Home Left

ଏହି କାରଣରୁ ପାଖରେ ରୁହନ୍ତି ନାହିଁ ଲକ୍ଷ୍ମୀ

ଲକ୍ଷ୍ମୀ ଓ ଧନ ବିଷୟରେ ନୀତିଗ୍ରନ୍ଥର ତୃତୀୟ ଅଧ୍ୟାୟର ଏକବିଂଶ ପଦରେ ଚାଣକ୍ୟ ଅନେକ କଥା କହିଛନ୍ତି। ସେ କହିଛନ୍ତି, ମୁର୍ଖମାନଙ୍କୁ ସମ୍ମାନ କରୁଥିବା ଲୋକଙ୍କ ପାଖରେ ଲକ୍ଷ୍ମୀଙ୍କ ରୁହନ୍ତି ନାହିଁ। ଏଥିପାଇଁ ସର୍ବଦା ମୁର୍ଖ ଲୋକମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ।…

ଚାକିରି ଖୋଜୁଛନ୍ତି ଅମିତାଭ ବଚ୍ଚନ, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି

କରୋନାରେ ଘରୁ ବାହାରି କାମ କରିବା ସମସ୍ତଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ସତର୍କତା ତ ଅବଲମ୍ବନ କରାଯାଉଛି, କିନ୍ତୁ ମନରେ ବସିଥିବା ଭୟକୁ ଦୂର କରିବା ସହଜ ନୁହେଁ। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଟିକେ ନର୍ଭସ ଅଛନ୍ତି।…

ଟେଷ୍ଟ ପଦାର୍ପଣରେ ଦ୍ୱିଶତକ ହାସଲ କରିଥିଲେ ଏହି ୫ ବ୍ୟାଟ୍ସମ୍ୟାନ

ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କରିବା ସବୁ ଖେଳାଳିଙ୍କ ସ୍ବପ୍ନ ରହିଥାଏ। ଯଦି କୌଣସି କ୍ରିକେଟର୍‌ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରନ୍ତି ତେବେ ଏହା ତାଙ୍କ ଲାଗି ବେଶ୍‌ ସ୍ବତନ୍ତ୍ର ହୋଇଥାଏ। ସେହିଭଳି ଟେଷ୍ଟ କ୍ରିକେଟ୍‌ରେ ଏମିତି ୫ ଜଣ…

ଦିନ ସାରା ଅଟକି ରହିଲା ହେଲିକପ୍ଟର, ଆସିଲେନି ୬ ବିଧାୟକ: ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

ଜୟପୁର,୯।୮: ରାଜସ୍ଥାନରେ କଂଗ୍ରେସ ପରେ ଏବେ ଭାଜପା ନିଜ ଗଡକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଭାଜପା ଏହାର ୧୮ ଜଣ ବିଧାୟକଙ୍କୁ ଗୁଜରାଟ ପଠାଇଛି। କିନ୍ତୁ ଦଳର ୬ ଜଣ ବିଧାୟକ ରାଜ୍ୟ ବାହାରକୁ ଯିବାକୁ ମନା କରିଦେବାରୁ ଏହାକୁ ନେଇ…

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇରେ ଅଭ୍ୟାସ କରିବେ ଧୋନୀ, ରାଇନା

ଚେନ୍ନାଇ, ୯।୮: ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। କରୋନା ମହାମାରୀ ଲାଗି ଚଳିତ ବର୍ଷ ଆଇପିଏଲ୍‌କୁ ଭାରତ ବଦଳରେ ୟୁଏଇରେ ଆୟୋଜନ…

୧୪ ବର୍ଷ ତଳେ ହଜିଯାଇଥିବା ପର୍ସ ମିଳିଲା, ସେଥିରେ ଥିବା ଟଙ୍କା…

ମୁମ୍ବାଇ,୯।୮: ୧୪ ବର୍ଷ ପୂର୍ବେ ହଜିଯାଇଥିବା ପୁରୁଣା ପର୍ସ ଟଙ୍କା ସହ ଫେରି ପାଇଲେ ଜଣେ ବ୍ୟକ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ୨୦୦୬ ରେ ହେମନ୍ତ ପେଡାଲକର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ-ପାନଭେଲ ସ୍ଥାନୀୟ ଟ୍ରେନରେ ଯାତ୍ରା କରୁଥିବାବେଳେ…

ସମୁଦ୍ର ମଝିରେ ଯୋଗ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ…

ଯୋଗ କରିବା ଦ୍ୱାରା ମଣିଷ ଶରୀର ଫିଟ୍‌ ରହିଥାଏ। ସାଧାରଣତଃ ଲୋକମାନେ ଘରେ କିମ୍ବା ପଡିଆରେ ଯୋଗ କରୁଥିବା ନଜିର ରହିଛି। ମାତ୍ର ସମୁଦ୍ର ମଝିରେ ଜଣେ ଯୁବକ ଯୋଗ କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ…

୩୯ ବର୍ଷ ବୟସରେ ଏହି ଭାରତୀୟ ଫୁଟବଲ ଖେଳାଳିଙ୍କ ପରଲୋକ

କୋଲକାତା,୯।୮(ପି.ଟି.): ପୂର୍ବତନ ଭାରତୀୟ ଡିପେଣ୍ଡର ତଥା ଜଣାଶୁଣା କ୍ଲବ ମୋହନ ବାଗାନ ଅଧିନାୟକ ମାନିଟୋମ୍ବି ସିଂ ମାତ୍ର ୩୯ ବର୍ଷରେ ପରଲୋକ ଗମନ କରିଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣପୁର ରାଜଧାନୀ ଇମ୍ପାଲ ନିକଟସ୍ତ ନିଜ ଗ୍ରାମରେ ସେ ମୃତ୍ୟୁ ବରଣ କରିଛନ୍ତି…

ଏମିତି ଦେଶ, ଯେଉଁଠି ମହିଳା ଏବଂ ପୁରୁଷ ପିନ୍ଧିଥାନ୍ତି ଏକାପ୍ରକାର ପୋଷାକ

ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶ ନିଜର ସ୍ବତନ୍ତ୍ର ପରିଚୟ ପାଇଁ ଜଣାଶୁଣା। ଅନେକ ଦେଶ ସେମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଅନେକ ଦେଶର ଅନନ୍ୟ ସଂସ୍କୃତି ଏବଂ ଏହାର ନାଗରିକଙ୍କ…

ଟ୍ରେନିଂ ଆରମ୍ଭ କଲେ ସାଇନା ନେହ୍ବାଲ

ନୂଆଦିଲ୍ଳୀ,୯।୮(ପି.ଟି.): ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ଦୀର୍ଘ ଦିନ ପରେ ପୁଣି ଟ୍ରେନିଂ ଆରମ୍ଭ କରିଛନ୍ତି। ହାଇଦ୍ରାବାଦ୍‌ର ଏକ ସ୍ବତନ୍ତ୍ର ସ୍ଥାନରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ କିଛି ମାସ ହେବ…

ଶାହରୁଖ ଖାନଙ୍କ ଅଫିସ୍‌ ହେଲା ଆଇସିୟୁ

ଅଭିନେତା ଶାହରୁଖ ଖାନ କରୋନା ରୋଗୀଙ୍କୁ ସହାୟତାର ହାତ ବଢାଇଛନ୍ତି। ସେମାନଙ୍କ ରହିବା ପାଇଁ ନିଜ ଅଫିସ୍‌କୁ ଗତ ୩ ମାସ ହେବ ବିଏମ୍‌ସିକୁ ଦେଇଛନ୍ତି। ଗତ କିଛି ଦିନ ହେବ ଏହାକୁ କ୍ୱାରାଣ୍ଟାଇନ୍‌ ଭାବେ ବ୍ୟବହୃତ ହେଉଥିବାବେଳେ ଏବେ ଗୁରୁତର…

ସ୍ବାଧୀନତାର ସଙ୍ଗୀତ

କୁହାଯାଏ, ସଙ୍ଗୀତର ବିକଳ୍ପ ନାହିଁ। ମଣିଷଠୁ ଆରମ୍ଭକରି ପଶୁପକ୍ଷୀ ଏପରିକି ବୃକ୍ଷଲତାଙ୍କୁ ମଧ୍ୟ ଆକର୍ଷିତ କରିପାରିଥାଏ ସଙ୍ଗୀତ। ସେଥିଲାଗି ଯେବେ ବି ମଣିଷ ସଙ୍କଟରେ ପଡ଼ିଛି ସେଥିରୁ ମୁକ୍ତି ପାଇବା ପାଇଁ ସଙ୍ଗୀତକୁ ହିଁ ଆଶ୍ରା କରିଛି। ସେମିତି ଏକ ମହାସଙ୍କଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri