Home Left

ବସ୍‌ଷ୍ଟାଣ୍ଡରେ ସିଂହପଲ: ଭାଇରାଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ ଶିକାର ପାଇଁ ପାହାଡ ଉପରୁ ଲମ୍ଫ ପ୍ରଦାନ କରୁଛି ତ ଆଉ କେତେବେଳେ ସିଂହ-ବାଘ ମଧ୍ୟରେ ଲେଢଇ ଦେଖିବାକୁ ମିଳିଛି। ବର୍ତ୍ତମାନ ସିଂହପଲ ଏକ ଗଧକୁ ଶିକାର କରୁଥିବା…

ପରଲୋକରେ ଦୃଶ୍ୟମ ନିର୍ଦ୍ଦେଶକ

ମୁମ୍ବାଇ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ସାଜିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ…

ଆକାଶରେ ଭାରତ ମାନଚିତ୍ର: ଭାଇରାଲ ହେଉଛି ଭିଡିଓ

ଦିନକ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନତା ଦିବସ ପାଳନ କରିଥିଲା। ଏହା ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ପୋଖରୀ ନିକଟରେ କେତେଜଣ ଲୋକ ଛିଡାହୋଇଥିବା ଦେଖିବାକୁ ମିଳୁଛି।…

ହୋଲସେଲ୍‌ ଗ୍ରୋସରୀ ଦୋକାନ ସିଲ୍‌, ଜାଣନ୍ତୁ କାହିଁକି ହେଲା

ବନ୍ତ,୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବଜାରରେ ଅବସ୍ଥିତ ପ୍ରକାଶ କୁମାର ସାହୁଙ୍କ ହୋଲସେଲ୍‌ ଗ୍ରୋସରୀ ଦୋକାନକୁ ସୋମବାର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଉଲ୍ଲେଖ ଯେ, ତହସିଲଦାର ଇନ୍ଦିରା ସାହୁ ଓ ଥାନାଧିକାରୀ ମିନା ବିନ୍ଧାଣୀ କରୋନା କଟକଣା ତଦାରଖ…

୫ ହଜାର ମିଟର ଦୌଡ଼ରେ ନୂଆ ବିଶ୍ୱ ରେକର୍ଡ କଲେ ଜୋଶୁଆ

ପ୍ୟାରିସ, ୧୭।୮: ବିଶ୍ୱ ଚାମ୍ପିୟନ ଧାବକ ଉଗାଣ୍ଡାର ଜୋଶୁଆ ଚେପ୍‌ଟେଗି ୫ ହଜାର ମିଟର ଦୌଡ଼ରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ମୋନାକୋରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ଅବସରରେ ଜୋଶୁଆ ଏହି ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହ ସ୍ବର୍ଣ୍ଣ…

କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଠାକୁରମୁଣ୍ଡା,୧୭।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲ୍ଲକ ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରି ଗଳା କାଟି ହତ୍ୟା ଘଟଣାରେ ମହୁଲଡିହା ଥାନା ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି। ହତ୍ୟାକାଣ୍ଡର ୪୫ ଦିନ ପରେ ଲାଏ ଡିଟେକ୍ସନ ଟେଷ୍ଟ ପରେ…

ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ ଚିହ୍ନଟ: ୯୪ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ପୁଣି ୧୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୪ ରହିଥିବା ବେଳେ ୯୪ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୭କୁ ବୃଦ୍ଧି ପାଇଛି। ସେହିପରି…

ନିଲାମ ହେବାକୁ ଯାଉଛି ବିଦ୍ୟାଙ୍କ ଶାଢ଼ି: ଜାଣନ୍ତୁ କିପରି କରିବେ ଆବେଦନ

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ମିଳିଥିବା ସୂଚନା ଅନୁସାରେ ତାଙ୍କର ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି ଏବେ ବିକ୍ରି ହେବାକୁ ଯାଉଛି। ଏହି ଶାଢ଼ିର ନିଲାମୀର ଅନ୍‌୍‌ଲାଇନ୍‌ ପ୍ରକ୍ରିୟା…

ଛେଳି, ଘୁଷୁରିଙ୍କ ସର୍କସ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଘୁଷୁରି ଓ ଛେଳିଙ୍କ ମଧ୍ୟରେ ସର୍କସ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, କିଛି…

ଆମେରିକା ନିର୍ବାଚନ ସଭାରେ ପଢାଯାଉଛି ବେଦ, ମହାଭାରତ ଶ୍ଳୋକ !

ଓ୍ବାଶିଂଟନ,୧୭।୮: ଆଗକୁ ପାଖେଇ ଆସୁଛି ଆମେରିକା ନିର୍ବାଚନ। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରୀୟ ସମ୍ମିଳନୀର ଆରମ୍ଭ ଅନ୍‌ଲାଇନ୍‌ ସର୍ବଧର୍ମ ପ୍ରାର୍ଥନା ସଭା ସହ ଆରମ୍ଭ ହୋଇଛି। ଏଥିରେ ବେଦ ଓ ମହାଭାରତ ଶ୍ଲୋକ ତଥା ଶିଖ ଧର୍ମର ଅରଦାସ ପାଠ କରାଯାଇଛି। ଟେକ୍ସାସରେ…

ଗତ ୨୪ଘଣ୍ଟାରେ ଜେଡିୟୁରେ ସାମିଲ ହେଲେ ଆରଜେଡିର ୩ ବିଧାୟକ

ପାଟନା,୧୭।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ ଜେଡିୟୁର ଜଣେ ମନ୍ତ୍ରୀ ଆରଜେଡିରେ ଯୋଗଦେଇଥିବା ବେଳେ ଏବେ ଆରଜେଡିକୁ ଆଉ ଜଣେ ବିଧାୟକ ଝଟ୍‌କା ଦେଇଛନ୍ତି। ସାସାରାମର ଆରଜେଡି ବିଧାୟକ ଅଶୋକ କୁମାର…

ନୂଆ ସଂକ୍ରମଣ ରୋକିବା ସହ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଶେରଗଡ଼୧୭।୮(ଡି.ଏ୍‌ନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପରିସରରେ ସୋମବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ପହଞ୍ଚି ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହାସହ ବବ୍ଲ ସମ୍ମୁଖରେ ଆୟୋଜିତ ଏକ ବୈଠଳରେ ଯୋଗଦେଇ ସେ ବ୍ଲକର ୨୨ ପଞ୍ଚାୟତର ଗ୍ରାମସେବକ, ଯନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri