସ୍‌: ଯାତ୍ରାବେଳେ ମାଗଣାରେ ମିଳିବ ଏସବୁ

ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ମେଲାଇସାରିଲାଣି। ଏବେ ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବା ବେଳେ ଚାଇନା କିନ୍ତୁ ନୂଆ ନୂଆ ଟେକ୍‌ନୋଲୋଜି ବାହାର କରିବାରେ ଲାଗିଛି। ଏବେ ସେ ଏକ ବସ୍‌…

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରାଙ୍କ କରୋନା ରିପୋର୍ଟ କ’ଣ ବାହାରିଲା ଜାଣନ୍ତୁ…

ନୂଆଦିଲ୍ଲୀ,୬।୮: ଓ୍ବେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ସେ ପଜିଟିଭ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି। ଟେଷ୍ଟରେ ମୋର ନେଗେଟିଭ୍‌ ବାହାରିଛି ବୋଲି ଲାରା ସ୍ପଷ୍ଟ କରିଛନ୍ତି।…

କରୋନାକୁ ମାତ୍‌ ଦେଲା ମାଲକାନଗିରିର ୧୩ ମାସର ଶିଶୁ

କୋରୁକୋଣ୍ଡା,୬।୮(ଡି.ଏନ.ଏ.): ମାଲକାନଗିରି ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏପରିସ୍ଥଳେ କରୋନାକୁ ହରାଇଛନ୍ତି ୧୩ ମାସର ଜଣେ ଶିଶୁ। ସେ ହେଲେ ଦୀପମ ମଣ୍ଡଳ। ତାଙ୍କ ଘର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୪୫ ଗ୍ରାମରେ। ଚେନ୍ନାଇରୁ ମା’ଙ୍କ ସହ ଫେରିଥିବା…

ଆଜି ବରଗଡ଼ରେ ୮୧ ନୂଆ କରୋନା ପଜିଟିଭ୍‌: ଜାଣନ୍ତୁ କେଉଁ ବ୍ଲକରୁ କେତେ

ବରଗଡ଼ ଅଫିସ,୬ା୮: ବରଗଡ଼ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୁରୁବାର ଜିଲାରେ ୮୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୩୨ ଆକ୍ରାନ୍ତ ରହିଛନ୍ତି। ସେହିପରି ସୋହେଲାରୁ ୪, ଭେଡ଼େନରୁ ୩,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri