ଆଜି କଟକରୁ ୬୩ ପଜିଟିଭ ଚିହ୍ନଟ
କଟକ ଅଫିସ, ୧୪।୮- କଟକ ସହରରୁ ଶୁକ୍ରବାର ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୩୦ ଜଣ, କଣ୍ଟେନମେଣ୍ଟ ଜୋନରୁ ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ମାଲଗୋଦାମ ନିକଟ ଜାଲୁଆ…
ଘରକୁ ବନ୍ଧୁ ଆଣିବାରୁ ହତ୍ୟା ଘଟଣା, ୪ ଗିରଫ
ଜଗନ୍ନାଥପ୍ରସାଦ,୧୪ା୮(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ଥାନା କରଡ଼ାପଲ୍ଲୀ ଗ୍ରାମରେ ବୁଧବାର ରାତିରେ କରୋନା କଟକଣା ବେଳେ ଘରକୁ ବନ୍ଧୁ ଆଣିଥିବାରୁ ପ୍ରମୋଦ ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ…
ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରୋନା ମୃତ୍ୟୁ: ଡାକ୍ତରଖାନାରେ ପଡିରହିଛି ମୃତଦେହ
ସୋନପୁର,୧୪।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରି କରୋନାରେ ଆକ୍ରାନ୍ତ ଜଣେ ବିବାହିତ ମହିଳା(୩୫)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଘର ଡୁଙ୍ଗୁରିପାଲି ବ୍ଲକର ଶୁଖା ଅଞ୍ଚଳରେ । ତେବେ ଏହା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି…
ଲଘୁଚାପ: ୨ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର,୧୪ା୮(ବ୍ୟୁରୋ)- ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ସମୁଦ୍ର ପତ୍ତନରୁ ୭.୬ କିମି ଉପର ଦକ୍ଷିଣ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ…
ବିଲେଇ, ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା: ଭିଡିଓ ଦେଖିଲେ ହସି ହସି ଗଡିଯିବେ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବିଲେଇ ଏବଂ ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।…
ରାଷ୍ଟ୍ରପତିଙ୍କ ସମ୍ବୋଧନ: ଗଲଓ୍ବାନ ବୀରଙ୍କ ଉପରେ ଦେଶ ଗର୍ବ କରେ
ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳନ କରିବାକୁ ଯାଉଛି ୭୪ ତମ ସ୍ବାଧିନତା ଦିବସ। ଏହାର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସାମ୍ବୋଧିତ କରିଛନ୍ତି। ସ୍ବାଧିନତା ଦିବସ ଅବସରରେ ଦେଶ ବିଦେଶରେ ଥିବା ସମସ୍ତ…
ଆଇସିୟୁରେ ଗାୟକ ବାଲସୁବ୍ରମଣ୍ୟମ
ଚେନ୍ନାଇ,୧୪।୮: ଗାୟକ ତଥା ଅଭିନେତା ଏସ୍ ପି ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥାବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି। ଚଳିତମାସ ଆରମ୍ଭରେ ସେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ତାଙ୍କୁ ଚେନ୍ନାଇର ଏମ୍ଜିଏମ୍ ହେଲ୍ଥ କେୟାର ସେଣ୍ଟରେ ଭର୍ତ୍ତି କରାଯାଇଥିଲା। ବେଳକୁ…
୧୧ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡିଲେ ଗୌହର
ମୁମ୍ବାଇ: ଫେମଶ ରିୟଲିଟି ଶୋ’ ବିଗ୍ ବସ୍ ୭ର ଓ୍ବିନର, ମଡେଲ ତଥା ଆକ୍ଟ୍ରେସ ଗୌହର ଖାନ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ତାହାପୁଣି ନିଜ ପର୍ସନାଲ ଲାଇଫକୁ ନେଇ। ବେଶ୍ କିଛିଦିନ ପରେ ଏହି ଅଭିନେତ୍ରୀଙ୍କ ଜୀବନରେ ପୁଣି ଆସିଛି…
ବାଘକୁ ଚକମା ଦେଇ ଖସିଗଲେ ମୟୂରପଲ: ଦେଖନ୍ତୁ ଭିଡିଓ…
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି ତ ଆଉ କେତେବେଳେ ବାଘ ସିଂହ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳୁଛି। ବର୍ତ୍ତମାନ ମୟୂରପଲ ଚକମା ଦେଇ ବାଘ ମୁହଁରୁ…
ଡରିଲାଣି ଚାଇନା !
ଓ୍ବାଶିଂଟନ,୧୪।୮: ବିଶ୍ୱକୁ ନିଜ ହାତମୁଠାକୁ ନେବାକୁ ଚେଷ୍ଟା କରୁଥିବା ଚାଇନା ଶେଷରେ ଆମେରିକାର ନାଲି ଆଖି ଆଗରେ ବ୍ୟାକଫୁଟକୁ ଚାଲି ଆସିଛି। ଚାଇନା ସବୁବେଳେ ସାଉଥ୍ ଚାଇନା ସି’ରେ ଛୋଟ ଦେଶମାନଙ୍କୁ ଧମକାଇ ଆସୁଛି। ହେଲେ ଏବେ ସେ ତା’ର ସେନାଙ୍କୁ…
କରୋନା ସଂକ୍ରମଣରେ ୩୨ ବର୍ଷ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା’
ହାଇଦ୍ରାବାଦ,୧୪।୮: କରୋନା ଭାଇରସ ସଂକ୍ରମଣ ଏବେ ଅନେକ ଘରର ଆଲୋକକୁ ଅନ୍ଧାରରେ ପରିବର୍ତ୍ତନ କରିଛି କହିଲେ ଚଳେ। ଶୁକ୍ରବାର ତେଲେଙ୍ଗାନାର ନାରାୟଣଖେଡ ଅଞ୍ଚଳରେ ରହୁଥିବା ଏକ ପରିବାରରେ ୩୨ ବର୍ଷୀୟ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ କରୋନାରେ ପୀଡ଼ିତ ଥିବା…
ସିନେମା ହଲ୍ରେ ରିଲିଜ୍ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ
ମୁମ୍ବାଇ: ବଲିଉଡ୍ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବିଦେଶର ପ୍ରଂଶସକ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଏବେ ବି ତାଙ୍କ ମୃତ୍ୟୁ ଲୋକଙ୍କ ମନରୁ ଲିଭିନାହିଁ।…
Archives


