ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହରେ ଖାଦ୍ୟ ପରସୁଥିଲେ ବଲିଉଡ୍‌ର ସୁପରଷ୍ଟାର: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଏକମାତ୍ର କନ୍ୟା ଈଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର, ୨୦୧୮ରେ ପିରାମଲ ଇଣ୍ଡଷ୍ଟ୍ରିର ମୁଖ୍ୟ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ଅମ୍ବାନୀ ପରିବାରର ଏହି ବିବାହରେ ଦେଶ, ବିଦେଶରୁ ଅନେକ ବଡ ବଡ଼ ଲୋକ ଉପସ୍ଥିତ ହୋଇଥିଲେ। ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଶାହାରୁଖ୍‌ ଖାନ୍‌ଙ୍କ ପରି କଳାକାରମାନେ ଏହି ବିବାହରେ ଉପସ୍ଥିତ ହୋଇ ବରଯାତ୍ରୀମାନଙ୍କୁ ଖାଦ୍ୟ ପରସୁଥିବା ଆମେ ଭିଡିଓ ଏବଂ ଫଟୋରେ ଦେଖିଛୁ। ତେବେ ଜାଣିବେ ବଲିଉଡ୍‌ ସୁପରଷ୍ଟାରମାନେ କାହିଁକି ଖାଦ୍ୟ ପରସୁଥିଲେ।
ଈଶାଙ୍କ ବିବାହରେ ଅଭିଷେକ ବଚ୍ଚନ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ପହଞ୍ଚିଥିଲେ। ଏହି ବିବାହ ପରେ ଜଣେ ଟ୍ବିଟର ଅଭିଷେକଙ୍କୁ ଟ୍ରୋଲ କରି କହିଥିଲେ ଯେ, ତମେମାନେ ମୁକେଶ ଅମ୍ବାନୀଙ୍କ ଝିଅ ବିବାହରେ ଖାଦ୍ୟ ପରସୁଛ। ଏମିତି କ’ଣ ପାଇଁ? ଉତ୍ତରରେ ଅଭିଷେକ କହିଥିଲେ, ବରଯାତ୍ରୀରେ ଖାଦ୍ୟ ପରସିବା ଗୁଜୁରାଟୀ ବିବାହର ଏକ ପ୍ରଥା। ଏହି ପ୍ରଥାକୁ ‘ସଜ୍ଜନ ଘୋଟା’ କୁହାଯାଏ। ଏହି ପ୍ରଥା ଅନୁସାରେ, ଝିଅଘରର ଲୋକେ ବରଯାତ୍ରୀଙ୍କୁ ନିଜ ହାତରେ ଖାଦ୍ୟ ପରସିଥାନ୍ତି।
ଈଶାଙ୍କ ବିବାହ ତାଙ୍କ ଘର ଏଣ୍ଟିଲିଆରେ ହୋଇଥିଲା। ଏହି ଅବସରରେ ପୁରା ଏଣ୍ଟିଲିଆକୁ ବୋହୂ ପରି ସଜାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେଲ୍‌ଥ କେୟାର କ୍ଷେତ୍ରରେ ବୃହତ୍‌ ନିବେଶ ସମ୍ଭାବନା

ନୂଆଦିଲ୍ଲୀ,୨୫।୫: କୋଭିଡ୍‌-୧୯ ଯୋଗୁ ଭାରତୀୟ ଫାର୍ମାସ୍ୟୁଟିକାଲ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏ କ୍ଷେତ୍ରରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନିବେଶ...

ଆର୍ଥତ୍କ ପ୍ୟାକେଜକୁ ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ,୧୪।୬: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ...

ସବୁଠାରୁ ଖରାପ ସ୍ଥିତିରେ ବାଣିଜି୍ୟକ ପରିବେଶ

ମୁମ୍ବାଇ,୬-୧୦: ସେପ୍ଟେମ୍ବର ତ୍ରୈମାସରରେ ଦେଶର ବାଣିଜି୍ୟକ ପରିବେଶ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି। ୨୦୦୮ ଆର୍ଥତ୍କ ଦୁଃସ୍ଥିତି ପରେ ଏଭଳି ସ୍ଥିତି ଗତ ତ୍ରୈମାସରେ ଘରୋଇ...

୧୪% ବଢ଼ିଲା ସ୍ପାଇସ୍‌ ଜେଟ୍‌ ଶେୟାର

ନୂଆଦିଲ୍ଲୀ: ଗୁରୁବାର ସ୍ପାଇସ୍‌ ଜେଟ କମ୍ପାନୀର ଶେୟାର କାରବାର ୧୪% ବଢ଼ିଥିବା ନଜରକୁ ଆସିଛି। ଆମେରିକାର ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ(ଏଫ୍‌ଏଏ) ବୋଇଂ ୭୩୭ ମାକ୍ସ ବିମାନର...

ସତର୍କ କଲା ଏସ୍‌ବିଆଇ: ଜୁନ୍‌ ୩୦ ମଧ୍ୟରେ କରି ନିଅନ୍ତୁ ଏହି କାମ; ନଚେତ…

ନୂଆଦିଲ୍ଲୀ,୨।୬: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଗ୍ରାହକମାନଙ୍କୁ ଜୁନ୍‌ ୩୦ ସୁଦ୍ଧା ସେମାନଙ୍କର ପାନ୍‌-ଆଧାର ଲିଙ୍କ୍‌ କରିବାକୁ କହିଛି। ଏହାଦ୍ୱାରା ସେମାନେ ଭବିଷ୍ୟତରେ କୌଣସି ପ୍ରକାରର...

୧୦୫୦ କୋଟିରେ ବିଗ୍‌ ଏଫ୍‌ଏମ୍‌କୁ ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୨୮-୫: ଋଣରେ ବୁଡ଼ି ରହିଥିବା ଉଦ୍ୟୋଗପତି ଅନିଲ ଅମ୍ବାନୀ ବିଗ ଏଫ୍‌ଏମ୍‌ ଚଳାଉଥିବା ରିଲାଏନ୍ସ ବ୍ରଡ୍‌କାଷ୍ଟ ନେଟ୍‌ଓ୍ବର୍କ(ଆର୍‌ବିଏନ୍‌)କୁ ବିକ୍ରି କରିଦେବେ। ପ୍ରାୟ ୧୦୫୦ କୋଟି ଟଙ୍କାରେ...

୧୮ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଅଂଶଧନ ୭୫%କୁ ହ୍ରାସ ପାଇବ

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ଅଂଶଧନ ହ୍ରାସ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଆୟ କରିବାକୁ ପ୍ରୟାସ ଚଳାଇଛନ୍ତି। ଏଥିଲାଗି...

ଅଶୋଧିତ ତୈଳ ଦାମ ୮ ବର୍ଷ ପରେ ରେକର୍ଡସ୍ତରରେ, ଯୁଦ୍ଧର ପ୍ରଭାବରେ ପୁଣି ବଢ଼ିବ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪।୨ : ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ରେକର୍ଡସ୍ତରରେ ପହଞ୍ଚିଛି। ବ୍ୟାରେଲ ପିଛା ଏହା ୧୦୧...

Advertisement
Archives

Model This Week