Home Left

ଟେଷ୍ଟ କ୍ୟାରିୟରରେ ଅଧିନାୟକ ଭାବେ ବିରାଟଙ୍କ ସହ ପ୍ରଥମ ଥର ଘଟିଲା ଏପରି: ଶେଷ ହେଲା..

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜିତି ସ୍ବଦେଶ ଫେରିବାକୁ ଆଶା ରଖିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ତାହା ହୋଇପାରିଲା ନାହିଁ। ବିରାଟଙ୍କ ନେତୃତ୍ୱରେ ଦଳ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା। ମାତ୍ର ଅଢ଼େଇ ଦିନରେ ଅଷ୍ଟ୍ରେଲିଆ…

ପୁଣି ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା

କଟକ ଅଫିସ,୨୦ା୧୨ କେନ୍ଦ୍ରାପଡ଼ା ଏମ୍‌ପି ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ପୁଣି ଥରେ ଥାନାରେ ମାମଲା ରୁଜୁ ହୋଇଛି। ଏମ୍‌ପିଙ୍କ ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଭିତ୍ତିରେ ପୁରୀଘାଟ ଥାନା ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ…

ଏଲ୍‌ଏସିରେ ଉତ୍ତେଜନା: ନୂଆ ଜେନେରାଲଙ୍କୁ ନିଯୁକ୍ତି ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୨୦।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ପାଇଁ ନୂଆ ଜେନେରାଲଙ୍କୁ ନିଯୁକ୍ତ କରିଛନ୍ତି। ୨୦୧୭ରେ ଡୋକଲାମରେ ଚାଇନା ସୈନ୍ୟ ବାହିନୀର ନେତୃତ୍ୱ ନେଇଥିବା…

ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍ବାମୀ ନେଲେ ଅଜବ ପଦକ୍ଷେପ, ଯାହା ଆଗରୁ କେବେ ଶୁଣି ନ ଥିବେ

ଇଟାଲୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡ଼ା କରିବା ପରେ ନିଜ ମନକୁ ଶାନ୍ତ କରିବା ପାଇଁ ଘରୁ ବାହାରି ଚାଲିଗଲେ। ସେ ଏତେ ରାଗି ଯାଇଥିଲେ ଯେ କୌଣସି ଗାଡ଼ି ମୋଟରରେ କେଉଁଆଡ଼େ ନ ଯାଇ ସିଧା ୪୫୦ କିଲୋମିଟର…

ଲାଇଭ ରିପୋର୍ଟିଂ ସମୟରେ ମହିଳା ରିପୋର୍ଟରଙ୍କ ପଛରେ ପଡ଼ିଗଲା ବିଲେଇ, ଆଉ ତା’ ପରେ

ଲେବାନାନର ରାଜଧାନୀ ବେରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣର ତଦନ୍ତ ସମ୍ପର୍କରେ ସୂଚନା ଦେଉଥିବା ଜଣେ ମହିଳା ରିପୋର୍ଟରଙ୍କ ସହ ଲାଇଭ ରିପୋର୍ଟିଂ ସମୟରେ ଏହି ହୃଦୟସ୍ପର୍ଶୀ ଘଟଣା ଘଟିଛି। ରିପୋର୍ଟ କରିବା ସମୟରେ ଏକ ବିଲେଇ ରିପୋର୍ଟରଙ୍କ ନିକଟକୁ ଆସି ତାଙ୍କ…

ରୋଜଗାର ଟଙ୍କାରେ ମୋ ଆଡମିଶନ ହୋଇଥିଲା: ଡ. ତ୍ରିନାଥ ପଟ୍ଟନାୟକ

ନୟାଗଡ଼ ଜିଲାର ଓଡଗାଁରେ ମୋ ଜନ୍ମ। ସ୍ଥାନୀୟ ରଘୁନାଥ ବିଦ୍ୟାପୀଠରୁ ଏକାଦଶ ପାସ୍‌ କରିବା ପରେ ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟରେ ପଢ଼ି ସେଠାରୁ ସଂସ୍କୃତରେ ପିଜି ସାରିଥିଲି। ସଂସ୍କୃତ ବ୍ୟତୀତ ହିନ୍ଦୀରେ ବି ମୁଁ ରାଷ୍ଟ୍ରଭାଷା ରତ୍ନ ଏବଂ ସାହିତ୍ୟ ରତ୍ନ…

ଛୋଟ ନବାବଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡ୍‌ର ଛୋଟ ନବାବ ତଥା କରୀନା କପୁର ଖାନ୍‌ଙ୍କ ପୁଅ ତୈମୁରଙ୍କ ଆଜି ହେଉଛି ଜନ୍ମଦିନ। ସେ ଆଜି ୪ ବର୍ଷରେ ପଦାର୍ପଣ କରିଛନ୍ତି। ସବୁଠାରୁ ଲୋକପ୍ରିୟ ଷ୍ଟାର କିଡ୍‌ସଙ୍କ ମଧ୍ୟରୁ ତୈମୁର ଅନ୍ୟତମ। ଛୋଟ ହେଲେ ମଧ୍ୟ ତୈମୁର…

ନେପାଳରେ ରାଜନୈତିକ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କ ସଂସଦ ଭଙ୍ଗ ନିଷ୍ପତ୍ତି

କାଠମାଣ୍ଡୁ,୨୦।୧୨: ନେପାଳରେ ରାଜନୈତିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରବିବାର ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି କ୍ୟାବିନେଟ୍‌ର ଏକ ଜରୁରିକାଳୀନ ବୈଠକ ଡକାଇ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍‌ ପ୍ରସ୍ତାବକୁ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ବିଦ୍ୟା…

ବୋହୂ ବିଦେଶିନୀ ମନ ଓଡ଼ିଆ

ଓଡ଼ିଶାର ସଂସ୍କୃତି, ପରମ୍ପରା ଅନନ୍ୟ। ଯାହାକୁ ଏବେ ଭଲ ପାଇ ବସିଛନ୍ତି କେତେଜଣ ବିଦେଶୀ ଝିଅ। ସେମାନଙ୍କ ଭିତରୁ କେତେକେ ଓଡ଼ିଆ ଯୁବକଙ୍କୁ ପ୍ରେମବିବାହ କରି ଖୁସିରେ ଘର ସଂସାର ବି କଲେଣି। ଆଉ ଓଡ଼ିଆ ଘର ବୋହୂମାନଙ୍କର ଚାଲିଚଳଣ, ବେଶଭୂଷା…

ଭାଜପାକୁ ଭୋଟ ଦେଲେ ବହିବ ରକ୍ତନଦୀ: କାନ୍ଥରେ ଧମକଭରା ଲେଖା

କୋଲକାତା,୨୦।୧୨: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଭାଜପା ପଶ୍ଚିମବଙ୍ଗ ଜୟ ଲକ୍ଷ୍ୟ ନେଇ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏହାର ଗତିରୋଧ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଅଣ୍ଟା…

ଆଖଡ଼ାଶାଳିିିଠାରେ ନଦୀ ଭିତ୍ତିକ ବନ୍ଦର ନେଇ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ମହାକାଳପଡ଼ା,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସ୍ଥାନୀୟ ଆଖଡ଼ାଶାଳିଠାରେ ମହାନଦୀ ଶାଖା ଗୁପ୍ତିଗିରି ମଧ୍ୟରେ ଏକ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା। ପରେ ଏ ନେଇ ରାଜ୍ୟ ସରକାରଙ୍କ ପଧରୁ…

ରାନିବଖରୀରେ ହେବ ରାଜକୀୟ ରେଷ୍ଟୁରାଣ୍ଟ

ସମ୍ବଲପୁର,୨୦ା୧୨ (ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିରେ ଯୋଡିହୋଇଛି ନିମନ୍ତ୍ରଣ ଯୋଜନା। ଏହି ଯୋଜନାରେ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱରରେ ଓଡିଆ ବ୍ୟଞ୍ଜନ ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?