ରାମ ମନ୍ଦିର ଭୂମିପୂଜାର ସିଧାପ୍ରସାରଣକୁ ଟିଭିରେ ଦେଖିଲେ ୧୬ କୋଟି ଲୋକ
ନୂଆଦିଲ୍ଲୀ,୯।୮: ଦୀର୍ଘ ପ୍ରାୟ ୫ଶହ ବର୍ଷର ଅପେକ୍ଷା ପରେ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଟେଲିଭିଜନରେ ଦର୍ଶକେ ଦେଖିଥିଲେ। ପ୍ରସାର ଭାରତୀର ପ୍ରାଥମିକ ସୂଚନାରୁ ଜଣାପଡଛି କି ଏହି ଭୂମିପୂଜାକୁ…
୨ ଯୁବକଙ୍କୁ ବିବାହ କରି କୋଟିଏ ୪୫ ଲକ୍ଷ ଠକିନେଲେ କନ୍ୟା: ଏବେ ତୃତୀୟ ବିବାହ କରି ବିଦେଶକୁ ଉଡ଼ନ ଛୁ…
ନୂଆଦିଲ୍ଲୀ, ୯।୮: ଜଣେ ନୁହେଁ ଦୁଇ ଦୁଇ ଜଣ ଯୁବକଙ୍କୁ ବିବାହ କରି ସେମାନଙ୍କଠାରୁ କୋଟିଏ ୪୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ କନ୍ୟା। ଏହାପରେ ଏବେ ତୃତୀୟ ଯୁବକଙ୍କୁ ବିବାହ କରି ହନିମୁନ୍ ପାଇଁ ବିଦେଶକୁ ଉଡ଼ନ ଛୁ…
ସ୍କୁଲ ଖୋଲୁ ଖୋଲୁ ୧୧ ପିଲା କରୋନା ପଜିଟିଭ: ୨୬୦ ଛାତ୍ରୀଛାତ୍ର, ୮ ଶିକ୍ଷକ କ୍ୱାରାଣ୍ଟାଇନ
ଆଟଲାଣ୍ଟା,୯।୮: କରୋନା ଭାରଇରସ ସଂକ୍ରମଣ ଆମେରିକାରେ କମ୍ ହୋଇ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ସେଠାରେ ସ୍କୁଲ ଖୋଲିବାକୁ ବାରଣ କରିଥିଲା। ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହାକୁ ବେଖାତିର କରି ସ୍କୁଲ ଖୋଲିବାରୁ ବହୁସଂଖ୍ୟାରେ ଛାତ୍ରୀଛାତ୍ର କରୋନା ଦ୍ୱାରା…
ଏସ୍ସିବିରେ ଶଯ୍ୟା ଅଭାବ: ସଂକ୍ରମଣର କାରଣ ହେବ ଫ୍ଲୋର୍ ଆଡମିଶନ
କଟକ ଅଫିସ,୯। ୮: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର କିଛି ନିର୍ଦ୍ଦିଷ୍ଟ ବିଭାଗରେ ଡାକ୍ତର ଇଚ୍ଛାକରି ମଧ୍ୟ କୋଭିଡ୍ ନିୟମ ପାଳନ କରିପାରୁ ନାହାନ୍ତି। ରୋଗୀ ସଂଖ୍ୟା ଏତେ ବଢୁଛି ଯେ ବାଧ୍ୟହୋଇ ଡାକ୍ତର ଫ୍ଲୋର ଆଡମିଶନ (ଚଟାଣରେ ରୋଗୀସେବା)…
ବୁଣାକାରଙ୍କ ସହ ରହିଛି ‘ବୟନିକା’
ଭୁବନେଶ୍ୱର, ୯। ୮ (ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଛି ରାଜ୍ୟ ସରକାରଙ୍କ ‘ବୟନିକା’। ୬୪ବର୍ଷ ଧରି ବୁଣାକାରଙ୍କ ସହ କାର୍ଯ୍ୟ କରି ଆସୁଥିବା ଏହି ସଂସ୍ଥା ଏବେ…
ଡାଏଲିସିସ୍ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
କଟକ ଅଫିସ,୯। ୮: ଏସ୍ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍ କରାଗଲା ନାହିଁ କି ଆବଶ୍ୟକ ଚିକିତ୍ସା ମଧ୍ୟ ଦିଆଗଲା ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ମୃତ୍ୟୁ…
୩ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାର ଆଶଙ୍କା
ଭୁବନେଶ୍ୱର,୯। ୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୯ ତାରିଖରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ…
ହସ୍ପିଟାଲରେ ସଞ୍ଜୟ ଦତ୍ତ
ମୁମ୍ବାଇ, ୯। ୮: ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବା ସହ ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ। ତାଙ୍କର ରାପିଡ୍ ଆଣ୍ଟିଜେନ ମାଧ୍ୟମରେ…
ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା
ଜୟପୁର, ୯ା୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୌଳାସ ଚୌଧୁରୀ ଶନିବାର କରୋନା ଆକ୍ରାନ୍ତ ହୋଇଥିବା…
କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ, ୯ା୮: ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଥିବାବେଳେ ଦେଶରେ କରୋନା ଯୋଦ୍ଧା ସାଜି ରୋଗୀସେବା କରୁଥିବା ଡାକ୍ତରଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରୋଗୀଙ୍କୁ ଉପଯୁକ୍ତ ବେଡ୍, ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ସେମାନଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ…
ସୁପ୍ରିମକୋର୍ଟରେ କାଉଣ୍ଟର ଆଫିଡେଭିଟ୍ ଦାଖଲ
ନୂଆଦିଲ୍ଲୀ, ୯ା୮ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ମାମଲା ସ୍ଥାନାନ୍ତର ନେଇ କରିଥିବା ଆବେଦନ ବିରୋଧରେ ଶନିବାର କାଉଣ୍ଟର ଆଫିଡେଭିଟ୍ ଦାଖଲ କରାଯାଇଛି। ସୁଶାନ୍ତଙ୍କ ବାପା କେ.…
ଆମେରିକା ନିର୍ବାଚନ ପ୍ରଭାବିତ କରିବାକୁ ଚାଇନା, ରୁଷିଆ, ଇରାନର ଉଦ୍ୟମ
ଓ୍ବାଶିଂଟନ, ୯।୮(ଆଇଏଏନ୍ଏସ୍): ଆମେରିକାରେ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଚାଇନା, ରୁଷିଆ ଓ ଇରାନ ଉଦ୍ୟମ ଚଳାଇଥିବା ଜଣାପଡିଛି। ଆମେରିକାର ଶୀର୍ଷ ଗୋଇନ୍ଦା ଅଧିକାରୀ ଏନେଇ ସତର୍କ କରିଦେଇଛନ୍ତି। ବିଦେଶୀ ରାଷ୍ଟ୍ରଗୁଡ଼ିକ ଭୋଟରମାନଙ୍କ…
Archives


