କରୋନା ସଂକ୍ରମଣରୁ ରକ୍ଷା କରିବ ଏହି ଭିଟାମିନ୍
ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାକୁ ନେଇ ଅନେକ ଗବେଷଣା ଚାଲୁ ରହିଛି। କେତେକ ଅନୁସନ୍ଧାନରୁ ସମାନ କଥା ଜାଣିବାକୁ ମିଳିଛି। କରୋନା ଭୂତାଣୁ ରୋକିବାରେ ଭିଟାମିନ ‘ଡି’ ଅତ୍ୟନ୍ତ ପ୍ରଭାବଶାଳୀ। ଟ୍ରିନିଟି କଲେଜ ଡବଲିନ ବିଶେଷଜ୍ଞମାନେ…
ବେଲି ଡ୍ୟାନ୍ସ କରୁଛି ଏହି ପକ୍ଷୀ: ଦେଖିଲେ ହସିହସି ଗଡ଼ିଯିବେ
ଘରଚଟିଆକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣଙ୍କର ମଧ୍ୟ ହସ ନିୟନ୍ତ୍ରଣ ହେବ ନାହିଁ। ଘରଚଟିଆ ପେଟ ହଲାଇ ବେଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖିଲେ ଆପଣ ହସିହସି ଗଡ଼ିଯିବେ।…
କଇଁଛଙ୍କ ପ୍ରେମ: ବିପଦରେ ପଡିଥିବା ବନ୍ଧୁକୁ କିପରି ଉଦ୍ଧାର କରୁଛି କଇଁଛ
ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ୨ କଇଁଛର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ କଇଁଛ ରାସ୍ତାରେ ଓଲଟି ଯାଉଛି, ସେ ସିଧା ହୋଇ ପୂର୍ବଭଳି ଚାଲି ପାରୁ…
ଦୁଇ ସ୍ନେହୀ ବିଲେଇ: ଗୋଟିଏ ପାତ୍ରରେ ଦୁହିଁଙ୍କ କ୍ଷୀରପିଆ ଦେଖି ଲାଗିବ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ବର୍ଷାରେ ୭ ଘଣ୍ଟା ଧରି ଛିଡ଼ାହୋଇ ଗାଡ଼ିକୁ ବାଟ କଡ଼ାଇଲେ ଏହି ମହିଳା: ମୁମ୍ବାଇବାସୀ କରୁଛନ୍ତି ସାଲ୍ୟୁଟ୍
ଚଳିତ ବର୍ଷ ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ମୁମ୍ବାଇ। ବିଶେଷକରି ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସବୁ ମଧ୍ୟରେ ମାଟ୍ଟୁଙ୍ଗା ଅଞ୍ଚଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି…
ପୁଣି ମା’ ହେବାକୁ ଯାଉଛନ୍ତି ବେବୋ!
ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ ଅଲୀ ଖାଁ ଓ କରୀନା କପୁର ଖାଁଙ୍କ ପରିବାରରେ ଖୁବ୍ଶୀଘ୍ର ଆଉ ଜଣେ କୁନି ଅତିଥି ଆସିଥିବାକୁ ଯାଉଛି। ଅର୍ଥାତ୍ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବିଶ୍ୱାସ ହେଉ ନ ଥିଲେ ବି…
ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବି-ଟାଉନ୍ର ଏହି ଅଭିନେତ୍ରୀ
ବମ୍ବେ: ପୁଣିଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍ର ବେବୋ ଓରଫ କରିନା କପୁର ଖାନ୍। ତୈମୁରଙ୍କ ପରେ ଦ୍ୱିତୀୟ ସନ୍ତାନ ହେବାକୁ ଯାଉଥିବା ନେଇ ସେ ପ୍ରଶଂସକମାନଙ୍କୁ ଖୁସି ଖବର ଜଣାଇଛନ୍ତି। ଆମ ଘରକୁ ନୂଆ ସଦସ୍ୟ ଆସିବାକୁ ଯାଉଛି। ସମସ୍ତ…
ଜାଣନ୍ତୁ କେଉଁମାନଙ୍କୁ ଦିଆଯିବ ନାହିଁ ରୁଷିଆ ଟିକା
ମସ୍କୋ,୧୨ା୮: ୧୮ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ଲୋକଙ୍କୁ ରୁଷିଆର କରୋନା ଟିକା ପ୍ରୟୋଗ କରିବାକୁ ଅନୁମତି ଦିଆଯାଇ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ମଧ୍ୟ ଟିକାକରଣ କରାଯିବ ନାହିଁ। ତେବେ…
ମୁକେଶ ଅମ୍ବାନୀ ସ୍ତ୍ରୀ ନୀତାଙ୍କୁ ଜନ୍ମଦିନରେ ଦେଇଥିଲେ ଏହି ଉପହାର: ଦାମ୍ ଜାଣିଲେ ହେବେ ଚକିତ
ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତରେ ଏହି ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ମୁକେଶଙ୍କ ପାଖରେ ଅନେକ ମହଙ୍ଗା ଜିନିଷ ରହିଛି, ଯାହାର କଳ୍ପନା ମଧ୍ୟ ସାଧାରଣ…
ବାରମୂଳାରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସେନା ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ବାରାମୂଳା ଜିଲାର ସୋପୋରେର ହାଇଗାମ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ବୁଧବାର ସେନାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ…
ରାଜ୍ୟରେ ବଢୁଛି ଟେଷ୍ଟ ସଂଖ୍ୟା, ଆସନ୍ତା ୨୦ରୁ ପ୍ରତିଦିନ କରାଯିବ ୫୦ ହଜାର ଟେଷ୍ଟ
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ବଢୁଛି। ବୁଧବାର ୩୨୦୦୦ ଟେଷ୍ଟ ହୋଇଥିବା ବେଳେ ଚଳିତମାସ ୨୦ ତାରିଖରୁ ପ୍ରତିଦିନ ୫୦୦୦୦ ଟେଷ୍ଟ କରାଯିବାର ଲକ୍ଷ୍ୟ ରହିଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା ସୂଚନା ଦେଇଛନ୍ତି।…
+୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ: ଜାଣନ୍ତୁ ବାଲେଶ୍ୱର ଜିଲାର ପାସହାର
ବାଲେଶ୍ୱର ଅଫିସ,୧୨।୮: +୨ ବିଜ୍ଞାନ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ତେବେ ଏଥିରେ ବାଲେଶ୍ୱର ଜିଲାର ପାସହାର ୮୪.୨୬% ହୋଇଛି। ଚଳିତ ବର୍ଷ ଜିଲାର ୧୦୨ କଲେଜରୁ ମୋଟ ୬,୬୬୦ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫,୬୦୭ ଜଣ ପାସ…
Archives


