ବିବାହ ବନ୍ଧନରେ ବାନ୍ଧି ହେଲେ ବାହୁବଲୀ ଫେମ୍ ରାଣା ଦଗ୍ଗୁବତୀ
ବମ୍ବେ: ଦକ୍ଷିଣ ଭାରତୀୟ ସିନେ କଳାକାର ରାଣା ଦଗ୍ଗୁବତୀ ହାତକୁ ଦୁଇ ହାତ ହୋଇଛନ୍ତି। ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ଉଭୟଙ୍କ ବିବାହ ପୂର୍ବର ସମସ୍ତ ଉତ୍ସବର ଫଟୋ ଭାଇରାଲ ହୋଇଥିଲା। ଏବେ ଖାସ୍ ଦିନର ଫଟୋ ଭାଇରାଲ…
ବୁଗୁଡ଼ାରେ ଶଟଡାଉନ୍: ସହରରେ ଧରପଗଡ଼ କଡ଼ାକଡ଼ି
ବୁଗଡ଼ା,୯।୮:(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସପ୍ତାହକୁ ୨ ଦିନ ଯଥା ଶନିବାର ଏବଂ ରବିବାର ଶଟଡାଉନ ଘୋଷଣା କରାଯାଇଛି। ଏ ନେଇ ବୁଗୁଡ଼ା ସହରର ରାସ୍ତା ଘାଟ ଜନଶୂନ୍ୟ ହୋଇ ଥିବା…
ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଆସିଲେ ନୂଆ ଅତିଥି, ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଏବେ ନୂଆ ଅତିଥି ଆସିଛନ୍ତି। ଏନେଇ ପ୍ରିୟଙ୍କା ଫଟୋ ଶେୟାର କରି ତାଙ୍କ ଫ୍ୟାନ୍ମାନଙ୍କୁ ଜଣାଇଛନ୍ତି। ଅସଲ କଥା ହେଲା ପୂର୍ବରୁ ପ୍ରିୟଙ୍କାଙ୍କର ଦୁଇଟି କୁକୁର ଜିନୋ ଏବଂ ଡାଏନା ଥିଲେ। ବର୍ତ୍ତମାନ…
କଣ୍ଠସ୍ବରରୁ ବି ଚିହ୍ନଟ ହେବେ କରୋନା ଆକ୍ରାନ୍ତ: ମୁମ୍ବାଇରେ ଆରମ୍ଭ ହେବ ପରୀକ୍ଷା
ମୁମ୍ବାଇ, ୯।୮: ମୁମ୍ବାଇରେ ଲୋକଙ୍କ କଣ୍ଠସ୍ବରରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଏନେଇ ସ୍ବତନ୍ତ୍ର ଏଆଇ ସିଷ୍ଟମ୍ର ବ୍ୟବହାର ହେବ। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଆସନ୍ତା ସପ୍ତାହ ସୁଦ୍ଧା ଏହି ପ୍ରଣାଳୀରେ ଆକ୍ରାନ୍ତ ଚିହ୍ନଟ କରାଯିବା କାର୍ଯ୍ୟ ଆରମ୍ଭ ହେବ।…
ଅଗଷ୍ଟ ୧୨,୧୩ ତାରିଖ ବନ୍ଦ ରହିବ ଜୁନାଗଡ଼ ସହର: ଜାଣନ୍ତୁ କାହିଁକି
ଜୁନାଗଡ଼,୯।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ଏ ନେଇ ସହରକୁ ଶଟଡାଉନ ଘୋଷଣା କରି ସ୍କ୍ରିନିଂ କରିବା ପାଇଁ ସହରବାସୀ ଦାବି କରିଥିଲେ। ତେବେ କଳାହାଣ୍ଡି ଜିଲାପାଳ ଡା. ଗାଭାଲି…
ସାନଭାଇଙ୍କ ଆତ୍ମହତ୍ୟା ଖବର ପାଇ ବଡଭାଇ କଲେ ଏମିତି
ଧର୍ମଗଡ,୯।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ ଥାନା ଅନ୍ତର୍ଗତ ରାଜମୋଟେର ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପ୍ରଥମେ ସାନ ଭାଇ ଆତ୍ମହତ୍ୟା କରିଥିବା ବେଳେ ବଡ ଭାଈ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା…
ହାତ ଯୋଡି ଅନୁରୋଧ କଲେ ସୋନୁ: ଅତିକମରେ ଜଣେ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ
ମୁମ୍ବାଇ,୯।୮: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନ ବେଳେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ କିନ୍ତୁ ଦେବଦୂତ ସାଜିଛନ୍ତି ବଲିଉଡ୍ର ଖଳନାୟକ ଚରିତ୍ରରେ ନଜର ଆସୁଥିବା ଅଭିନେତା ସୋନୁ ସୁଦ।…
ସ୍ତ୍ରୀଙ୍କ ସହ ଏହି ଉପାୟରେ ଫଟୋ ଉଠାଉଛନ୍ତି ସ୍ବାମୀ, ପୂରା ଭିଡିଓ ଦେଖିଲେ ରୋକିହେବନି ହସ
ସୋସିଆଲ ମିଡିଆରେ ବର୍ତ୍ତମାନ ଅଧିକରୁ ଅଧିକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଉପଭୋଗ କରି ଜଣେ ଅନ୍ୟ ଜଣଙ୍କୁ ଶେୟାର କରୁଛନ୍ତି। ମାତ୍ର ଏପରି କିଛି ଭିଡିଓ ଅଛି ଯାହାକୁ ଆପଣ ବାରମ୍ବାର ଦେଖିବାକୁ ଇଚ୍ଛାକରିବେ। ଯାହାକୁ ଦେଖି ହସ ନିୟନ୍ତ୍ରଣ…
ଚାଷଜମିରେ ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ: ହତ୍ୟା ସନ୍ଦେହ
ଯୋଧପୁର, ୯।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଦେଚୁ ଅଞ୍ଚଳର ଲୋଡ଼ତା ଗାଁର ଏକ ଚାଷ ଜମିରୁ ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି।…
ସୁସ୍ଥ ହେଲେ ଶାହା!
ନୂଆଦିଲ୍ଲୀ,୯।୮: କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ପି ମନୋଜ ତିଓ୍ବାରୀ। ସୂଚନାଯୋଗ୍ୟ, ଅଗଷ୍ଟ…
୨ ଦିନ ପରେ କବରରୁ ଉଠିଲେ ମୃତ ବ୍ୟକ୍ତି !
କାନପୁର, ୯।୮: ଉତ୍ତରପ୍ରଦେଶରେ ପୋଲିସ ବିଭାଗର ମନମୁଖୀ ତଦନ୍ତ ଯୋଗୁ ସାଧାରଣ ଲୋକେ ହଇରାଣ ହେବାରେ ଲାଗିଛିନ୍ତି। ପୋଲିସ ବାବୁମାନେ ଜୀବିତ ଲୋକଙ୍କୁ କାଗଜପତ୍ରରେ ମୃତ ଘୋଷିତ କରି ଦେଉଛନ୍ତି। ଏହାର ସଦସ୍ୟତମ ଘଟଣା କାନପୁରର କଲୋନେଲଗଞ୍ଜ୍ରେ ଘଟିଛି। ଜଣେ ବ୍ୟକ୍ତିଙ୍କୁ…
ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପାକ୍ସେ
କଲମ୍ବୋ,୯।୮: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପାକ୍ସେ ରବିବାର ଶପଥ ଗ୍ରହଣ କରିଛନ୍ତି। କଲମ୍ବୋର ଏକ ବୁଦ୍ଧ ମନ୍ଦିରରେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସରକାରର ମନ୍ତ୍ରୀମାନେ ସୋମବାର ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା…
Archives


