Home Left

ସ୍ତ୍ରୀ ସମ୍ମୁଖରେ ସ୍ବାମୀଙ୍କ ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ପଡିଆ, ୧୯ା୧୨(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ଥାନା ପଡିଆ ପଞ୍ଚାୟତ କମାରଗୁଡା ନିକଟସ୍ଥ ନନ୍ଦାଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଘରୁ ଉଠାଇ ନେଇ ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ହତ୍ୟା…

ବଣ୍ଡାଘାଟିରେ ଓଲଟିଲା ପ୍ରସୂତିଙ୍କୁ ନେଇ ଯାଉଥିବା ପିକଅପ୍‌ ଭ୍ୟାନ୍‌

ଖଇରପୁଟ ୧୯ା୧୨(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଶନିବାର ଏକ ପିକଅପ ଭ୍ୟାନ୍‌ ଓଲଟି ୪ଜଣ ଗୁରୁତର ହୋଇଛନ୍ତି। ବଣ୍ଡାଘାଟି ଗ୍ରାମର ଜଣେ ପ୍ରସୂତିଙ୍କୁ ନେଇ ଭ୍ୟାନଟି ମୁଦୁଲିପଡା ଯାଉଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ପର୍ଶ୍ୱକୁ ଓଲଟି…

ମାଗଣାରେ କୃଷକଙ୍କ ଚୁଟି, ଦାଢ଼ି କାଟୁଛନ୍ତି ସେଲୁନ ମାଲିକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ୩ ସପ୍ତାହରୁ ଅଧିକ ଦିନ ହେଲା ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଛନ୍ତି କୃଷକମାନେ। ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ମିଳୁଛି ସମର୍ଥନ। ଏହିକ୍ରମରେ ଯୋଡ଼ି ହୋଇଛନ୍ତି ଜଣେ ସେଲୁନ ମାଲିକ। କୃଷକଙ୍କ ଆନ୍ଦୋଳନସ୍ଥଳରେ…

ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୯।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇ ପରିସରରୁ ଶନିବାର ପୂର୍ବାହ୍ନରେ ଏଟିଏଜିଏସ୍‌ (ଆଡଭାନ୍ସଡ଼ ଟୋୱେଡ଼ ଆର୍ଟିଲେରୀ ଗନ୍‌ ସିଷ୍ଟମ୍‌) ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଡିଆର୍‌ଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ…

ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ କରି ଗିରଫ ହେଲେ ସାର୍‌

ନୂଆଦିଲ୍ଲୀ,୧୯।୧୨-ଛାତ୍ରୀଙ୍କୁ ଅସଦାଚରଣ ଓ ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରସିଦ୍ଧ ମୃଦଙ୍ଗ ବାଦକ ରବିଶଙ୍କର ଉପାଧ୍ୟାୟ। ଏ ନେଇ ଛାତ୍ରୀ ଜଣକ ଚାନକ୍ୟାପୁରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର…

ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୧୯।୧୨- ଇମ୍ରାନ ହାସିମଙ୍କ ଫିଲ୍ମ ‘ମର୍ଡର ୨’ ଯୋଗୁ ବଲିଉଡ୍‌ରେ ପରିଚୟ ପାଇଥିବା ଓଡ଼ିଆ ଆକ୍ଟ୍ରେସ ସୁଲଗ୍ନା ପାଣିଗ୍ରାହି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଚଳିତ ମାସ ୯ ତାରିଖରେ କମେଡିଆନ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି ସୁଲଗ୍ନା…

ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନବିଭାଗ

ପୁନେ, ୧୯।୧୨-ଶେଷରେ ଗୁଳି ଖାଇ ମୃତ୍ୟୁବରଣ କରିଛି ମଣିଷ ଖିଆ ଚିତାବାଘ। ମହାରାଷ୍ଟ୍ରର ଔରଙ୍ଗାବାଦ ଓ ସୋଲାପୁର ଜିଲାରେ ଆତଙ୍କ ଖେଳାଇଥିବା ଏହି ଚିତାବାଘକୁ ଶୁକ୍ରବାର ରାତିରେ ଗୁଳି କରି ହତ୍ୟା କରିଛି ବନବିଭାଗ। ଗତ କିଛି ମାସ ମଧ୍ୟରେ ଉକ୍ତ…

ଠିକ୍‌ ସମୟରେ ମିଳିଲାନି ଦରମା, କର୍ମଚାରୀ ଫୋନ୍‌ ଭାଙ୍ଗିବା ପରେ ଆପଲ ନେଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୧୯ା୧୨: ବିଶ୍ୱର ସର୍ବୋତ୍ତମ ବୈଷୟିକ କମ୍ପାନୀ ମଧ୍ୟରେ ଥିବା ଓ୍ବିଷ୍ଟ୍ରନ କମ୍ପାନୀ ଦରମା ନ ଦେବାରୁ କର୍ମଚାରୀମାନେ ଫୋନ୍‌ ଭାଙ୍ଗିବା ପରେ ଆପଲ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତରଫରୁ କୁହାଯାଇଛି ଯେ, ବର୍ତ୍ତମାନ ତାଇଓ୍ବାନ କମ୍ପାନୀକୁ ଦିଆଯାଇଥିବା ଚୁକ୍ତିଗୁଡ଼ିକର…

ଶାମିଙ୍କ ଖେଳିବା ସମ୍ଭାବନା କମ୍‌

ଆଡିଲେଡ୍‌, ୧୯।୧୨- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ବଳକା ମ୍ୟାଚ୍‌ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କ ଖେଳିବା ସମ୍ଭାବନା କମ୍‌। କାରଣ ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ଆହତ ହୋଇଛନ୍ତି ଏହି ପେସର। ତାଙ୍କ ରିଷ୍ଟରେ ଆଘାତ ଲାଗିଛି। ଏହି ଆହାତ…

ଟିମ୍‌ ଇଣ୍ଡିଆ, ଡିସେମ୍ବର ୧୯ ମଧ୍ୟରେ ରହିଛି ଅଜବ ସଂଯୋଗ

ନୂଆଦିଲ୍ଲୀ, ୧୯।୧୨- ଡିସେମ୍ବର ୧୯ ତାରିଖ ଭାରତୀୟ କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇଯାଇଛି। ଏହି ଦିନ ଓ ଟିମ୍‌ ଇଣ୍ଡିଆ ଟେଷ୍ଟ କ୍ରିକେଟ ମଧ୍ୟରେ ରହିଛି ଅଜବ ସଂଯୋଗ। ଭାରତୀୟ କ୍ରିକେଟ ଦଳ ତା’ର ସର୍ବାଧିକ ଓ ଅବିଶ୍ୱସନୀୟ ଭାବେ ସର୍ବନିମ୍ନ…

କରୋନାକୁ ହରାଇଲେ କ୍ରିତି ସାନନ

ମୁମ୍ବାଇ,୧୯।୧୨-ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ସେ ଶନିବାର ଟୁଇଟ କରି ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଖୁସି ଅଛି। ମୋର କରୋନା ରିପୋର୍ଟ ନେଗେଟିଭ ଆସିଛି। ମୋତେ ସାହାଯ୍ୟ କରିଥିବାରୁ ବିଏମ୍‌ସି…

ନା ଗୁଗୁଲ ପେ’, ନା ଫୋନ ପେ’: ସିଧାସିଧା ପକେଟ ପେ’

ଲାଞ୍ଜ ନେବା ଏବଂ ଦେବା ଆଇନ ଅନୁଯାୟୀ ଅପରାଧ। ହେଲେ ଏବେ ବି ସରକାରୀ ଅଧିକାରୀମାନେ ଲାଞ୍ଚ ନେବାର ଭଳିକି ଭଳି ଉପାୟ ଆପଣାଉଛନ୍ତି। ଠିକ୍‌ ଯେମିତି ଏହି ଟ୍ରାଫିକ୍‌ କନଷ୍ଟେବଳ ମହିଳାଜଣଙ୍କ। ଗୁଗଲ ପେ’ କିମ୍ବା ଫୋନ୍‌ ପେ’ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?