Posted inଜାତୀୟ

ଗିରଫ ନା ପୋଲିସ ହେପାଜତ: ଏଏପି-ଦିଲ୍ଲୀ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୩।୧୨: ଦିଲ୍ଲୀ ପୋଲିସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ଦେଖାଦେଇଛି। ଦିଲ୍ଲୀ ନଗର ନିଗମରେ ହୋଇଥିବା ୨୪୫୭ କୋଟି ଟଙ୍କା ହେରଫେର୍‌କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘର ସମ୍ମୁଖରେ ଧାରଣା ଦେବାକୁ ଯାଉଥିବା କିଛି ଏଏପି ବିଧାୟକଙ୍କୁ ପୋଲିସ ଅଟକ ରଖିଛି। ଅଟକ ରହିଥିବା ଏଏପିର ବିଧାୟକଙ୍କ ମଧ୍ୟରେ ଋତୁରାଜ ଗୋବିନ୍ଦ ଝା, ରାଘବ ଚଢ଼ା, କୁଳଦୀପ୍‌ କୁମାର, ସଞ୍ଜିବ ଝା ପ୍ରମୁଖ ରହିଛନ୍ତି। ଏଏପି ବିଧାୟକ ସୌରଭ ଭରଦ୍ୱାଜ ରବିବାର ଟୁଇଟ୍‌ କରି ଅଭିଯୋଗ କରିଛନ୍ତି ଯେ, ପୋଲିସ ବିଧାୟକମାନଙ୍କୁ ଗିରଫ କରିଛି। ତେବେ ଏସମ୍ପର୍କରେ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ସମ୍ପୃକ୍ତ ବିଧାୟକମାନେ ପୋଲିସ ହେପାଜତରେ ରହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଘର ସମ୍ମୁଖରେ ପ୍ରଦର୍ଶନ ପାଇଁ ବିଧାୟକମାନଙ୍କୁ କୌଣସି ଅନୁମତି ଦିଆଯାଇ ନ ଥିଲା। ତେଣୁ ଏଭଳି କରାଯାଇଥିବା ଦିଲ୍ଲୀ ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦିଙ୍କ ସିପାହୀ ସାଜି କରିବି ଦେଶ ସେବା’

ଗାନ୍ଧିନଗର,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାଜପାରେ ଯୋଗଦେବେ। ଏହା ପୂର୍ବରୁ ସେ ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିପାହି...

ଭାରତ ଯୋଡ଼ୋ ଯାତ୍ରା ପୋଷ୍ଟରରେ ସଭରକର

ନୂଆଦିଲ୍ଲୀ,୨୨।୯: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।...

ଏମ୍‌ସିଡି ଷ୍ଟାଣ୍ଡିଂ କମିଟି ପୁନଃ ନିର୍ବାଚନ ଅଟକିଲା

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ଷ୍ଟାଣ୍ଡିଂ କମିଟିର ୬ ସଦସ୍ୟଙ୍କ ପୁନଃ ନିର୍ବାଚନ ଉପରେ ଦିଲ୍ଲୀ ହାଇକୋର୍ଟ ଶନିବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ଶାସକ...

ଗୁରୁ ଦିବସ କାର୍ଯ୍ୟକ୍ରମରେ ଖସିପଡିଲେ ନୀତୀଶ କୁମାର

ପାଟନା,୫।୯: ଗୁରୁ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ମଙ୍ଗଳବାର ପାଟନା ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖସିପଡି ତଳେ ପଡ଼ିଯାଇଥିଲେ। ତେବେ ତାଙ୍କ...

ସ୍ପଷ୍ଟ କଲେ ସରକାର: ସମସ୍ତ ଦେଶବାସୀଙ୍କୁ ଦିଆଯିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧।୧୨: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୬,୨୮,୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩୭୬୨୧ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରିସ୍ଥଳେ କୋଭିଡ୍‌ ଟିକା କାହାକୁ ଦିଆଯିବ...

‘୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’, ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ କଲ

ମୁମ୍ବାଇ,୧୮।୭: ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଛି। ଏଥିରେ କୁହାଯାଇଛି କି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଓ କେନ୍ଦ୍ରର...

ଖବରଦାତାଙ୍କ ବେକରେ ଦଉଡ଼ି

ନୂଆଦିଲ୍ଲୀ,୨୯ା୪: ମହାମାରୀ କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇନେଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଖବରଦାତା। କର୍ମକ୍ଷେତ୍ର ସଙ୍କୁଚିତ ହୋଇଯାଇଥିବାବେଳେ ନିର୍ଭୟରେ ରିପୋର୍ଟ କରିବା ମଧ୍ୟ...

ଭାଜପା ପାଇଁ ଆଉ ଏକ ଚ୍ୟାଲେଞ୍ଜ ଆଣିଲେ କେସିଆର, ୨୦୨୪ରେ ମୋଦିଙ୍କୁ ହରାଇବାକୁ ଦେଲେ ବଡ ଅଫର

ଅମରାବତୀ,୬ ।୯: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୋମବାର ନିଜାମାବାଦରେ ଘୋଷଣା କରିଛନ୍ତି କି ଟିଆରଏସ୍ ଅଲଗା ରାଜ୍ୟରୁ ପ୍ରେରଣା ନେଇ ’ଭାଜପା ମୁକ୍ତ ଭାରତ’...

Advertisement
Archives

Model This Week