ଏକଦା ଗୋଡରେ ଛିଡ଼ା ହୋଇପାରୁ ନ ଥିଲେ ସଲମାନ୍‌ଙ୍କ ଏହି ଅଭିନେତ୍ରୀ: ଏବେ…

୧୫ ବର୍ଷ ପୂର୍ବେ ସଲମାନ ଖାନ୍‌ଙ୍କ ସହ ଫିଲ୍ମ ‘ଲକି ନୋ ଟାଇମ୍‌ ଫର୍‌ ଲଭ୍‌’ରେ ଲିଡ୍‌ ଚରିତ୍ରରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ସ୍ନେହା ଉଲ୍ଲାଲଙ୍କୁ। ଆଜି ସ୍ନେହା ୩୩ ବର୍ଷର ହୋଇଯାଇଛନ୍ତି। ସେ ୧୮ ଡିସେମ୍ବର, ୧୯୮୭ରେ ଓମାନାର ମସ୍କଟରେ ଜନ୍ମଗ୍ରହଣ କରିଥିଲେ।
ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ସ୍ନେହା ଅଟୋଇମ୍ୟୁନ ଡିସଅର୍ଡର ରୋଗରେ ପୀଡ଼ିତ ଥିଲେ। ଏହା ଏକ ବ୍ଲଡ ରିଲେଟେଡ ରୋଗ। ଏହି କାରଣ ପାଇଁ ସ୍ନେହା ଏତେ ଦୁର୍ବଳ ହୋଇଯାଇଥିଲେ ଯେ, ନିଜ ଗୋଡରେ ଅଧା ଘଣ୍ଟାରୁ ଅଧିକ ସମୟ ମଧ୍ୟ ସେ ଛିଡା ହୋଇପାରୁ ନ ଥିଲେ। ଏକ ସାକ୍ଷାତକାରରେ ନିଜେ ସ୍ନେହା ଏହା କହିଥିଲେ। ଏଥିପାଇଁ ତାଙ୍କୁ ଚାଲିବା, ନୃତ୍ୟ କରିବା ଏବଂ ଶୁଟିଂ କରିବାରେ ଅସୁବିଧା ହେଉଥିଲା। ଏହି କାରଣ ପାଇଁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଅଭିନୟରୁ ଦୂରେଇ ଯାଇଥିବା ସେ କହିଥିଲେ। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଶେଷଥର ପାଇଁ ସ୍ନେହାଙ୍କୁ ୨୦୧୫ରେ ଫିଲ୍ମ ‘ବେଜୁବାନ ଇଶ୍କ’ରେ ଦେଖିବାକୁ ମିଳିଥିଲା।
ସ୍ନେହା ଦେଖିବାକୁ ସଲମାନଙ୍କ ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଏହି କାରଣ ପାଇଁ ସଲମାନ୍‌ କାଙ୍କୁ ଫିଲ୍ମରେ ସୁଯୋଗ ଦେଇଥିଲେ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଟିମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ସନି ଲିଓନି

ଦୁବାଇ,୩୧।୧୦: ଟି-୨୦ କ୍ରିକେଟ ପରେ ଏବେ ଟି-୧୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୧୪ରୁ ଦୁବାଇରେ ହେବାକୁ ଥିବା ଏହି ଲିଗ୍‌ ପାଇଁ ସମସ୍ତ...

ଅଟୋ ଡ୍ରାଇଭରଙ୍କ ଝିଅ ଜିତିଲେ ମିସ୍‌ ଇଣ୍ଡିଆ ରନର୍ସଅପ୍‌: ଏମିତି ଥିଲା ସଂଘର୍ଷର କାହାଣୀ

ତେଲେଙ୍ଗାନାର ଜଣେ ଇଞ୍ଜିନିୟର ମନସା ବାରାଣାସୀଙ୍କୁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୨୦୨୦ର ବିଜେତା ଭାବରେ ମନୋନୀତ କରାଯାଇଛି। ହରିୟାଣାର ମନିକା ଶୋକାଣ୍ଡଙ୍କୁ ଭିଏଲ୍‌ସିସି ଫେମିନା...

ବଲିଉଉଡ୍‌ର ଏହି ସବୁ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଅକ୍ଷୟ କୁମାର: ସ୍ତ୍ରୀଙ୍କ ଥିଲା କଡ଼ା ନଜର

ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର। କୌଣସି ଗଡ୍‌ଫାଦର ନଥାଇ ଅକ୍ଷୟ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ।...

ପରଦାରେ ଯୋଡ଼ି ଥିଲା ସୁପରହିଟ୍‌; ହେଲେ ଏହି ସାମାନ୍ୟ କଥାକୁ ନେଇ ଅକ୍ଷୟ କୁମାରଙ୍କ ମୁହଁ ଦେଖିବାକୁ ଚାହୁଁ ନ ଥିଲେ ସୁନିଲ ସେଟ୍ଟୀ…

ବମ୍ବେ: ଏକ ସମୟରେ ପରସ୍ପରର ଭଲ ବନ୍ଧୁ ଥିଲେ ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀ-ଅକ୍ଷୟ କୁମାର। ପରଦାରେ ଉଭୟଙ୍କ ଯୋଡ଼ି ସୁପରହିଟ୍‌ ହୋଇଥିଲା। ‘ମୋହରା’, ‘ହେରାଫେରି’,...

ସୈଫ୍‌ଙ୍କ ଉପରକୁ ହାତ ଉଠାଇଲେ ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ବଡ଼ ପୁଅ ତୈମୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ...

ମା’ ମାଗିଲେ ଗାଡ଼ି, କାର୍ତ୍ତିକ ଦେଲେ ଦାଢ଼ି: ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନଙ୍କ ଦାଢିକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି। ଦେଶରେ ଲକ୍‌ଡାଉନ୍‌ ଚାଲିବା ପରଠାରୁ କାର୍ତ୍ତିକ ତାଙ୍କ ଦାଢ଼ି କାଟି...

ରାଜ୍‌ ଖୋଲିଲେ ବିରାଟ : କାହିଁକି ଦେଖାଉ ନାହାନ୍ତି ଝିଅର ମୁହଁ

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଯାହାର...

ଅଭିଷେକଙ୍କ ଟୁଇଟ ଦ୍ୱନ୍ଦରେ ପକାଇଲା ୟୁଜର୍ସଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମରେ ଅଭିନୟ କରିବା ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିଷେକଙ୍କ ଅଭିନୀତ ସାଇକ୍ଲୋଜିକାଲ କ୍ରାଇମ୍‌...

Advertisement
Archives

Model This Week