ବିବାଦ ଘେରରେ ଗୁଞ୍ଜନ ସକ୍ସସେନା ବାୟୋପିକ୍
ମୁମ୍ବାଇ: ବୁଧବାର ନେଟ୍ଫ୍ଲିକ୍ସରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୁଞ୍ଜନ ସକ୍ସସେନା ଏବେ ବିବାଦ ଘେରକୁ ଚାଲି ଆସିଛି। ଏହି ଫିଲ୍ମରେ ଅନାବଶ୍ୟକ ନକାରାତ୍ମକ ଦୃଶ୍ୟ ଦେଖାଯାଇଥିବା ନେଇ ଭାରତୀୟ ବାୟୁସେନା ଅଭିଯୋଗ କରିଛି। ଆଇଏଏଫ୍ ପକ୍ଷରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ…
୨୩୭ ରନର ଇନିଂସ ସତ୍ତ୍ୱେ କରୋନା ନିୟମ ଉଲ୍ଲଂଘନ କରି ବାଦ୍ ପଡ଼ିଲେ ଏହି ବ୍ୟାଟ୍ସମ୍ୟାନ
ଲଣ୍ଡନ, ୧୨।୮: ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ପରେ ଆଉ ଜଣେ ଇଂଲଣ୍ଡ କ୍ରିକେଟର୍ କରୋନା ନିୟମ ଉଲ୍ଲଂଘନ କରି ଦଳରୁ ବାଦ୍ ପଡ଼ିଛନ୍ତି। ସେ ହେଉଛନ୍ତି କାଉଣ୍ଟି କ୍ରିକେଟ୍ କ୍ଲବ କେଣ୍ଟ ଦଳର ଯୁବ ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ। କରୋନା…
ମୋଦି ସରକାରଙ୍କ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ,୧୨।୮: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶୋ ନାଇକ କରୋନାରେ ପୀଡ଼ିତ ହୋଇଛନ୍ତି। ବୁଧବାର ଆସିଥିବା ସ୍ବାବ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ତାଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଥିବାରୁ ସେ ହୋମ୍ ଆଇସୋଲେଶନ୍ରେ ରହିଛନ୍ତି। ଏନେଇ…
୪ ଜିଲା, ରାଉରକେଲାରେ ଶଟଡାଉନ କୋହଳ
ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲା ଓ ରାଉରକେଲା ସହରରେ ଶଟଡାଉନ ମାତ୍ର କିଛି ଘଣ୍ଟା ପାଇଁ କୋହଳ ହେବ। ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା କୋହଳ ରହିବ ସପ୍ତାହାନ୍ତ ଶଟଡାଉନ। ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ…
ଲକ୍ଷ୍ମଣଙ୍କ କ୍ୟାଚ୍ ଛାଡ଼ିବାରୁ ଅବସର ନେଇଥିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍
ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍ର ଅନ୍ୟତମ ମହାନ ଉଇକେଟ୍କିପରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ ଅନ୍ୟତମ। କ୍ରିକେଟ୍ରେ ଉଇକେଟ୍କିପରଙ୍କ ଭୂମିକାରେ ହୋଇଥିବା ପରିବର୍ତ୍ତନର ସମସ୍ତ ଶ୍ରେୟ ଗିଲ୍ଖ୍ରୀଷ୍ଟଙ୍କୁ ଦିଆଯାଏ। କିନ୍ତୁ ଏକଦା ଭଲଫର୍ମରେ ଥିବାବେଳେ ସମସ୍ତଙ୍କୁ ଚକିତ କରି ସେ କ୍ରିକେଟ୍ରୁ ସନ୍ନ୍ୟାସ…
ଦୌଡରେ ସାମିଲ ହେଲେ ୫୦ ହାତୀ: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ହାତୀପଲ ଦୌଡରେ ସାମିଲ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,…
ଶିଶୁ ଗଣ୍ଡାର ନାଚ ଦେଖି ଏମିତି କରୁଛି ମା’: ଦେଖିଲେ ଲାଗିବ ହସ
ବର୍ତ୍ତମାନ ଶିଶୁ ଗଣ୍ଡାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ଶିଶୁ ଗଣ୍ଡା ଜମ୍ପ କରି ନାଚୁଛି, ଓ ତାର ପିଲାଦିନକୁ ଉପଭୋଗ କରୁଛି। ପରେ ମା’ ଗଣ୍ଡା ମଧ୍ୟ ତାକୁ ଦେଖି ସେପରି କରିବାକୁ…
ଆତ୍ମହତ୍ୟା କଲେ ମୁମ୍ବାଇର ‘ଜୁନିୟର ଷ୍ଟେଇନ’
ମୁମ୍ବାଇ, ୧୨।୮: ମୁମ୍ବାଇ କ୍ଲବ କ୍ରିକେଟର୍ କରନ ତିଓ୍ବାରୀ ଆତ୍ମହତ୍ୟା କରିଛନ୍ତି। ୨୭ ବର୍ଷୀୟ ଏହି ଯୁବ ଦ୍ରୁତ ବୋଲର ମୁମ୍ବାଇ ରଣ୍ଜୀ ଟିମ୍ ପାଇଁ ନେଟ୍ରେ ଅଧିକାଂଶ ସମୟ ବୋଲିଂ କରିଥାନ୍ତି। ମୁମ୍ବାଇ କ୍ଲବ କ୍ରିକେଟ୍ରେ ସେ ‘ଜୁନିୟର ଷ୍ଟେଇନ୍’…
ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ
ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍ ଦବ୍ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଛି। ଅକ୍ଷୟ ବଲିଉଡ୍ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍…
ବୈଠକ ସାରି ଫେରିଲେ ସିଂହପଲ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମଣିଷ ସମୁଦ୍ର ମଝିରେ ଯୋଗ କରୁଛି ତ ଆଉ କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି। ସିଂହପଲ ବର୍ତ୍ତମାନ ବୈଠକ ସାରି ଫେରୁଥିବା ଏକ ଭିଡିଓ ସୋସିଆଲ…
ଶୁଆକୁ ସାଙ୍ଗ କରୁଛି ଗେଲ, ଦେଖି ହେବେ ଆଶ୍ଚର୍ଯ୍ୟ
ପ୍ରାୟତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ନଭେମ୍ବରରେ ଭାରତରେ କରୋନା ଟିକା ଦେବ ରୁଷିଆ
ମସ୍କୋ,୧୨ା୮: କରୋନା ଭୂତାଣୁ ପାଇଁ ଏକ ସଫଳ ଟିକା ପ୍ରସ୍ତୁତ କରିଥିବା ରୁଷିଆ ମଙ୍ଗଳବାର ଘୋଷଣା କରିଛି। ଏହି ଟିକା ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଉଥିବା ଗୋଷ୍ଠୀର ମୁଖ୍ୟ କିରିଲ ଡିମିଟ୍ରିଏଭ୍ କହିଛନ୍ତି ଯେ ନଭେମ୍ବର ସୁଦ୍ଧା ରୁଷିଆ ଅନ୍ୟ ଦେଶକୁ…
Archives


