କିଏ ୨୫ ତ କିଏ ୨୭: ବୟସରେ ବହୁତ ସାନ ଏହି ରାଜନେତାଙ୍କ ପତ୍ନୀ
କଥାରେ ଅଛି ପ୍ରେମ ବୟସ ଦେଖି ହୁଏନା, କୌଣସି ବନ୍ଧନ ମାନେନା। ଭାରତୀୟ ରାଜନୀତିରେ ଏଭଳି କିଛି ରାଜନେତା ଅଛନ୍ତି ସେମାନେ ନିଜ ଜୀବନସଙ୍ଗିନୀଙ୍କଠାରୁ ବୟସରେ ବହୁତ ବଡ଼। ଆସନ୍ତୁ ସେଭଳି କିଛି ରାଜନେତାଙ୍କୁ ଜାଣିବା, ଯେଉଁମାନେ ପତ୍ନୀଙ୍କଠାରୁ ବହୁତ ବଡ଼…
ମିଥ୍ୟା ଝିଅ ହତ୍ୟା ଅପରାଧରେ ବାପ-ପୁଅ ୭ ମାସ ଜେଲ୍ରେ: ଜୀବିତ ଝିଅ କୋର୍ଟରେ ହାଜର
ଅମରୋହା, ୮।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରାଧୀ ପୋଲିସଙ୍କୁ ଖାତିର କରୁ ନାହାଁନ୍ତି। ଅପରପକ୍ଷରେ କେତେକ ଘଟଣାରେ ଠିକ୍ ଭାବେ ତଦନ୍ତ କରାଯାଉ ନ ଥିବାରୁ ନିରୀହ ଲୋକେ ଜେଲ ଦଣ୍ଡ ଭୋଗୁଥିବା ଅଭିଯୋଗ ହେଉଛି। ଜୀବିତ…
ପ୍ରବାସୀଙ୍କ ପରେ ଏବେ ଏହି ଅନାଥ ଶିଶୁଙ୍କ ଦାୟିତ୍ୱ ନେବେ ସୋନୁ
ମୁମ୍ବାଇ: ଦେଶରେ ଜାରି ରହିଥିବା କରୋନା ଲକ୍ଡାଉନ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଲକ୍ଡାଉନ ସମୟରେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇ ସୋନୁ ବେଶ୍ ଚର୍ଚ୍ଚିତ ହେବା ସହ…
ବଳାତ୍କାର ମାମଲାରୁ ବର୍ତ୍ତି ପାରିବେ ନାହିଁ ଟ୍ରମ୍ପ
ଓ୍ବାଶିଂଟନ,୮।୮: ନ୍ୟୁୟର୍କର ଜଣେ ବିଚାରପତି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଯେଉଁ ବଳାତ୍କାର ଅଭିଯୋଗ ଆସିଛି ସେଥିରୁ ସେ ବର୍ତ୍ତି ପାରିବେ ନାହିଁ। ଏହି ମାମଲାକୁ ଟ୍ରମ୍ପ ବିଳମ୍ବ କରୁଥିବା ଦର୍ଶାଇ ବିଚାରପତି ଜଣଙ୍କ କହିଛନ୍ତି ରାଷ୍ଟ୍ରପତି ପଦରେ…
୪ ପିଲାଙ୍କ ମା’ ସାଜୁଥିଲେ କନ୍ୟା: ଚତୁର୍ଥୀ ରାତି ପୂର୍ବରୁ ବରଘରେ ବୁଲାଉଥିଲେ କଳାକନା
ଭୋପାଳ, ୮।୮: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍ ଡାଉନ୍ ଯୋଗୁ ଲୋକଙ୍କ ପାଖରେ ଟଙ୍କାର ଅଭାବ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ଆପରାଧୀକ କାର୍ଯ୍ୟ ବୃଦ୍ଧି ପାଉଛି। ମଧ୍ୟମପ୍ରଦେଶରେ ବିବାହ ପରେ ବରଘରେ…
ଭାରତ-ଚାଇନା ମଧ୍ୟରେ ହେବ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା
ନୂଆଦିଲ୍ଲୀ,୮।୮: ଭାରତ-ଚାଇନା ମଧ୍ୟରେ ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ ଶନିବାର ଦୌଲତ ବେଗ ଓଲଡିରେ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଉଭୟ ଦେଶର ସେନା ବାସ୍ତବିକ ନିୟନ୍ତୟଣ ରେଖା(ଏଲ୍ଏସି)ରେ ମୁତୟନ ଥିବା ସେନାଙ୍କୁ ପଛକୁ…
କୁକୁର ଫଜ୍ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା!
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତେଣୁ ଘଟଣା ଉପରୁ ଖୁବ୍ଶୀଘ୍ର ପରଦା ଉଠିବ ବୋଲି ଆଶା କରାଯାଉଛି। ମାତ୍ର…
ସୁରକ୍ଷାକର୍ମୀ ଭୁଲିଗଲେ ମାନବିକତା: ହସ୍ପିଟାଲରେ ଅତି ନିର୍ମମ ଭାବେ ପିଟିଲେ ବୃଦ୍ଧାଙ୍କୁ
ପ୍ରୟାଗରାଜ,୮।୮: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ମନକୁ ଦୋହଲାଇ ଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ସେଠାକାର ଏସ୍ଆର୍ଏନ୍ ହସ୍ପିଟାଲରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ହସ୍ପିଟାଲ ସାମ୍ନାରେ ବୃଦ୍ଧ ମହିଳାଙ୍କୁ ଏମିତି ଭାବରେ ଗୋଇଠା ମାରି ଚାଲିଛନ୍ତି ଯାହାକୁ…
୭୪୦ ଟନ୍ ବାରୁଦ ଗଦାରେ ଚେନ୍ନାଇ: ସତର୍କ ସୂଚନା ଜାରି
ଚେନ୍ନାଇ, ୮।୮: ଲେବାନନ୍ର ବେରୁଟ୍ରେ ୨୭୫୦ ଟନ୍ ଏମୋନିୟମ୍ ନାଇଟ୍ରେଟ୍ର ବିସ୍ପୋରଣ ହେବା ପରେ ଏହାର ଛାତିଥରା ଦୃଶ୍ୟ ସାରା ପୃଥିବୀରେ ଚହଳ ସୃଷ୍ଟି କରିଛି। ଏପରିସ୍ଥଳେ ତାମିଲନାଡୁର ଚେନ୍ନାଇରେ ୭୪୦ ଟନ୍ ଏମୋନିୟମ୍ ନାଇଟ୍ରେଟ୍ ବାରୁଦ ଗଦା ହୋଇ ରହିଥିବା…
ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍ ବସ ସିଜିନ-୧୪
ମୁମ୍ବାଇ: ଟେଲିଭିଜନର ବେଶ୍ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍ ବସର ନୂଆ ସିଜିନ୍ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର ୨୭ରେ ଏହା ଆରମ୍ଭ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ତେବେ ଏହି ନୂଆ…
ଶପଥ ନେଲେ ମୁର୍ମୁ
ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁର୍ମୁଙ୍କୁ ଶପଥପାଠ କରାଇଛନ୍ତି। ଏହି ସମୟରେ…
ସାଇବର ଅପରାଧୀ ବ୍ୟାକରଣ ପଢ଼ିବେ
ନାଗପୁର: ସାଇବର ଅପରାଧୀ ପଢ଼ିବେ ବ୍ୟାକରଣ ପାଠ। ଆଉ ସେମାନଙ୍କୁ ଏଇ ପାଠ ପଢ଼ାଇବେ ନାଗପୁର ପୋଲିସ୍। ସାଇବର ଅପରାଧୀଙ୍କ ଉଦ୍ଦେଶ୍ୟରେ ଏମିତି ଏକ ଟୁଇଟ୍ କରି ଜଣାଇଛି ନିଜେ ପୋଲିସ୍। ଏଭଳି ଏକ କଥା ଶୁଣି ସମସ୍ତଙ୍କୁ ଅଡୁଆ ଲାଗୁଥିବ…
Archives


