‘ଏମ୍ପି ସୁରେଶ ପୂଜାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ କ୍ୱାରାଣ୍ଟାଇନ୍ରେ ରୁହନ୍ତୁ’
ଝାରସୁଗୁଡ଼ା ଅଫିସ,୯ା୮: ବରଗଡ଼ ଏମ୍ପି ସୁରେଶ ପୂଜାରୀଙ୍କ କରୋନା ପଜିଟିଭ୍ ଆସିଥିବା ଶନିବାର ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଏଥିପାଇଁ ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ଝାରସୁଗୁଡ଼ା ଗସ୍ତରେ ଆସିଥିବା ଜିଲାପାଳ…
କିଏ ସେହି ଧନଶ୍ରୀ, ଯାହାଙ୍କ ପ୍ରେମରେ କ୍ଲିନ୍ ବୋଲ୍ଡ ହେଲେ ଚହଲ
ବମ୍ବେ: ଚର୍ଚ୍ଚାରେ ୟୁଟ୍ୟୁବର୍ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା। କାରଣଟି ହେଉଛି ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କର ନିର୍ବନ୍ଧ। ନିକଟରେ ନିଜର ୩୦ତମ ଜନ୍ମଦିନ ପାଳନ କରିଥିଲେ ଚହଲ। ଏବେ ତାଙ୍କ ନିର୍ବନ୍ଧ ଖବର ଜାଣି ପ୍ରଶଂସକ…
ଏଏସ୍ଆଇଙ୍କ ଆଖିରେ ଲଙ୍କା ସ୍ପ୍ରେ କରି ଅପରାଧୀ ଚମ୍ପଟ
ପାଟନା, ୯।୮: ବିହାରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ବହୁ ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ପାଖରେ ଟଙ୍କା ପଇସା ନ ଥିବାରୁ ଅପରାଧୀମାନେ ବେଧଡ଼କ…
ବିବାହ ସ୍ଥିର ହେବାକୁ ନେଇ ଚହଲଙ୍କ ଗୋଡ଼ ଟାଣିଲେ ସେହଓ୍ବାଗ୍, କହିଲେ ଏପରି କିଛି
ନୂଆଦିଲ୍ଲୀ,୯।୮: ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଲୋକପ୍ରିୟ କୋରିଓଗ୍ରାଫର ଧନଶ୍ରୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଶନିବାର ଚହଲ ନିଜର ଅଫିସିଆଲ ଟୁଇଟର ପୃଷ୍ଠାରେ ଧନଶ୍ରୀଙ୍କ ସହ ନିଜର ଏକ ସୁନ୍ଦର ଫଟୋ ଶେୟାର କରି ଏହି ସୂଚନା ଦେଇଥିଲେ। ଏହାପରେ…
ତରଳୁଛି ଗ୍ଲେସିଅର, ଯେଉଁଠି ଶୁଟିଂ ହୋଇଥିଲା ଓସ୍କାର ବିଜେତା ଫିଲ୍ମ
ନ୍ୟୁଜିଲାଣ୍ଡ୍ର ଗ୍ଲେସିଅର ଅଧାରୁ ଅଧିକ ତରଳି ସାରିଲାଣି। ଯେଉଁଠି ଓସ୍କାର ବିଜେତା ହଲିଉଡ୍ ଫିଲ୍ମ ‘ଲଡ୍ ଅଫ୍ ଦ ରିଙ୍ଗ୍ସ’ ଏବଂ ‘ହବିଟ୍’ ଶୁଟିଂ ହୋଇଥିଲା। ଏହି ଗ୍ଲେସିଅର ନ୍ୟୁଜିଲାଣ୍ଡ୍ର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ…
୨ କୋଟି ନିଯୁକ୍ତି ଦେବାକୁ କଥା ଦେଇଥିବା ଭାଜପା ସରକାରଙ୍କ ସମୟରେ ୧୪ କୋଟି ହେଲେଣି ବେରୋଜଗାର: ରାହୁଲ
ନୂଆଦିଲ୍ଲୀ,୯।୮: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ପୁଣିଥରେ ବର୍ଷିଛନ୍ତି ରହୁଲ। ଅଗଷ୍ଟ ୯ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ସେ ଭାଜପା…
ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଖଣ୍ଡନ ପରେ ଟୁଇଟ୍ ଡିଲିଟ କଲେ ମନୋଜ
ନୂଆଦିଲ୍ଲୀ,୯।୮: କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ କରାଯାଇ ନ ଥିବା କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ହେଲେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)…
ତିକ୍ତତା ସତ୍ତ୍ୱେ ନେପାଳକୁ ସହାୟତାର ହାତ ବଢ଼ାଇଲା ଭାରତ, ପଠାଇଲା ଏଭଳି ଜରୁରୀ ସାମଗ୍ରୀ
ନୂଆଦିଲ୍ଲୀ,୯।୮: ଭାରତ-ନେପାଳ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ହେଲେ କରୋନା ମହାମାରୀ ସହ ଲଢ଼ୁଥିବା ନେପାଳକୁ ସହାୟତାର ହାତ ବଢ଼ାଇବାକୁ ଭୁଲିନାହିଁ ଭାରତ। ପଡ଼ୋଶୀ ଦେଶକୁ ୧୦ଟି ଭେଣ୍ଟିଲେଟର ପଠାଇଛି ଭାରତ। ଏହାଦ୍ୱାରା ଗୁରୁତର ରୋଗୀଙ୍କ ଚିକିତ୍ସା କରାଯାଇପାରିବ ବୋଲି…
ଗନ୍ଧମାର୍ଦ୍ଧନରେ ଯବାନ-ମାଓବାଦୀ ଗୁଳି ବିନିମୟ: ୪ ମାଓବାଦୀ କ୍ୟାମ୍ପ ଠାବ
ବରଗଡ଼ ଅଫିସ,୯।୮: ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଧନ ସଂରକ୍ଷିତ ଜଙ୍ଗଲରେ ଶନିବାର ଯବାନ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ଏଯାବତ୍ ଜଣାପଡି ନାହିଁ। ଅନ୍ୟପକ୍ଷରେ ଗନ୍ଧମାର୍ଦ୍ଧନରୁ ୪ଟି ମାଓବାଦୀ କ୍ୟାମ୍ପ ଠାବ…
ଏଠାରେ ହାରୁଛି କରୋନା: ୧୦୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ
ଓ୍ବିଲିଙ୍ଗଟନ, ୯।୮: ସାରା ପୃଥିବୀରେ ପ୍ରତିଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ ନ୍ୟୁଜିଲାଣ୍ଡରେ କରୋନା ପରାଜିତ ହୋଇଛି। ଗତ ୧୦୦ ଦିନ ମଧ୍ୟରେ ଏଠାରେ ଜଣେ ବି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ…
ରାମ ମନ୍ଦିର ନିର୍ମାଣକୁ ନେଇ ଶୁଭେଚ୍ଛା ଜଣାଇବାରୁ କ୍ରିକେଟରଙ୍କ ପତ୍ନୀଙ୍କୁ ମିଳିଲା ହତ୍ୟା ଧମକ
କୋଲକାତା,୯।୮: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ଅଧିକାଂଶ ସମୟରେ କିଛି ନା କିଛି କହି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ ସେ ରାମ ମନ୍ଦିର ନିର୍ମାଣକୁ ନେଇ ଯେଉଁ ଭୂମିପୂଜା ଆୟୋଜନ କରାଯାଇଥିଲା ତାକୁ ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ…
ବିବାହ ବନ୍ଧନରେ ବାନ୍ଧି ହେଲେ ବାହୁବଲୀ ଫେମ୍ ରାଣା ଦଗ୍ଗୁବତୀ
ବମ୍ବେ: ଦକ୍ଷିଣ ଭାରତୀୟ ସିନେ କଳାକାର ରାଣା ଦଗ୍ଗୁବତୀ ହାତକୁ ଦୁଇ ହାତ ହୋଇଛନ୍ତି। ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ଉଭୟଙ୍କ ବିବାହ ପୂର୍ବର ସମସ୍ତ ଉତ୍ସବର ଫଟୋ ଭାଇରାଲ ହୋଇଥିଲା। ଏବେ ଖାସ୍ ଦିନର ଫଟୋ ଭାଇରାଲ…
Archives


