Home Left

ଜାଣନ୍ତି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଆକାଶ କାହିଁକି ଦିଶିଥାଏ ଲାଲ୍‌

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା ବାଇଗଣୀ ରଙ୍ଗରେ ପରିଣତ ହୋଇଥାଏ। ଏହା ବହୁତ ସୁନ୍ଦର ଏବଂ ମନଲୋଭା ଦିଶିଥାଏ। ତେବେ…

ଏହା ବିଶ୍ୱର ସବୁଠାରୁ ବଡ଼ ସାପ: ଲମ୍ବ ୪୨ ଫୁଟ, କୁମ୍ଭୀରକୁ ଖାଇ ସହଜରେ ହଜମ କରିଦିଏ

ଦୁନିଆରେ ଅନେକ ପ୍ରକାରର ପଶୁ ରହିଛନ୍ତି। ସେଥିମଧ୍ୟରୁ ଆମେ କେତେକଙ୍କ ବିଷୟରେ ଜାଣିଥିବା ବେଳେ ଆଉ କେତେକକୁ ବହିରେ ପଢ଼ିଛୁ। ଅନେକ ପ୍ରଜାତିର ପଶୁଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଡାଇନୋସରକୁ କେହି ଦେଖି ନାହାନ୍ତି, ମାତ୍ର ଏହାର ଜୀବାଶ୍ମ ହେତୁ…

ସଂକ୍ରମିତଙ୍କୁ କଲ୍‌ ସହ ଜୁମ୍‌ ଭିସିରେ ବୁଝାଯାଉଛି ସ୍ବାସ୍ଥ୍ୟବସ୍ଥା: ୧୫ରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା

ଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଡିଭିଜନରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା କମୁଛି। ୮୧ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେବା ସହ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧.୦୪ ପ୍ରତିଶତଙ୍କ ମୃତ୍ୟୁ ଘଟିଛି । କୋଭିଡ୍‌ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ, ଟେଷ୍ଟ…

ଚାଇନାକୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ବାୟୁସେନା ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୪ା୮: ଲଦାଖର ଲାଇନ ଅଫ୍‌ ଆକ୍ଟୁଆଲ କଣ୍ଟ୍ରୋଲ (LAC) ଉପରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗିରହିଛି। ଚାଇନା ଯେକୌଣସି ଚାଲବାଜି କରିପାରେ ବୋଲି ଆଶଙ୍କା କରି ଏହାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି।…

ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ ହୃଦୟ ଦେଇ ବସିଥିଲେ ସଚିନ୍‌: ୧୭ ବର୍ଷ ବୟସରେ ଏପରି ଆରମ୍ଭ ହୋଇଥିଲା ‘ଲଭଷ୍ଟୋରୀ’

ନୂଆଦିଲ୍ଲୀ,୧୪।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ୧୯୯୦ ଅଗଷ୍ଟ ୧୪ରେ ସେ ନିଜ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ଇଂଲଣ୍ଡ ବିରୋଧରେ ମଞ୍ଚେଷ୍ଟରରେ ଖେଳାଯାଉଥିବା ଟେଷ୍ଟର ପଞ୍ଚମ ଦିନରେ ସଚିନ ୧୧୯ ରନ୍‌ କରି…

ସୁଧୁରୁନି ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୪।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ। ଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ଶୁକ୍ରବାର ହେଲଥ୍‌ ବୁଲେଟିନ୍‌ ଜାରି କରାଯାଇଛି। ଏହି ହେଲଥ୍‌ ବୁଲେଟିନ୍‌ ଅନୁସାରେ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି…

ଭାରତୀୟ କ୍ରିକେଟ୍‌ ଦଳର ଏହି ସ୍ପିନରଙ୍କ ଭାବି-ସ୍ତ୍ରୀଙ୍କ ନୃତ୍ୟ ଭିଡିଓ ଭାଇରାଲ: ସୋସିଆଲ ମିଡିଆରେ ଚର୍ଚ୍ଚା

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କର ନିକଟରେ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ ହୋଇଥିଲା। ଯଦିଓ ଧନଶ୍ରୀ ଜଣେ ଡାକ୍ତର, ସେ ମଧ୍ୟ ଜଣେ ନୃତ୍ୟଶିଳ୍ପୀ ଭାବରେ ଜଣାଶୁଣା। ତେବେ ବର୍ତ୍ତମାନ ଧନଶ୍ରୀଙ୍କ ନୃତ୍ୟର ଏକ ଭିଡିଓ…

ଏହି ଯୁବକଙ୍କୁ ବିବାହ କରିବାକୁ ପାଗଳପ୍ରାୟ ଝିଅମାନେ; ଆସୁଛି ଅନେକ ପ୍ରସ୍ତାବ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଡିଜିଟାଲ ସମୟ। ଏହି ସମୟରେ ପୁସ୍ତକ ଯେମିତି ଫ୍ୟାଶନ ପାଲଟିଯାଇଛି। ପୁସ୍ତକ ସହ ଅନେକ ଲୋକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଆମେ ଦେଖିଛୁ। ହେଲେ ଦୃଦୟରୁ ପୁସ୍ତକୁ ଭଲ ପାଉଥିବା ଲୋକ ଖୁବ୍‌ କମ୍‌। ଏମିତି…

ବାଂଲାଦେଶ ସୀମାରୁ ଭାରତୀୟ ଯବାନଙ୍କୁ ମିଳିଲା ଏହି ଦୁର୍ଲଭ ପକ୍ଷୀ, ଦାମ୍‌ ଜାଣିଲେ ହେବେ ଚକିତ

ବାଂଲାଦେଶ ସୀମାରେ ନିୟୋଜିତ ଥିବା ବିଏସ୍‌ଏଫ୍‌ ଯବାନଙ୍କୁ ଏକ ଦୁର୍ଲଭ ପକ୍ଷୀ ମିଳିଛି, ଯାହାର ଦାମ୍‌ ୧୫ ଲକ୍ଷ ଟଙ୍କା। କଥାଟି ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ସତ। ପକ୍ଷୀଟି ବେଲିଜର ରାଷ୍ଟ୍ରୀୟ ପକ୍ଷୀ ବୋଲି ଜଣାପଡ଼ିଛି। ଅଗଷ୍ଟ ୧୩ରେ ଯବାନମାନେ…

ଗାଲାଣ୍ଟ୍ରି ପୁରସ୍କାର ଘୋଷଣା: ଟପ୍‌-୩ରେ ଏହି ରାଜ୍ୟର ପୋଲିସ

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଗାଲାଣ୍ଟ୍ରି ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଗାଲାଣ୍ଟ୍ରି ସାହସିକତା ଓ ସେବା ପୁରସ୍କାରର ଏକ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ପ୍ରଥମ ନମ୍ବରରେ ଜମ୍ମୁ-କଶ୍ମୀର ପୋଲିସ ରହିଥିବା…

ଛତ୍ରପୁରବାସୀଙ୍କୁ ଡରାଉଛି କରୋନା: ୱାର୍ଡ ବାସିନ୍ଦା, ଦୋକାନୀଙ୍କ ସ୍ବାବ ସଂଗ୍ରହ

ହଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କୁ କରୋନା ଡରାଇବାରେ ଲାଗିଛି । ଏଠାରେ ଦୈନିକ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ଗୁରୁବାର ଛତ୍ରପୁର ଏନ୍‌ଏସିର ୩ ନଂ. ୱାର୍ଡ ଅଧିନ ରେଲ୍‌ୱେ କଲୋନୀରେ ୯ ଜଣ, ରିକାପଲ୍ଲୀ ମେନ୍‌ ରୋଡ୍‌, କୋର୍ଟ…

ଝାରସୁଗୁଡ଼ାରେ ନୂଆଁଖାଇ ପାଳନ କଟକଣା କୋହଳ: ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶାବଳୀ

ଝାରସୁଗୁଡ଼ା ଅଫିସ,୧୪ା୮: ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯିବ। ତେବେ ଏଥର ନୂଆଁଖାଇ ରବିବାର ପଡୁଥିବାରୁ ଏହିଦିନ ଶଟ୍‌ଡାଉନ୍‌ ନ କରିବା ପାଇଁ ଝାରସୁଗୁଡ଼ା ଜିଲା ପ୍ରଶାସନକୁ ବିଭିନ୍ନ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେହିପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri