Home Left

କରୋନାରୁ ସୁସ୍ଥ ହେଲେ ୬ ଭାରତୀୟ ହକି ଖେଳାଳି

ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଭାରତୀୟ ପୁରୁଷ ହକି ଦଳର ୬ ଜଣ ହକି ଖେଳାଳି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ହସ୍ପିଟାଲ ଛାଡ଼ ପାଇଛନ୍ତି। ମନପ୍ରୀତଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ହେଲେ ଡିଫେଣ୍ଡର…

ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା

ଛତ୍ରପୁର,୧୭ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୫ହଜାର ଟପିଛି। ଛତ୍ରପୁରସ୍ଥିତ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ସୋମବାର ଦିଆଯାଇଥିବା ଅନୁସାରେ ୨୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳ ସେଥିରେ ୮ କରୋନା ଯୋଦ୍ଧା, ଜଣେ ଅନ୍ୟ ରାଜ୍ୟରୁ ଫେରି ଏବଂ ୨୩୪…

ସାଂସଦଙ୍କ ଅଦ୍ଭୁତ ପରାମର୍ଶ: କାଦୁଅରେ ଗାଧୋଇ ଶଙ୍ଖ ଫୁଙ୍ଖିଲେ ହେବନି କରୋନା

ଜୟପୁର, ୧୭।୮: କରୋନା ମହାମାରୀକୁ ନେଇ ଯେଉଁଠାରେ ସାରା ବିଶ୍ୱର ବୈଜ୍ଞାନିକ ଏହାର ନିରାକରଣ ଟୀକା ସନ୍ଧାନରେ ରହିଛନ୍ତି ସେଭଳି ସମୟରେ ରାଜସ୍ଥାନର ଜଣେ ସାଂସଦଙ୍କ ଅଦ୍ଭୁତ ପରାମର୍ଶ ଏବେ ସାମ୍ନାକୁ ଆସିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ସାଂସଦ ଅର୍ଜୁନ…

କୋଭିଡ ପରୀକ୍ଷାରେ ଓଡିଶା ଆଗୁଆ

ଭୁବନେଶ୍ୱର,୧୭ା୮(ବ୍ୟୁରୋ)-କୋଭିଡ-୧୯ ପରୀକ୍ଷାରେ ଓଡିଶା ଚତୁର୍ଥ ଆଗୁଆ ରାଜ୍ୟରେ ପରିଣତ ହୋଇଛି। ଦିନକୁ ୫୦ ହଜାରରୁ ଅଧିକ ପରୀକ୍ଷା କରାଯାଉଛି। ଅଗଷ୍ଟ ୧୬ ତାରିଖରେ ଓଡିଶାରେ ୫୦ ହଜାର ୪୨୧ ଟେଷ୍ଟ କରାଯାଇଥିଲା। ଓଡିଶାରେ ପ୍ରତି ନିୟୁତ କୋଭିଡ ପରୀକ୍ଷାରେ ଓଡିଶା ଆଗୁଆ…

ପ୍ରଥମ ସ୍ତ୍ରୀଙ୍କୁ ସାଥୀରେ ରଖିବାକୁ ଚାହିଁବାରୁ ଆତ୍ମହତ୍ୟା କଲେ ୨ୟ ସ୍ତ୍ରୀ

ଇନ୍ଦୋର, ୧୭।୮: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଓ ପିଲାଛୁଆଙ୍କୁ ପାଖରେ ରଖିବାକୁ ଚାହିଁବାରୁ ଏଥିରେ ନାରାଜ ହୋଇ ଦ୍ୱିତୀୟ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ବାଣଗଙ୍ଗା ପୋଲିସ…

କଟକରୁ ୧୬୭ ପଜିଟିଭ ଚିହ୍ନଟ: ବାଉରି ସାହିରୁ ସର୍ବାଧିକ

କଟକ ଅଫିସ,୧୭।୮-କଟକ ସହରରେ ସୋମବାର ୧୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୨୧ ଜଣ ଚିହ୍ନଟ ହୋଇଥିବାବେଳେ କଣ୍ଟେନମେଣ୍ଟ ଜୋନରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ବାଉରି…

କରୋନା ସମୟରେ ବିଶ୍ୱ ରେକର୍ଡ: ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଠ କଲେ ହନୁମାନ ଚାଳିସା

ପ୍ରୟାଗରାଜ, ୧୭।୮: କରୋନା ମହାମାରୀକୁ ସମାପ୍ତ କରିବା ପାଇଁ ଏବଂ ଏଥିରେ ଆକ୍ରାନ୍ତଙ୍କୁ ମାନସିକସ୍ତରରେ ଦୃଢ଼ କରିବା ଲାଗି ହନୁମାନ ଚାଳିସାକୁ ସାମୁହିକ ଭାବେ ଏକ ଲକ୍ଷରୁ ଊର୍ଦ୍ଧ୍ୱଲୋକ ପାଠ କରି ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ହନୁମାନ ଚାଳିସା…

କମିଶନରେଟ ପୋଲିସରେ ଅଦଳବଦଳ: ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୧୭।୮(ବ୍ୟୁରୋ):କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ଼ଧରଣର ବଦଳି ହୋଇଛି। ୨ ଡିସିପିଙ୍କ ସମେତ ୧୭ ଥାନା ଅଧିକାରୀ ଓ ୫ ଏସ୍‌ଆଇଙ୍କୁ ବଦଳି କରାଯାଇଥିବା ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଡିସିପି କିଶୋର…

ଅଣ୍ଟାଏ ପାଣିରେ ପଶି କଲେ ଜାତୀୟ ପତାକା ଉତ୍ତୋଳନ

ନିକଟରେ ସାରା ଭାରତ ବର୍ଷ କରୋନା କଟକଣା ସତ୍ତ୍ୱେ ସ୍ବାଧୀନତା ଦିବସ ପାଳନ କରିଥିବା ବେଳେ ଏହା ସହ ଜଡ଼ିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଗର୍ବରେ କହିବେ ଆମେ ଭାରତୀୟ।…

ଥାନାରେ ପହଞ୍ଚି କାଗଜ-କଲମ ମାଗି ଏଫ୍‌ଆଇଆର୍‌ରେ ଏମିତି କିଛି ଲେଖିଲେ ଯୁବକ

ପୁଣେ, ୧୭।୮: ମହାରାଷ୍ଟ୍ରର ପୁଣେ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୭ ବର୍ଷୀୟ ଯୁବକ ଥାନାରେ ପହଞ୍ଚି ଉପସ୍ଥିତ କର୍ମଚାରୀଙ୍କୁ କାଗଜ ଓ କଲମ ମାଗିଥିଲେ। ଏହାପରେ ସେ କାଗଜରେ ଯାହା ଲେଖିଥିଲେ ତାକୁ ପଢ଼ି…

କ୍ୱାରାଣ୍ଟାଇନ୍‌ ସେଣ୍ଟରୁ ବାହାରିଲା ସିମ୍ପାଞ୍ଜି ଛୁଆ , ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

‘ଦାରୁ ବଦ୍‌ନାମ’ ଗୀତରେ ନାଚିଲେ ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ

ନୂଆଦିଲ୍ଲୀ, ୧୭।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଲେଗ୍‌-ସ୍ପିନର ଯୁଜବେନ୍ଦ୍ର ଚହଲ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଲାଗି ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ବେଶି ସମୟ ଜଡ଼ିତ ହେଉନାହାନ୍ତି। ଅପରପକ୍ଷରେ ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା କିନ୍ତୁ ଏକ ଗୀତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri