Posted inଫୁରସତ

କେଶ ଫ୍ୟୁଜନ

ବେ ଫ୍ୟାଶନ ଦୁନିଆରେ ଆଉଟ୍‌ଫିଟ୍‌ରେ ଫ୍ୟୁଜନ୍‌ ବିଷୟରେ ସମସ୍ତେ ଅଳ୍ପ ବହୁତ ତ ଜାଣିଥିବେ କିନ୍ତୁ କେଶରେ ଫ୍ୟୁଜନ୍‌ କଥାଟା ପୂରା ନିଆରା ା ଆବିଡଜାନ୍‌ର ଲାଇତିତିଆ କଓ୍ବୋଇ ନାମକ ଜଣେ ଫ୍ୟାସନ୍‌ ଡିଜାଇନର ନିଜ କେଶରେ ଭଳିକି ଭଳି ଫ୍ୟୁଜନ୍‌ କରି ସମସ୍ତଙ୍କୁ ଆଶ୍ଚଯର୍‌ୟ କରିଦେଇଛନ୍ତି ା
କଓ୍ବୋଇ କୁହନ୍ତି ଯେ , ସେ ଗ୍ରାଜୁଏଶନ୍‌ ପରେ ଫ୍ୟାଶନ୍‌ ଡିଜାଇନ୍‌ କରୁଥିଲେ ା ପରେ ସେ ଆଫ୍ରିକାନ୍‌ ମହିଳା ହେୟାର ଷ୍ଟାଇଲ ଫଟୋଗ୍ରାଫସ୍‌ ଦେଖି ଏତେ ଅନୁପ୍ରାଣିତ ହେଲେ ଯେ, ତା ପରଠୁ ସେ ନିଜ କେଶରେ ନୂଆ ନୂଆ ପ୍ରକାରର ଫ୍ୟୁଜନ୍‌ କରିବା ଆରମ୍ଭ କରିଦେଲେ ା ତାଙ୍କୁ ଏପରି କେଶ ବିନ୍ୟାସ କରିବା ପାଇଁ ୫ ରୁ ୬ ଘଣ୍ଟା ସମୟ ଲାଗିଥାଏ ା ତାଙ୍କର ପ୍ରତି ହେୟାର ଫ୍ୟୁଜନ୍‌ ଏତେ ଆକର୍ଷଣୀୟ ହୋଇଥାଏ ଯେ, ଯିଏ ଦେଖିବ ତାକୁ ଆଶ୍ଚର୍ଯ୍ୟ ଲାଗିବ। ଏହାର ଫଟୋକୁ ସେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥାନ୍ତି ଏବଂ ଏହା ଏବେ ଭାଇରାଲ ହେବାରେ ଲାଗିଛି ା ତାଙ୍କର ଏପରି ୟୁନିକ୍‌ ହେୟାର ଫ୍ୟୁଜନ୍‌କୁ ଲୋକ ମାନେ ଖୁବ୍‌ ପସନ୍ଦ କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଶାନ୍ତ କୋଠରି, ଯେଉଁଠି ଶୁଭେ ହୃଦୟର ସ୍ପନ୍ଦନ ଆଉ ହାଡ଼ର ଶବ୍ଦ

ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ପାଇଁ ସମସ୍ତେ ଚାହାନ୍ତି। ଏକ ଶାନ୍ତ ପରିବେଶରେ, ମନରେ ଏକାଗ୍ରତା ଆସେ। ଯାହାକି ପ୍ରତ୍ୟେକ କାମ କରିବା ସହଜ ହୋଇଥାଏ।...

କମୁଛି ପୃଥିବୀର ଉଜ୍ଜ୍ୱଳତା

ଓ୍ବାଶିଂଟନ, ୨।୧୦(ପି.ଟି.): ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୨୦ ବର୍ଷ...

ସାନିଟାଇଜର୍‌ ସ୍ପ୍ରେ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା !

ନୈନିତାଲ,୮।୪: କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଭୂତାଣୁକୁ ନଷ୍ଟ କରିବା ଲାଗି ରାସ୍ତାଘାଟରେ ସାନିଟାଇଜର୍‌ ସ୍ପ୍ରେ କରାଯାଉଛି।...

କୁକୁରକୁ ପାନେ ଦେଲା ମାଙ୍କଡ଼, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କୁକୁର ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ। ସେହିପରି ମାଙ୍କଡ଼ର ଚାଲାକ ବୁଦ୍ଧି ଏବଂ ଚାଲିଚଳନରୁ ଏହା ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଏ। କୁକୁର ମଣିଷର...

ଖରାପ ସମୟର ସାମ୍ନା କରୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ଦୂରେଇ ଯିବ ଦୁଃଖଦୁର୍ଦ୍ଦଶା

ଜୀବନରେ ବେଳେବେଳେ ଖରାପ ସମୟର ସାମ୍ନା କରିବାକୁ ପଡ଼ିଥାଏ। ପାରିବାରିକ ସମ୍ପର୍କ ଠାରୁ ଆରମ୍ଭ କରି ବେପାର ବଣିଜ, ଚାକିରି, କ୍ୟାରିଅର ଆଦିରେ କାହାର ନା...

ବ୍ୟକ୍ତିତ୍ୱ: ସଙ୍ଗୀତକାର ମଦନ ମୋହନ କୋହଲି

୧୯୭୦ ଦଶକ ଯାଏ ହିନ୍ଦୀ ଫିଲ୍ମ ସଙ୍ଗୀତରେ ଯେଉଁ ସୁବର୍ଣ୍ଣ ଯୁଗର ସୂତ୍ରପାତ ହୋଇଥିଲା ସେହି ଯୁଗର ଜଣେ ଅଗ୍ରଣୀ କର୍ଣ୍ଣଧାର ଥିଲେ ସଙ୍ଗୀତକାର ମଦନ...

ଅର୍ଥନୀତିରେ ମାନକକରଣ ଗୁରୁତ୍ୱପୂର୍ଣ୍ଣ

ଅର୍ଥନୀତିର ବିକାଶରେ ଗୁଣବତ୍ତାଯୁକ୍ତ ମାନକ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଘରୋଇ ଉତ୍ପାଦର ଚାହିଦା ଅନ୍ତର୍ଜାତୀୟସ୍ତରରେ ବୃଦ୍ଧି ପାଇପାରିଥାଏ। ଦେଶଦେଶ ମଧ୍ୟରେ ବାଣିଜ୍ୟ ସମୟରେ ଖାଦ୍ୟ...

ଦୟା ଭାବନା ଦ୍ୱାରା ଶାନ୍ତି

ଅନ୍ୟ ପ୍ରତି ଦୟା ପ୍ରଦର୍ଶନ କରିବା ଏକ ମହାନ କାର୍ଯ୍ୟ। ଦୟା ଭାବ ଦ୍ୱାରା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ। ତେଣୁ ପ୍ରତିବର୍ଷ ନଭେମ୍ବର ୧୩ରେ ବିଶ୍ୱ...

Advertisement


Archives

Model This Week