କଟକରୁ ୮୫ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ, ୧୨।୮-କଟକ ସହରରୁ ବୁଧବାର ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୪ ଜଣ, କ୍ୱାରାଣ୍ଟାଇନରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ ୨୧ ରହିଛି। ୮୫ ଜଣ କରୋନା…
ଅଯୋଧ୍ୟାରେ ମସ୍ଜିଦ୍ ନିର୍ମାଣ ପାଇଁ ଏହି ସନ୍ଥ ଦାନ କରିବେ ପ୍ରଥମ ରୂପା ଇଟା
ଅଯୋଧ୍ୟା,୧୨।୮: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିରର ଶିଳାନ୍ୟାସ ପରେ ଏବେ ମସ୍ଜିଦ୍ ନିର୍ମାଣ ଉପରେ ବିଚାର କରାଯାଉଛି। ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସମୟରେ ପ୍ରଥମେ ରୁପା ଇଟାରେ ମୁଳଦୂଆ ରଖାଯାଇଥିଲା। ତେଣୁ ଏବେ…
ସ୍ବାମୀଙ୍କ ପରି ‘ଅଲ୍ରାଉଣ୍ଡର’ ଏହି କ୍ରିକେଟର୍ଙ୍କ ସ୍ତ୍ରୀ
ନୂଆଦିଲ୍ଲୀ: ଆଇପିଏଲ୍ ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)ର ଷ୍ଟାର୍ ଅଲ୍ରାଉଣ୍ଡର ସେନ୍ ଓ୍ବାଟ୍ସନଙ୍କ ପରି ତାଙ୍କ ସ୍ତ୍ରୀ ଲି ଫୁର୍ଲଙ୍ଗ ମଧ୍ୟ ଜଣେ ଅଲ୍ରାଉଣ୍ଡର। ଲି ଜଣେ କ୍ରୀଡ଼ା ଉପସ୍ଥାପିକା, ମଡେଲ୍, ଲେଖିକା ଓ ସଫଳ ବିଜନେସଓମ୍ୟାନ। ଅଷ୍ଟ୍ରେଲିଆରେ ଲି’…
ବିବାଦ ଘେରରେ ଗୁଞ୍ଜନ ସକ୍ସସେନା ବାୟୋପିକ୍
ମୁମ୍ବାଇ: ବୁଧବାର ନେଟ୍ଫ୍ଲିକ୍ସରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୁଞ୍ଜନ ସକ୍ସସେନା ଏବେ ବିବାଦ ଘେରକୁ ଚାଲି ଆସିଛି। ଏହି ଫିଲ୍ମରେ ଅନାବଶ୍ୟକ ନକାରାତ୍ମକ ଦୃଶ୍ୟ ଦେଖାଯାଇଥିବା ନେଇ ଭାରତୀୟ ବାୟୁସେନା ଅଭିଯୋଗ କରିଛି। ଆଇଏଏଫ୍ ପକ୍ଷରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ…
୨୩୭ ରନର ଇନିଂସ ସତ୍ତ୍ୱେ କରୋନା ନିୟମ ଉଲ୍ଲଂଘନ କରି ବାଦ୍ ପଡ଼ିଲେ ଏହି ବ୍ୟାଟ୍ସମ୍ୟାନ
ଲଣ୍ଡନ, ୧୨।୮: ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ପରେ ଆଉ ଜଣେ ଇଂଲଣ୍ଡ କ୍ରିକେଟର୍ କରୋନା ନିୟମ ଉଲ୍ଲଂଘନ କରି ଦଳରୁ ବାଦ୍ ପଡ଼ିଛନ୍ତି। ସେ ହେଉଛନ୍ତି କାଉଣ୍ଟି କ୍ରିକେଟ୍ କ୍ଲବ କେଣ୍ଟ ଦଳର ଯୁବ ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ। କରୋନା…
ମୋଦି ସରକାରଙ୍କ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ,୧୨।୮: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶୋ ନାଇକ କରୋନାରେ ପୀଡ଼ିତ ହୋଇଛନ୍ତି। ବୁଧବାର ଆସିଥିବା ସ୍ବାବ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ତାଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଥିବାରୁ ସେ ହୋମ୍ ଆଇସୋଲେଶନ୍ରେ ରହିଛନ୍ତି। ଏନେଇ…
୪ ଜିଲା, ରାଉରକେଲାରେ ଶଟଡାଉନ କୋହଳ
ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲା ଓ ରାଉରକେଲା ସହରରେ ଶଟଡାଉନ ମାତ୍ର କିଛି ଘଣ୍ଟା ପାଇଁ କୋହଳ ହେବ। ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା କୋହଳ ରହିବ ସପ୍ତାହାନ୍ତ ଶଟଡାଉନ। ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ…
ଲକ୍ଷ୍ମଣଙ୍କ କ୍ୟାଚ୍ ଛାଡ଼ିବାରୁ ଅବସର ନେଇଥିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍
ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍ର ଅନ୍ୟତମ ମହାନ ଉଇକେଟ୍କିପରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ ଅନ୍ୟତମ। କ୍ରିକେଟ୍ରେ ଉଇକେଟ୍କିପରଙ୍କ ଭୂମିକାରେ ହୋଇଥିବା ପରିବର୍ତ୍ତନର ସମସ୍ତ ଶ୍ରେୟ ଗିଲ୍ଖ୍ରୀଷ୍ଟଙ୍କୁ ଦିଆଯାଏ। କିନ୍ତୁ ଏକଦା ଭଲଫର୍ମରେ ଥିବାବେଳେ ସମସ୍ତଙ୍କୁ ଚକିତ କରି ସେ କ୍ରିକେଟ୍ରୁ ସନ୍ନ୍ୟାସ…
ଦୌଡରେ ସାମିଲ ହେଲେ ୫୦ ହାତୀ: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ହାତୀପଲ ଦୌଡରେ ସାମିଲ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,…
ଶିଶୁ ଗଣ୍ଡାର ନାଚ ଦେଖି ଏମିତି କରୁଛି ମା’: ଦେଖିଲେ ଲାଗିବ ହସ
ବର୍ତ୍ତମାନ ଶିଶୁ ଗଣ୍ଡାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ଶିଶୁ ଗଣ୍ଡା ଜମ୍ପ କରି ନାଚୁଛି, ଓ ତାର ପିଲାଦିନକୁ ଉପଭୋଗ କରୁଛି। ପରେ ମା’ ଗଣ୍ଡା ମଧ୍ୟ ତାକୁ ଦେଖି ସେପରି କରିବାକୁ…
ଆତ୍ମହତ୍ୟା କଲେ ମୁମ୍ବାଇର ‘ଜୁନିୟର ଷ୍ଟେଇନ’
ମୁମ୍ବାଇ, ୧୨।୮: ମୁମ୍ବାଇ କ୍ଲବ କ୍ରିକେଟର୍ କରନ ତିଓ୍ବାରୀ ଆତ୍ମହତ୍ୟା କରିଛନ୍ତି। ୨୭ ବର୍ଷୀୟ ଏହି ଯୁବ ଦ୍ରୁତ ବୋଲର ମୁମ୍ବାଇ ରଣ୍ଜୀ ଟିମ୍ ପାଇଁ ନେଟ୍ରେ ଅଧିକାଂଶ ସମୟ ବୋଲିଂ କରିଥାନ୍ତି। ମୁମ୍ବାଇ କ୍ଲବ କ୍ରିକେଟ୍ରେ ସେ ‘ଜୁନିୟର ଷ୍ଟେଇନ୍’…
ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ
ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍ ଦବ୍ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଛି। ଅକ୍ଷୟ ବଲିଉଡ୍ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍…
Archives


