ନିଜଠାରୁ ୧୪ ବର୍ଷ ବଡ଼ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଗାୟିକା, ବର୍ଷେ ପରେ ଘଟିଥିଲା ଏମିତି…
ମୁମ୍ବାଇ: ଆଜି ବଲିଉଡ୍ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜିର ଏହି ଖାସ୍ ଦିନରେ ଜାଣନ୍ତୁ ସୁନିଧିଙ୍କ ବିଷୟରେ…
ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିଲେ ଯୁବକ, ପରେ ଘଟିଲା ଏମିତି
ଭୋପାଳ,୧୪।୮: ମଧ୍ୟପ୍ରଦେଶର ଉଜୈନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ହୋଟେଲ ରୁମ୍ରେ ଜଣେ ଯୁବତୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଛି। ଏହି ଘଟଣା କରିବା ପରେ ଅଭିଯୁକ୍ତ ଜଣକ ପଳାଇ ଯାଇଥିଲେ। ହୋଟେଲର ମ୍ୟାନେଜର ଏ ସମ୍ପର୍କରେ ପୋଲିସକୁ…
ଭେଣ୍ଟିଲେଟରକୁ ଯିବା ପୂର୍ବରୁ ପୁଅଙ୍କୁ ଗାଁରୁ ଏହି ଜିନିଷ ଆଣିବାକୁ କହିଥିଲେ ପୂର୍ବତନ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୪।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ହସ୍ପିଟଲ ଯିବା ପୂର୍ବରୁ ପୁଅ ଅଭିଜିତ୍ ମୁଖାର୍ଜିଙ୍କୁ କଲ୍ କରି ଏକ ଅନୁରୋଧ କରିଥିଲେ। ସେ ପୁଅକୁ କହିଥିଲେ, ଗାଁ କଥା ବହୁତ ମନେ ପଡୁଛି। ମୋ ପାଇଁ ଗାଁରୁ…
ସ୍ବାମୀଙ୍କଠାରୁ ଅଲଗା ହେଲେ ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ୍ର ସଫଳ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମା ଏବଂ ରଣଭୀର ସୁରୀ। ବିବାହର ୧୦ ବର୍ଷ ପରେ ଏହି ଯୋଡି ପରସ୍ପରଠାରୁ ଅଲଗା ହୋଇଛନ୍ତି। ତେବେ ୨୦୧୫ରୁ ସେମାନେ ପରସ୍ପରଠାରୁ ଅଲଗା ରହୁଥିଲେ। ଫିଲ୍ମ ‘ତିତ୍ଲି’ର…
ଗେହଲଟଙ୍କ ପାଖରେ ବସିବେ ନାହିଁ ପାଇଲଟ, ଜାଣନ୍ତୁ କାହିଁକି
ଜୟପୁର,୧୪।୮: ରାଜସ୍ଥାନ କଂଗ୍ରେସରେ ଯଦିଓ ସବୁ ସ୍ବାଭାବିକ ହୋଇଛି କିନ୍ତୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କୁ ଆଗକୁ ମଧ୍ୟ ତିକ୍ତ ବାସ୍ତବତାକୁ ସାମ୍ନା କରିବାକୁ ପଡିବ। ଉପମୁଖ୍ୟମନ୍ତ୍ରୀ ପଦରୁ ପଟାଯିବା ପରେ ସଚିନ ବିଧାନସଭାରେ ଅଶୋକ ଗେହଲଟଙ୍କ ପାଖ ସିଟ୍ରେ ନ…
ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ
କେନ୍ଦ୍ରାପଡ଼ା ଅଫିସ, ୧୪।୮ – ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୪ଟି ମହିଳା ଆରୋଗ୍ୟ ସମିତି ଗଠନ ହେବାକୁ…
ଲିଜାର୍ଡ ଡେ: ଏବେ ସଙ୍କଟରେ
ଲିଜାର୍ଡ ଡେ, ପ୍ରତିବର୍ଷ ଅଗଷ୍ଟ ୧୪ରେ ପାଳନ ହୋଇଥାଏ। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ବିଭିନ୍ନ କାରଣରୁ ଏହି ପ୍ରଜାତିର ପ୍ରାଣୀ ଏବେ ସଙ୍କଟରେ… ପରିବର୍ତ୍ତିତ ସମୟ ସହ ତାଳ ମିଳାଇ ଚାଲିବା…
ଚିନ୍ତା ବଢାଉଛି କରୋନା: ଗୋଟିଏ ଦିନରେ ୬୪,୫୫୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୦୭ ମୃତ
ନୂଆଦିଲ୍ଲୀ,୧୪।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୪ ହଜାର ୫୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪…
ଓକିଲଙ୍କ ଉପରେ ଲାଗିଲା ୧୦୦ ଟଙ୍କା ଜରିମାନା, ଏମିତି ଭରିଲେ ଟଙ୍କା
ନୂଆଦିଲ୍ଲୀ,୧୪।୮: ପ୍ରତିଦିନ ସୁପ୍ରିମକୋର୍ଟକୁ ଭିନ୍ନ ଭିନ୍ନ ପ୍ରକାରର ମାମଲା ଆସେ। ନିକଟରେ ସେମିତି ଏକ ଏକ ମାମଲା ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟର ଜଣେ ଓକିଲଙ୍କ ଉପରେ କୋର୍ଟ ୧୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ତା’ପରେ ଓକିଲଙ୍କ ସହଯୋଗୀମାନେ ମିଶି ୫୦-୫୦ପଇସା…
ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଓଟିଡିସିର ନୂଆ ଭିଡିଓ
ଭୁବନେଶ୍ୱର(ବ୍ୟୁରୋ),୧୪ା୮: କରୋନା ସଂକଟରେ ଫସିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ କ୍ରିୟାଶୀଳ କରିବାକୁ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀର୍ଘ ୬ ମାସ ଧରି ପର୍ଯ୍ୟଟନ ଶିଳ୍ପ ବିପୁଳ କ୍ଷତି ସହିଥିବାବେଳେ ଆଗାମୀ ଦିନରେ ସୁଦୃଢ଼ କରିବାକୁ…
କଟକ ଷ୍ଟେଶନରେ ଶହେ ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା
କଟକ ଅଫିସ,୧୪ା୮: କଟକ ରେଳଷ୍ଟେଶନ ନିକଟରେ ଗୁରୁବାର ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିଛି। ହାଇକୋର୍ଟ ପରେ ରେଳଷ୍ଟେଶନଠାରେ ପ୍ରଥମ ଥର ପାଇଁ ଏହି ଉଚ୍ଚତମ ପତାକା ଲଗାଯାଇଛି। ତ୍ରିରଙ୍ଗାର ଦୈର୍ଘ୍ୟ ୩୦ ବର୍ଗଫୁଟ ଓ ପ୍ରସ୍ଥ ୨୦ ବର୍ଗଫୁଟ।…
ବର୍ଷେ ବଢ଼ାଯାଉ ମାନ୍ୟତା ବୈଧତା
କଟକ ଅଫିସ,୧୪ା୮: ଘରୋଇ କଲେଜଗୁଡ଼ିକର ମାନ୍ୟତା ବୈଧତା ଅନ୍ତତଃ ଏକବର୍ଷ ବଢ଼ାଇବା ପାଇଁ ଦାବି କରାଯାଇଛି। ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍…
Archives


